ପ୍ରଭୁ ହନୁମାନ ଙ୍କ ସବୁଠୁ ପ୍ରିୟ ହୋଇଥାନ୍ତି ଏହି 4ଟି ରାଶି । ଦୁନିଆର ସବୁଠାରୁ ଶକ୍ତି ରାଶି ହେଉଛନ୍ତି ଏମାନେ ।

ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ଦିନକୁ ପ୍ରଭୁ ହନୁମାନ ଙ୍କ ଦିନ ଭାବେ ନିର୍ଧାରିତ କରା ଯାଇଛି । କିନ୍ତୁ ହନୁମାନ ଜୀ ଙ୍କ ପୂଜା ଅର୍ଚ୍ଚନା ଠିକ ଭାବେ କରିବା ଉଚିତ । ହନୁମାନ ଜୀ ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ମଙ୍ଗଳବାର ଓ ଶନିବାର ଦିନ ଉପବାସ କରିଥାନ୍ତି । ତେବେ ପ୍ରଭୁ ହନୁମାନଙ୍କର ସବୁଠୁ ପ୍ରିୟ ରାଶି ହେଉଛନ୍ତି ଏହି 4ଟି ରାଶି । ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ହେଉଛନ୍ତି । ଏମାନଙ୍କ ଉପରେ ହନୁମାନ ଜୀ ଙ୍କ ବିଶେଷ କୃପା ରହିଥାଏ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କ ଉପରେ ହନୁମାନ ଜୀ ଙ୍କ ବିଶେଷ କୃପା ସଦା ସର୍ବଦା ରହିଥାଏ । ଏମାନେ ଜୀବନରେ ସବୁବେଳେ ସଫଳ ହୋଇଥାନ୍ତି । ସଚ୍ଚା ମନରୁ ଆପଣ କାହାକୁ ଭଲ ପାଉଥିଲେ ଏହା ସଠିକ ସମୟ ଅଟେ ନିଜ ପ୍ରେମ ବିଷୟରେ କହିବା ପାଇଁ । ଦୀର୍ଘ ଦିନ ଧରି ଯେଉଁ ବି ସମସ୍ୟାରେ ଘେରି ରହିଥିଲେ ତାହା ଦୂର ହେବ । ଧନ ଜନିତ ସମସ୍ଯା ମଧ୍ୟ ଦୂର ହେବ । ସେଥିପାଇଁ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଜୀ ଙ୍କ ଆରାଧନା କରନ୍ତୁ ।

2- ବିଛା ରାଶି : ଏହି ରାଶିର ଲୋକ ମାନେ ଯେ କୌଣସି କାମ ହାତ କୁ ନିଅନ୍ତି ତାହାକୁ ସଫଳତା ପୂର୍ବକ ପୂରଣ କରିଥାନ୍ତି । ହନୁମାନ ଜୀ ଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ହେବ । ପରିବାରରେ ହସ ଖୁସି ର ମାହୋଲ ରହିବ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତ ହେବ । ଜୀବନର ସମସ୍ତ ସମସ୍ଯା ଦୂର ହେବ । ଆପଣଙ୍କର ସବୁ ଆର୍ଥିକ ସମସ୍ଯା ଦୂର ହେବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିବ ।

ତୁଳା ରାଶି : ହନୁମାନ ଜୀ ଙ୍କ ଆଶୀର୍ବାଦ ରୁ ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବ । ଭୌତିକ ସୁଖରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ମଧୁର ରହିବ । ପରିବାରର ଅସାନ୍ତି ଦୂର ହେବ । ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ପ୍ରାପ୍ତ ହେବ । ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଜୀ ଙ୍କ ପୂଜା କରିବା ଆପଣଙ୍କ ପାଇଁ ଭଲ ବିକଳ୍ପ ଅଟେ ।

କୁମ୍ଭ ରାଶି : ହନୁମାନ ଜୀ ଙ୍କ ବିଶେଷ କୃପା ଏମାନଙ୍କ ଉପରେ ଅଧିକ ରହିଥାଏ । ବ୍ୟାପାରରେ ଖୁବ ଲାଭ ମିଳିବ । ଶୁଭ କାମ ପାଇନ ଆପଣ ଚିନ୍ତା କରୁଥିଲେ ତାହା କରି ପାରିବେ । କିଛି ବି ବାଧା ବିଘ୍ନ ଉପୁଜିବ ନାହିଁ ।  ନୂତନ ଚାକିରି ପ୍ରାପ୍ତ ହେବ । ଦୀର୍ଘ ଦିନରୁ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ବିନା ବାଧା ରେ ସମ୍ପନ୍ନ ହେବ । ପ୍ରତେକ ମଙ୍ଗଳବାର ଦିନ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *