15ଟି ମଜାଦାର ଢଗ – ଏମିତି କେଉଁ ଧର୍ମ ଅଛି ଯାହାକୁ ଆଗରେ ପଢ କି ପଛରେ ପଢ ତାର ନାମ ବଦଳେ ନାହିଁ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଏମିତି କେଉଁ ଜିନିଷ ଅଛି ଯାହା ଝିଅଙ୍କର ଛୋଟ ଓ ପୁଅଙ୍କର ବଡ ହୋଇଥାଏ ?

ଉତ୍ତର- କେଶ ।

2- ଶରୀରର ଏମିତି କେଉଁ ଅଙ୍ଗ ଅଛି ଯେଉଁଠି ଝାଳ ହୋଇ ନ ଥାଏ ?

ଉତ୍ତର- ଓଠ ।

3- ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିଲେ ଆଖି ରେ ଲୁହ ଆସିଯାଏ ?

ଉତ୍ତର- ପିଆଜ ।

4- ସେ କଣ ଯାହା ଯାହା ଖାଇଲେ ଆପଣ ଲାଲ ହୋଇ ଯାଆନ୍ତି ଓ ପିଇଲେ ଶାନ୍ତ ହୋଇ ଯାଇଥାନ୍ତି ?

ଉତ୍ତର- ପାଣି ।

5- ଯେବେ ସେ ଲମ୍ବା ହୋଇଥାଏ ସେତେବେଳେ ଯବାନ ଦେଖାଯାଏ ଓ ଯେବେ ସେ ଛୋଟ ହୋଇଥାଏ ସେତେବେଳେ ବୁଢୀ ଦେଖାଯାଏ ?

ଉତ୍ତର- ମହମବତୀ ।

6- ଏମିତି କେଉଁ ଜିନିଷ ଅଛି ଯାହା ଯିଏ ଯେତେ ବି ଖାଇଥାଉ କିନ୍ତୁ ତାର ପିଟ କେବେ ବି ଭରେ ନାହିଁ ?

ଉତ୍ତର- ବଚନ ।

7- ଏମିତି କେଉଁ ଜିନିଷ ଅଛି ଯିଏ ପ୍ରଥମେ ସବୁଜ ହୋଇଥାଏ କିନ୍ତୁ ଖାଇବା ପରେ ଲାଲ ହୋଇଯାଏ ?

ଉତ୍ତର- ପାନ ।

8- ଏମିତି କେଉଁ ଜିନିଷ ଅଛି ଯାହାକୁ ନା ଦେଖି ହେବ ନା ଧରି ହେବ ?

ଉତ୍ତର- ପବନ ।

9- ଏମିତି କଣ ଅଛି ଯାହା ଥରେ ଚାଲିଗଲେ ଆଉ ଥରେ ଫେରେ ନାହିଁ ?

ଉତ୍ତର – ସମୟ ।

10- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ବର୍ଷ କୁ ଥରେ କିଣିଥାଏ ?

ଉତ୍ତର- ରାକ୍ଷୀ ।

11- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ର ଆଗରେ ଓ ଗାଈ ର ପଛରେ ଥାଏ ?

ଉତ୍ତର- W ଲେଟର ।

12- ଏମିତି କେଉଁ ସ୍ଥାନ ଅଛି ଯେଉଁଠି ମଣିଷ କେବେ ବି ମରେ ନାହିଁ ?

ଉତ୍ତର- ସ୍ମୃତି ।

13- ଏମିତି କେଉଁ ଜିନିଷ ଅଛି ଯାହାର ଛାଇ ନ ଥାଏ ?

ଉତ୍ତର- ରାସ୍ତା ।

14- ଏମିତି କେଉଁ ଜିନିଷ ଅଛି ଆପଣ ପୁରା ଭାରତରେ ଯେଉଁଠି ବି ନେଇଯିବେ ତାହାର ମୂଲ୍ୟ ବଦଳିବ ନାହିଁ ?

ଉତ୍ତର- ପଇସା ।

15- ଏମିତି କେଉଁ ଧର୍ମ ଅଛି ଯାହାକୁ ଆଗରେ ପଢ କି ପଛରେ ପଢ ତାର ନାମ ବଦଳେ ନାହିଁ ?

ଉତ୍ତର- ଇସାଇ ଧର୍ମ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *