ଜାଣନ୍ତୁ S ଅକ୍ଷରରେ ନାମବାଲା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ

ଏହି ଦୁନିଆରେ ରହୁଥିବା ସବୁ ଜୀବଜନ୍ତୁ ଓ ବ୍ୟକ୍ତି ସମସ୍ତଙ୍କର ନାମ ଥାଏ । ନାମରେ ହିଁ ଦୁନିଆରେ ପରିଚିତ ହୋଇଥାନ୍ତି ,ଆପଣ କେବେ ଲକ୍ଷ ରଖିଛନ୍ତି ଗୋଟେ ନାମକୁ ଗୋଟେ ଅକ୍ଷରକୁ କେତେ ଲୋକ ଡାକିଥାନ୍ତି । କେତେ ଊର୍ଜା ଗୋଟେ ଶବ୍ଦ ଉପରେ ଆସିଥାଏ, ଅପର ଊର୍ଜା ଏହାହିଁ ନାମର ଜାଦୁ ଅଟେ ।  ସବୁ ବ୍ୟକ୍ତିଙ୍କର ନାମର ପ୍ରଭା ଥାଏ, ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ନାମର ଊର୍ଜା ଅନୁସାରେ ହିଁ ବନିଥାଏ । ଶେଥି ପାଇଁ ନାମର ମହତ୍ଵ ବହୁତ ରହିଥାଏ ।

ଆପଣ ଲକ୍ଷ ରଖିଥିବେ ଗୋଟେ ରାସୀ ଗୋଟେ ଜନ୍ମ ଦିନ ଏକାଭଳି ନାମ ବାଲାଙ୍କ ଗୁଣ ବ୍ୟବହାର ମିଶିଥାଏ । ଏହା ପୂର୍ଣା ବୈଜ୍ଞାନିକ ସିଦ୍ଧାନ୍ତ ହୋଇଥାଏ । ଏହି ସିଦ୍ଧାନ୍ତ ଚନ୍ଦ୍ର ରାସୀ, ସୂର୍ଯ୍ୟ ରାସୀରୁ ନେଇ ଅଙ୍କ ଗଣିତ ପର୍ଯ୍ୟନ୍ତ ବି ସିଦ୍ଧାନ୍ତରେ ଆଧାରିତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ s ନାମବାଲା ବ୍ୟକ୍ତି କେମିତି ହୋଇଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ନାମ s ରୁ ଆରମ୍ଭ ହୋଇଥାଏ, ସେ କେମିତି ହୋଇଥାନ୍ତି ।  s ଇଂରାଜୀ ଅକ୍ଷରର ୧୯ ତମ ଅକ୍ଷର ଅଟେ । ଆସନ୍ତୁ ଜାଣିବା ଏମାନଙ୍କର ବ୍ୟବହାର ବିଷୟରେ । ଏହିଲୋକ ସତ୍ୟ ସାଥ ଦେଇଥାନ୍ତି, ଏମାନେ କେବେ କାହା ସହିତ ଧୋଖା କରିନଥାନ୍ତି । କିନ୍ତୁ ପ୍ରଥମେ ଏମାନେ ନିଜ ବିଷୟରେ ଭାବିଥାନ୍ତି । ଲାଭ କ୍ଷତି ଦେଖିକି ସେ କିଚିବି କମ କରିନଥାନ୍ତି । ଯେଉଁ ଲୋକଙ୍କ ନାମ s ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ବହୁତ ନିର୍ମଲ ହୃଦୟର ହୋଇଥାନ୍ତି । ଏମାନଙ୍କ ସ୍ଵଭାବ କ୍ରୋଧୀ ହୋଇଥାଏ, ଏହି ଲୋକ ଲିଡରଶିପ କରିବାକୁ ପସନ୍ଦ କରିଥାନ୍ତି ।

ଏମାନଙ୍କୁ ଶିକ୍ରେଟ ରଖିବାର ଅଭ୍ୟାସ ଥାଏ,  ଏମାନେ ତାଙ୍କ ଦିମାଗ ସହିତ ଆଖି କାନ ସବୁ ଖୋଲା ରଖିଥାନ୍ତି । ଏହି ଲୋକ ଗୋଟେ ଜାଗାରେ ବସିଥାନ୍ତି କିନ୍ତୁ ଆଖପାଖର ଖବର ରଖିଥାନ୍ତି । ଏମାନେ ବହୁତ ଚୁପଚାପ ସ୍ଵଭାବର ହୋଇଥାନ୍ତି ଓ ସମସ୍ତଙ୍କ ସହିତ ସବୁ ଜିନିଷ ଏମାନେ ସେୟାର କରିନଥାନ୍ତି । କିନ୍ତୁ ଯଦି ଅନ୍ୟ ଲୋକକୁ କିଛି ଆବଶ୍ୟକ ଥାଏ ବିନା ଭାବିଛିନ୍ତି ଦେଇଥାନ୍ତି ।  ସେମାନେ ଖରାପ ହୋଇନଥାନ୍ତି ସେମାନଙ୍କର ଜିଦି ସ୍ଵଭାବ ଏମାନଙ୍କୁ ଖରାପ ବନେଇଥାଏ । 


ନିଜ ଭବିଷ୍ୟତକୁ ନେଇ ଏହିଲୋକମାନେ ବହୁତ ଚିନ୍ତିତ ରହିଥାନ୍ତି । ଏମାନେ ଯେଉଁ କ୍ଷେତ୍ରରେବି ଯାଇଥାନ୍ତି ନିଜ ବସ ପ୍ରତି ବିଶ୍ଵସ୍ତ ରହିଥାନ୍ତି । ସେମାନେ ବହୁତ ଆଶାବାଦି ହୋଇଥାନ୍ତି । ଜୀବନରେ ଭାବନାକୁ କମ ସ୍ଥାନ ଦେଇଥାନ୍ତି  ଓ ପ୍ରାକ୍ଟିକାଲ ଚିନ୍ତାଧାରା ସହିତ ବଞ୍ଚିଥାନ୍ତି । ସେ ତାଙ୍କର ଭାବନା ଠିକସେ ବ୍ୟକ୍ତ କରିପାରନ୍ତି ନାହିଁ ସେଥିପାଇଁ ସେମାନଙ୍କୁ ଭୁଲ ବୁଝିଥାନ୍ତି । ଏମାନେ ହୃଦୟର ସହିତ ବହୁତ ସଚା ହୋଇଥାନ୍ତି । ଏହିଲୋକ ନିଜ ଭିତରେ କଣ ହେଉଛି କାହାକୁବି ଖବର ନଥାଏ । ଏହି ଲୋକମାନେ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି । ଏହିଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଯେଉଁଠୁବୀ ଜ୍ଞାନ ମିଳେ ସେ ଶିକ୍ଷା କରିଥାନ୍ତି ।

Leave a Reply

Your email address will not be published. Required fields are marked *