ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- କେଉଁ ପକ୍ଷୀ ଅଛି ଯିଏ ନିଜର ପୁରା ଜୀବନ କାଳ ରେ କେବେ ବି ଗଛ ଉପରେ ବସି ନ ଥାଏ ?
ଉତ୍ତର- ଟିଟୋନୀ ନାମକ ପକ୍ଷୀ ।
2- କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖି ରୁ ପାଣି ଚାଲି ଆସେ ?
ଉତ୍ତର- ପିଆଜ ।
3- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ଧରି ରଖି ପାରିବା ନାହିଁ ?
ଉତ୍ତର- ଛାଇ ।
4- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ Head ଓ Tail ଅଛି କିନ୍ତୁ Body ନାହିଁ ?
ଉତ୍ତର- କଏନ ।
5- କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ସେତିକି ଛୋଟ ହୋଇଯିବ ?
ଉତ୍ତର- ସିଗାରେଟ ।
6- ପର ନାହିଁ କିନ୍ତୁ ସେ ଉଡିଥାଏ, ହାତ ନାହିଁ କିନ୍ତୁ ସେ ଲଢିଥାଏ । ତାହା କଣ ?
ଉତ୍ତର- ଗୁଡି ।
7- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗିଥାଏ କିନ୍ତୁ ପାଚିଗଲେ ଖଟା ଲାଗିଥାଏ ?
ଉତ୍ତର- ସପୁରି ।
8- ପାଣି ପିଇବା ପରେ ମରିଯାଏ ତାହା କଣ ଅଟେ ?
ଉତ୍ତର- ଶୋଷ ।
9- ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି ?
ଉତ୍ତର- କେନିୟା ।
10- ପୁଅ ଝିଅକୁ ନାଁ ପଚାରିଲା, ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ ଓ ମା ଙ୍କ ପରେ ଯାହା ଲାଗିଥାଏ । ତାହା ମୋର ନାଁ । ଏବେ କୁହ ଝିଅର ନାଁ କଣ ?
ଉତ୍ତର- ଶ୍ରୀଦେବୀ ।
11- ମା ଗୋରା ଛୁଆ କଳା । ମା କୁ ଫୋପାଡି ଛୁଆ କୁ ଖାଆନ୍ତି । ଏହାର ଉତ୍ତର କଣ ?
ଉତ୍ତର- ଗୁଜୁରାତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।