ବିବାହିତା ମହିଳା ମାନେ ଭୁଲରେ ବି ଏହି ଦିନ ତେଲ ଲଗାନ୍ତୁ ନାହିଁ ନ ହେଲେ ଆପଣଙ୍କ “ସ୍ୱାମୀ”ଙ୍କ ମୃତ୍ୟୁ ଶୀଘ୍ର ହୋଇଯିବ…

ବନ୍ଧୁଗଣ ପୁରୁଷ ହୁଅନ୍ତୁ କି ମହିଳା ହୁଅନ୍ତୁ ସ୍ନାନ କରିବା ପୂର୍ବରୁ ଦେହରେ ବା କେଶ ରେ ତେଲ ଲଗାଇଥାନ୍ତି । କିନ୍ତୁ ତେଲ ଲଗାଇବା ପାଇଁ ଶୁଭ ଓ ଅଶୁଭ ଦିନ ମଧ୍ୟ ଥାଏ । କେଉଁ ଦିନ ତେଲ ଲଗାଇବା ଶୁଭ ଓ ଅଶୁଭ ଅଟେ ଏହା ଜାଣିବା ଜରୁରୀ ହୋଇଥାଏ । କେଉଁ ଦିନ ତେଲ ଲଗାଇବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଓ ଆଉ କିଛି ଏମିତି ଦିନ ଅଛି ଯେଉଁ ଦିନ ତେଲ ଲଗାଇବା ଶୁଭ ହୋଇ ନ ଥାଏ । ଆଜି ଆମେ ଜାଣିବା କେଉଁ ଦିନ ତେଲ ଲଗାଇବା ଶୁଭ ଓ ଅଶୁଭ ହୋଇଥାଏ ।

1- ସୋମବାର ଦିନ ତେଲ ଲଗାଇବା ଦ୍ଵାରା ମୁହଁ ରେ କ୍ଳାନ୍ତି ଆସିଥାନ୍ତି । କିନ୍ତୁ କେଶ ପାଇଁ ଏହା ଭଲ ଦିନ ମାନା ଯାଇଥାଏ । ଯଦି ଏହି ଦିନ କେଶ ରେ ତେଲ ଲଗାଇବେ ତେବେ କେଶ ଘନ ଓ ମଜବୁତ ହୋଇଥାଏ ।

2- ଆଦି ଆପଣ ମଙ୍ଗଳବାର ଦିନ କେଶ ରେ ତେଲ ଲଗାଉଛନ୍ତି ତେବେ ରୋଗ ସବୁବେଳେ ଲଗାଇ ରହିବ । ଆପଣଙ୍କର ପ୍ରିୟ ଜନଙ୍କର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହିବ । ଏଣୁ ଏହି ଦିନରେ ଭୁଲରେ ବି ତେଲ ଲଗାନ୍ତୁ ନାହିଁ ।

3- ବୁଧବାର ଦିନ ତେଲ ଲଗାଇବା ଦ୍ଵାରା ବୁଦ୍ଧି, ଭାଗ୍ୟ ଓ ସୁନ୍ଦରତା ରେ ବୃଦ୍ଧି ହୋଇଥାଏ । ଏହି ଦିନ ତେଲ ଲଗାଇବା ବହୁତ ଶୁଭ ହୋଇଥାଏ ।

4- ଗୁରୁବାର ହେଉଛି ମା ଲକ୍ଷ୍ମୀ ଙ୍କ ବାର । ଏହି ଦିନ ଭୁଲରେ ବି ତେଲ ଲଗାନ୍ତୁ ନାହିଁ । ଏହି ଦିନ ତେଲ ଲଗାଇବା ଦ୍ଵାରା ଘରକୁ ଗରିବୀ ଆସିଥାଏ । ଏହା ସହ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଗୃହକୁ ଚାଲି ଯାଇଥାନ୍ତି ।

5- ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ ନୁହେଁ । ନ ହେଲେ କୌଣସି ବଡ କାମ ରେ କ୍ଷତି ହୋଇପାରେ । ଯଦି ଆପଣ କେଉଁ କାମ କରିବାକୁ ଭାବୁ ଛନ୍ତି ତେବେ ବାଧା ଆସିପାରେ । ଏଣୁ ଭୁଲରେ ବି ଶୁକ୍ରବାର ଦିନ ତେଲ ଲଗାନ୍ତୁ ନାହିଁ ।

6- ଶନିବାର ଦିନ ତେଲ ଲଗାଇବା ଉଚିତ ନୁହେଁ । ଏହି ଦିନ ତେଲ ଲଗାଇବା ଦ୍ଵାରା ଜୀବନରେ ନାନା ସମସ୍ଯା ଆସିଥାଏ । ଘରେ ସବୁବେଳେ ଝଗଡା ଲାଗି ରହିଥାଏ । ଏଣୁ ଭୁଲ ରେ ବି ଶନିବାର ଦିନ ତେଲ ଲଗାନ୍ତୁ ନାହିଁ ।

7- ରବିବାର ଦିନ ତେଲ ଲଗାଇବା ବହୁତ ଶୁଭ ମାନା ଯାଇଥାଏ । ଏହି ଦିନ ତେଲ ଲଗାଇବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଓ ଉନ୍ନତି ଆସିଥାଏ । ଏହି ଦିନ କୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରା ଯାଇଥାଏ । ତେବେ ଜାଣିଲେ ତ ସପ୍ତାହ ର 7 ଦିନ ମଧ୍ୟରୁ କେଉଁ ଦିନ ତେଲ ଲଗାଇବା ଶୁଭ ଓ କେଉଁ ଦିନ ତେଲ ଲଗାଇବା ଅଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *