ସକାଳୁ ଉଠିବା ମାତ୍ରେ ସ୍ତ୍ରୀ ଙ୍କର ଏହି ଅଙ୍ଗ କୁ ଛୁଇଁବା ଦ୍ଵାରା ମିଳିଥାଏ ସଫଳତା, ଧନର ବର୍ଷା ହୋଇଥାଏ ।

ଚାଣକ୍ୟ ନୀତି ମଣିଷର କଲ୍ୟାଣ ନିମନ୍ତେ ଅନେକ ସୂତ୍ର ବିଷୟରେ ବର୍ଣ୍ଣନା କରା ଯାଇଛି । ଏହି ସୂତ୍ର ମଧ୍ୟରୁ ଚାଣକ୍ୟ ସ୍ତ୍ରୀ ମାନଙ୍କ ପାଇଁ 3ଟି ଜିନିଷ କୁ ସବୁଠାରୁ ଭୟାନକ ମାନି ଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଯେଉଁ ଘରେ ଗୁଣବାନ ସ୍ତ୍ରୀ ହୋଇଥାନ୍ତି ସେହି ଘର ସ୍ଵର୍ଗ ସମାନ ହୋଇଥାଏ । ଆଜି ଆମେ ଜାଣିବା ସେହି 3ଟି ଜିନିଷ କଣ ଯାହା ଠାରୁ ସ୍ତ୍ରୀ ଙ୍କୁ ଦୂରେଇ ରହିବା ଉଚିତ ଏବଂ ସକାଳୁ ଉଠିବା ପରେ ସ୍ତ୍ରୀ ମାନଙ୍କର କେଉଁ ଅଙ୍ଗ ସ୍ପର୍ଶ କରିଲେ ମଣିଷ ଜୀବନରେ ସଫଳତା ପାଇଥାଏ ।

1- ଅହଙ୍କାର : ଅହଙ୍କାର ବ୍ୟକ୍ତି ଇବନର ସବୁଠାରୁ ବଡ ଶତ୍ରୁ ହୋଇଥାଏ । ଚାଣକ୍ୟ ନୀତି ଅନୁଯାୟୀ ସ୍ତ୍ରୀ ଙ୍କୁ ଅହଙ୍କାର ଠାରୁ ବଞ୍ଚିକି ରହିବା ଦରକାର । ଅହଙ୍କାର କାରଣରୁ ବ୍ୟକ୍ତି ଜୀବନରେ ସୁଖ, ସମୃଦ୍ଧି ଧୀରେ ଧୀରେ ଲୋପ ପାଇଯାଏ । ଏଭଳି ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏଣୁ ଚାଣକ୍ୟ ଙ୍କ ମତରେ ସ୍ତ୍ରୀ ଙ୍କ ପାଇଁ ଅହଙ୍କାର ସବୁଠାରୁ ଭୟଙ୍କର ଜିନିଷ ଅଟେ ।

2- ଅଜ୍ଞାନତା : ଚାଣକ୍ୟ ନୀତି ଅନୁଯାୟୀ ଅଜ୍ଞାନତା ସ୍ତ୍ରୀ ଙ୍କ ପାଇଁ ଭଲ ନୁହେଁ । ଚାଣକ୍ୟ ଙ୍କ ଅନୁଯାୟୀ ସ୍ତ୍ରୀ ଙ୍କୁ ଗୁଣବାନ ଏବା ଉଚିତ । କାରଣ ଆଜି ବି ସମାଜରେ ସ୍ତ୍ରୀ ଙ୍କର ଭୂମିକା ସବୁଠାରୁ ଉଚ୍ଚ ରେ ରହିଛି । ଖ୍ୟା ଓ ଜ୍ଞାନ ଦ୍ଵାରା ସ୍ତ୍ରୀ ପୂର୍ଣ୍ଣ ସମାଜ କୁ ନିର୍ମାଣ କରିଥାଏ । ଅଜ୍ଞାନତା ସ୍ତ୍ରୀ ଙ୍କ ଠାରେ ସମାଜ ର କଳ୍ପନା କରିବା ଅସମ୍ଭବ ଅଟେ ।

3- ଲୋଭ : ଚାଣକ୍ୟ ଙ୍କ ଅନୁଯାୟୀ ସ୍ତ୍ରୀ ଙ୍କୁ ଲୋଭ ଠାରୁ ଦୂରେଇ ରହିବା ଉଚିତ । ଏହା ସ୍ତ୍ରୀ ର ପରିବାର କୁ ନଷ୍ଟ କରିଦିଏ । ସ୍ତ୍ରୀ ଲୋଭ କରିଲେ ତାର ଘରର ସୁଖ ଶାନ୍ତି କୁ ନଷ୍ଟ କରିଦିଏ । ଲୋଭ କାରଣରୁ ଗୃହ କ୍ଲେଶ ଦେଖାଯାଏ । ଏଣୁ ଏହି 3ଟି ଜିନିଷ ଠାରୁ ସ୍ତ୍ରୀ ଙ୍କୁ ବଞ୍ଚିକି ରହିବା ଉଚିତ ।

ଏବେ ଆସନ୍ତୁ ଜାଣିବା ସ୍ତ୍ରୀଙ୍କର କେଉଁ ଅଙ୍ଗ ସ୍ପର୍ଶ କରିଲେ ଶୋଇଥିବା ଭାଗ୍ୟ ଜାଗୃତ ହୋଇଥାଏ । ହିନ୍ଦୁ ଧର୍ମରେ ସ୍ତ୍ରୀଙ୍କୁ ଦେବୀର ମାନ୍ୟତା ଦିଆଯାଇଛି । ଯାହା ସମାଜର ଲୋକଙ୍କ ଦ୍ଵାରା ମିଳିଥାଏ । ଏମିତି କୁହାଯାଏ ଯେଉଁ ବ୍ୟକ୍ତି ସଚ୍ଚା ମନରେ ସ୍ତ୍ରୀ ର ସମ୍ମାନ କରିଥାଏ ତାକୁ ଜୀବନରେ କୌଣସି ସମସ୍ଯା ହୁଏ ନାହିଁ । ଏହା ସହ ବ୍ୟକ୍ତିକୁ ସର୍ବଦା ଜୀବନରେ ସଫଳତା ମିଳିଥାଏ ।

ଜଣେ ସ୍ତ୍ରୀ କାହାର ମା, ଭଉଣୀ, ସ୍ତ୍ରୀ, ବୋହୂ ହୋଇଥାଏ । ଅନେକ ରୂପରେ ସ୍ତ୍ରୀ ପୁରୁଷ ଜୀବନରେ ରହିଥାଏ । ସ୍ତ୍ରୀ ବିନା ପୁରୁଷର ଅସ୍ତିତ୍ଵ ପୃଥିବୀ ରେ ସମ୍ଭବ ନୁହେଁ । ଏମିତି ମାନାଯାଏ ସକାଳୁ ଉଠିବା ମାତ୍ରେ ସ୍ତ୍ରୀ ର ପାଦ ସ୍ପର୍ଶ କରିଲେ ବ୍ଯକ୍ତିର ଶୋଇଥିବା ଭାଗ୍ୟ ଜାଗୃତ ହୋଇଥାଏ । ବ୍ୟକ୍ତି ପ୍ରତେକ କାମରେ ସଫଳତା ପାଇବା ସହ ପୂଣ୍ୟ ଲାଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *