ଶୋଇଲା ପୂର୍ବରୁ ଏହାର 2ଟି ପତ୍ର ଚୋବାନ୍ତୁ ଦେଖିବେ ଭୟଙ୍କର ନିଦ ମାଡି ଆସିବ…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନିଦ୍ରା ଏକ ନିଦ୍ରା ସମ୍ବଧିତ ସମସ୍ଯା ଆତେ । ଯାହା କି ଦୁନିଆରେ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । ଅନିଦ୍ରା କାରଣରୁ ନିଦ ନ ଆସିବା ବା ସୋଇକି ରହିବା କଷ୍ଟଦାୟକ ହୋଇଥାଏ । ଇଦରା ସାଧାରଣତଃ ଥକାପଣ, ଦିନ ସାରା ଶୋଇବା, ମାନସିକ ରୋଗାଗ୍ରସ୍ତ ହେବାକୁ ବଢାଇ ଥାଏ । ମୁଡ ସ୍ଵୀଙ୍ଗ ଓ ଚିନ୍ତା ଏହାର ସାଧାରଣ ଲକ୍ଷଣ ଅଟେ ।

ଅନିଦ୍ରା ମାନସିକ ଅଶାନ୍ତିର କାରଣ ହୋଇଥାଏ । ଶରୀରର କୌଣସି ଭାଗ ରୋଗାଗ୍ରସ୍ତ ହେବା ଦ୍ଵାରା ଏହି ରୋଗ ହୋଇଥାଏ । ଆଜି ଆମେ ଆପଣଙ୍କୁ ଅନିଦ୍ରା ଦୋଷ କରିବାର ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି 3ଟି ରେମେଡି ର ଯଦି ଆପଣ ସେବନ କରିବେ ତେବେ ଆପଣଙ୍କୁ ଭୟଙ୍କର ନିଦ ଆସିଯିବ ।

ନିଦ ନ ଆସିବା ଦ୍ଵାରା ଷ୍ଟ୍ରୋକ, ଆସ୍ଥମା, ଦୁର୍ବଳ ଇମ୍ୟୁନିଟି ଭଳି ସମସ୍ଯା ଦେଖାଯାଏ । ଅନିଦ୍ରା ଦୋଷ ଦୂର କରିବା ପାଇଁ ଦ୍ଵିପହର ଓ ସନ୍ଧ୍ୟାରେ ଶୁଅନ୍ତୁ ନାହିଁ । ଶୋଇବା ପୂର୍ବରୁ ଅତ୍ୟଧିକ ମଦ ର ସେବନ କରନ୍ତୁ ନାହିଁ । ଏଥିପାଇଁ ଗୋଟେ ବାଇଗଣ କୁ ପୋଡି ଦେଇ ଏହାର ଉପର ଚୋପା ଛଡାଇ ଦିଅନ୍ତୁ । ଏବେ ଆପଣ ସେଥିରେ ଆପଣଙ୍କ ସ୍ଵାଦ ଅନୁଯାୟୀ ଏକ ଚାମଚ ମହୁ ମିଶାନ୍ତୁ । ତାହାକୁ ଭଲ ଭାବେ ମିସ୍କ କରନ୍ତୁ । ତାପରେ ଆପଣ ଏହାର ଏବନ କରନ୍ତୁ । ଦେଖିବେ ଆପଣଙ୍କୁ ଭଲ ଭାବେ ନିଦ ଆସିବ ।

ଏବେ ଜାଣି ନିଅନ୍ତୁ ଆଉ ଏକ ରେମେଡି ଯାହା ଆପଣଙ୍କୁ କୁମ୍ଭ କର୍ଣ୍ଣ ଭଳି ନିଦ ଆଣି ଦେବ । ଏଥିପାଇଁ ପିଆଜ କୁ ଛେଚି ସେଥିରୁ ଏକ ଚାମଚ ରସ ବାହାର କରନ୍ତୁ । ଏଥିରେ ଦୁଇ ଚାମଚ ମହୁ ଆଡ କରନ୍ତୁ । ତା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ସେବନ କରି ଦେଖନ୍ତୁ ଦେଖିବେ ଭୟଙ୍କର ନିଦ ଆସିବ ।

ଶେଷ ରେମେଡି ପାଇଁ ଆପଣ ଏକମାତ୍ର ପତ୍ର ର ସେବନ କରନ୍ତୁ । ଦେଖିବେ ବଢିଆ ନିଦ ଆସିବ । ଏହି ପତ୍ର ର ନାଁ ହେଉଛି ସଦାବହାର ପତ୍ର । ଏହାର ଚମତ୍କାରୀ ଫାଇଦା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଯଦି ଆପଣଙ୍କୁ ଅନିଦ୍ରା ସମସ୍ଯା ଅଛି ତେବେ ରାତିରେ ଶୋଇବା ପୂର୍ବରୁ ସଦାବହାର ପତ୍ର ର 4ରୁ 5ଟି ଚୋବାଇ ଖାଇ ନିଅନ୍ତୁ ।

ଦେଖିବେ ଆପଣଙ୍କୁ ବଳ ନିଦ ଆସିବ । ଆଦି ଆପଣଙ୍କୁ ଏହା ଭଲ ଲାଗିବ ନାହିଁ ତେବେ ଏକ ଗ୍ଳାସ ପାଣି ରେ ସଦାବାହର ପତ୍ର ର 4ରୁ 5ଟି ପକାନ୍ତୁ । ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ପାଣି ଫୁଟି ଫୁଟି ଅଧା ଗ୍ଳାସ ହୋଇଯିବ ତାହାର ସେବନ କରନ୍ତୁ । ଯାହା କି ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିବା ସହ ଆପଣଙ୍କୁ ଭଲ ନିଦ ଦେଇଥାଏ । ଏହାର ଅଳ୍ପ ମାତ୍ରା ରେ ସେବନ କରିବେ ନ ହେଲେ ଏହା କ୍ଷତି କରାଇପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *