ଏହି 8ଟି ସଂକେତ ମିଳିଲେ ଆପଣ ଜାଣିପାରିବେ ଭଗବାନ ଆପଣଙ୍କ ସହ ଅଛନ୍ତି ।

ବନ୍ଧୁଗଣ ଭଗବାନଙ୍କ କୃପା କିଏ ବା ନ ଚାହେଁ ? କିନ୍ତୁ ଭଗବାନ ତାଙ୍କରା ଆଶୀର୍ବାଦ ଭିନ୍ନ ଭିନ୍ନ ରୂପରେ ଦେଇଥାନ୍ତି । ଏ ଦୁନିଆରେ କେହି ବିଳାସ ବ୍ୟସନ ଭାବେ ବଞ୍ଚୁଥିବା ବେଳେ ଆଉ କେତେ ଲୋକଙ୍କର ଜୀବନ ସାଧାରଣ ଭାବେ ଚାଲିଥାଏ । ଦୁଖ ଭୋଗୁଥିବା ମଣିଷ ଟି ଜୀବରେ ଥରେ ଭାବେ ଯେ ଭଗବାନ ଦୁନିଆରେ ସତରେ ଅଛନ୍ତି ତ ? ଆଜି ଆମେ ଜାଣିବା ଭଗବାନ ଆମ ସହ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ କେଉଁ 8ଟି ସଂକେତ ମଣିଷ କୁ ମିଳିଥାଏ ।

1- ଆପଣ ନିଜ କାମ କରୁଥିବେ କିନ୍ତୁ ବାରମ୍ବାର ବିଫଳ ହେଉଥିବେ । ଆପଣ ପରିଶ୍ରମ କରୁଥିବେ କିନ୍ତୁ ମେହନତର ପରିଣାମ ମିଳିବ ନାହିଁ । ମିଳିବ ଖାଲି ହତାଶା, ନିରାଶା । ଏହା ଥରେ ନୁହେଁ ବରଂ ବାରମ୍ବାର ହେବ । ତେବେ ଜାଣିବେ ଭଗବାନ ଆପଣଙ୍କ ସହ ଅଛନ୍ତି ।

2- ଆପଣଙ୍କର ନିଜ ଉପରେ ବିଶ୍ଵାସ ରହିବନି ଏହା ହେଉଛି ଦ୍ଵିତୀୟ ସଂକେତ । ଯେବେ ଇଶ୍ଵର ଆପଣଙ୍କ ସହ ଥିବେ ଆପଣ ଏକା ହେବା ସହ ବୁଝିପାରିବେ ନାହିଁ ଆଗକୁ କଣ କରିବେ କଣ ନାହିଁ । ଏମିତି ସ୍ଥିତିରେ ପାଇବେ ଯେଉଁଠି ଆପଣଙ୍କୁ କେହି ସାହାର୍ଯ୍ୟ କରିବେ ନାହିଁ କି ମନର କଥା କହିପାରିବେ ନାହିଁ ।

3- ଆପଣ ଜୀବନରେ ଦୁଃଖ ଚରମ ସୀମାରେ ପହଞ୍ଚିବ ଏହା ହେଉଛି ତୃତୀୟ ସଂକେତ ଯେବେ ଇଶ୍ଵର ଆପଣଙ୍କ ସହ ଅଛନ୍ତି । ଆପଣଙ୍କୁ ଲାଗିବ ଅନେକ ଦୁଃଖ ଆପଣ ସହି ସାରିଛନ୍ତି ଆଉ କଣ ବାକି ରହିଲା । ଦୁଃଖ ପାଇଁ ମଣିଷ ଭାଙ୍ଗି ପଡିଲେ ମଧ୍ୟ ଏହା ଈଶ୍ବରଙ୍କ ପ୍ରତି ଭକ୍ତି ଭାଗ ଜାଗୃତ କରାଇଥାନ୍ତି ।

4- ଆପଣ ସବୁବେଳେ ନିଜ ଭିତରେ ନିଜକୁ ଖୋଜିବାରେ ଲାଗି ରହିବେ ଏହା ହେଉଛି ଚତୁର୍ଥ ସଂକେତ । ଯେବେ ଆପଣଙ୍କୁ ବିଫଳତା ମିଳିବ ସେତେବେଳେ ଆପଣ ମନ କଥା ନିଜକୁ ପଚାରିବେ । ନିଜ ଭିତରେ ନିଜକୁ ଅନ୍ଵେଷଣ କରିବାରେ ସମୟ ଦେବେ । ଆପଣ ନିଜର ଭୁଲ, ତ୍ରୁଟି ଦେଖିବେ ।

5- ଆପଣଙ୍କ ଚରିତ୍ରରେ ପରିବର୍ତ୍ତନ ଦେଖାଦେବ ଏହା ହେଉଛି ସେହି ସମୟ ଆପଣ ଯେବେ ନିଜ ଆତ୍ମା ସହ ଯୋଡି ହେବାକୁ ଲାଗନ୍ତି । ଆପଣ ପୂର୍ବ ଅପେକ୍ଷା ଶାନ୍ତ ସ୍ଥିର ସ୍ଵଭବର ହୋଇଥାନ୍ତି । ପ୍ରତେକ କଥାକୁ ଗମ୍ଭୀରତା ସହ ଚିନ୍ତା କରନ୍ତି ।

6- ଆପଣ କୌଣସି ଜିନିଷରେ ହାରିବା ବା ଜିତିବାର ଅନୁଭବ କରିବେନି ଏହା ହେଉଛି ସେହି ସମୟ ଯେବେ ଆପଣ ସଂପୂର୍ଣ୍ଣ ବଦଳି ସାରିଥିବେ । ଜୀବନକୁ ଦେଖିବାରେ ଶୈଳୀରେ ଚେଞ୍ଜେସ ଆସିଯିବ । ବାହାରର ଘଟଣାର ପ୍ରଭାବ ଆପଣଙ୍କ ଉପରେ ପଡିବନି ।

7- ଯେବେ ଆପଣଙ୍କୁ ଅଲାଗିବ କି ଆପଣ ଇଶ୍ଵରଙ୍କର ନିକଟତର ହୋଇଗଲେ ସେତେବେଳେ ଆପଣଙ୍କୁ ଜୀବନର ସବୁଠୁ ବଡ ଝଟକା ଲାଗିବ ଏହା ହେଉଛି ଈଶ୍ବରଙ୍କ କଠିନ ପରୀକ୍ଷାର ସମୟ ।

8- ଆପଣ ଈଶ୍ଵରଙ୍କୁ ନିଜ ପାଖରେ ଥିବାର ଅନୁଭବ କରିପାରିବେ । ଆପଣ ଏତେ ଭାବ ବିହ୍ଵଳ ହେବେ କି ପ୍ରତେକ ଜିନିଷରେ ଈଶ୍ବରଙ୍କ ଅନୁଭୂତିକୁ ଅନୁଭବ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *