କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ଠାକୁର ଙ୍କ ଫୋଟୋ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ବନ୍ଧୁଗଣ ପ୍ରତେକ ମଣିଷ ଜାତି ଈଶ୍ବରଙ୍କ ଉପରେ ବିଶ୍ଵାସ ରଖିଥାଏ । ଈଶ୍ବରଙ୍କ କୃପା ହେଲେ ବ୍ୟକ୍ତି ଜୀବନରୁ ସବୁ ଦୁଖ କଷ୍ଟ, ଦାରିଦ୍ରତା, ଅଭାବ ଦୂର ହୋଇଥାଏ । ତେବେ ଈଶ୍ବରଙ୍କ କୃପା ପାଇବା ମଧ୍ୟ ଏତେ ସହଜ ନୁହେଁ । ଯେଉଁ ବ୍ୟକ୍ତି ନିଷ୍ଠା ସହକାରେ ଈଶ୍ବରଙ୍କ ଭକ୍ତି କରିଥାଏ ତାର ଜୀବନ ବଦଳି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଭଗବାନ ଙ୍କ ଚିତ୍ର । ଯଥା ଭଗବାନ ଗଣେଶ, ଶିବ ଓ କୃଷ୍ଣ ।

ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ଏହା ପରେ ଆପଣ ନିଜର ଭବିଷ୍ୟତ ଓ ବର୍ତ୍ତମାନ କୁ ନେଇ କିଛି କଥା ଜାଣି ପାରିବେ ।  1- ଯଦି ଆପଣ ଭଗବାନ ଗଣେଶ ଙ୍କ ଚିତ୍ର ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଭଗବାନ ଗଣେଶ ହେଉଛି ଅଗ୍ର୍ୟ ପୂଜ୍ୟ । ବନ୍ଧୁ ମାନଙ୍କ ସହ ମିତ୍ରତା ରେ ଯେଉଁ ବାଧା ଆସିଥିଲା ସେଠାରେ ମିତ୍ରତା ର ସଂପୂର୍ଣ୍ଣ ଯୋଗ ଆସିବ ।

ଶତ୍ରୁ ଆପଣଙ୍କ ଠାରୁ ପରାଜିତ ହେବେ । ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେରଥିରୁ ମୁକ୍ତି ପାଇବେ । ଯଦି ଆପଣ କୌଣସି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଚିନ୍ତା ଦୂର ହେବ । ସବୁ କଷ୍ଟ ଦୂର ହେବ । ସନ୍ତାନ ସୁଖର ପ୍ରାପ୍ତି ଅଛି । ପୁରୁଣା କରଜ ସୁଝିବେ । ଗ୍ରହ ମାନେ ଆପଣଙ୍କ ସପକ୍ଷରେ ଯାଉଛନ୍ତି ।

2- ଆପଣ ଭଗବାନ ଶିବ ଙ୍କ ଚିତ୍ର ବାଛିଥିଲେ ଆପଣଙ୍କର ଦୁଖ କଷ୍ଟ ଦୂର ହେବାକୁ ଯାଉଛି । ଦୁଃସ୍ଵପ୍ନ ଦୂର ହେବ । ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହୁଛନ୍ତି। ସେଥିରେ ସଫଳତା ପାଇବାରେ ଚିନ୍ତା ରହୁଛନ୍ତି ଏବେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ । ସବୁ ବିଘ୍ନ ଦୂର ହେବ । ସନ୍ତାନଙ୍କର ସାଥ ପାଇବେ । ମାନସିକ ଚିନ୍ତା ଦୂର ହେବ । ଆପଣ କାହା ପ୍ରତି ଅଧିକ ଆସକ୍ତ ହୁଅନ୍ତୁ ନାହିଁ । ନିଜର ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ । ପ୍ରତେକ କାମରେ ଧର୍ଯ୍ୟ ରଖନ୍ତୁ । ମନରେ ନୂଆ ଭାବନା ସୃଷ୍ଟି ହେବ ।

3- ଆପଣ ଯଦି ଭଗବାନ କୃଷ୍ଣ କ ଚିତ୍ର ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ସୁନ୍ଦର ସ୍ଵଭାବର ବ୍ୟକ୍ତି । ଆପଣ ଚତୁର ହେବା ସହ ସମାଜରେ ଖ୍ଯାତି ହାସଲ କରିଥାନ୍ତି । ଆପଣଙ୍କ ଅତୀତ କେତେ ଦିନ ହେଲା ମନ୍ଦ ମଣ୍ଡରେ ଦୁଃଖ ଭୋଗ କରି ଆସି ଆପଣଙ୍କୁ ଚିନ୍ତାରେ ପକାଇଛି । କିନ୍ତୁ ଆପଣଙ୍କୁ ଏବେ ମନ୍ଦ ଭୋଗିବାର ନାହିଁ । ସନ୍ତାନ, ପରିବାର ଦୁଃଖ ପାଉଥିଲେ ।

କିନ୍ତୁ ଈଶ୍ବରଙ୍କ କୃପା ଦ୍ରୁଷ୍ଟି ପଡିବ । ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରୁ ସଂଗ୍ରହ କରିବେ । ଆର୍ଥିକ ସ୍ଥିତି ଭଲ ହେବ । ଆପଣ ସଞ୍ଚୟ ଅଧିକ କରିବେ । ନାନା ଉଦବେଗ ଜାତ ହେଉଛି । ଆପଣ ଇଶ୍ଵର ପ୍ରତି ସମ୍ପର୍ନା ଭାବ ରଖନ୍ତି । ସେହି କାରଣରୁ ଆପଣ ବହୁତ ବିପଦରୁ ରକ୍ଷା ପାଇଛନ୍ତି । ଆପଣଙ୍କର ଶୁଭ ସମୟ ଏବେ ଆସିଯାଇଛି ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *