ସକାଳୁ ଉଠି ଏହି ସବୁ ଜିନିଷ ଦେଖିଲେ, 15 ଦିନରେ ବଦଳିବ ଭାଗ୍ୟ…

ବନ୍ଧୁଗଣ ଆମ ଘରେ ବା ଆଖ ପାଖରେ କିଛି ଏମିତି ଜିନିଷ ଥାଏ ଯାହା ନେଗେଟିଭ ଶକ୍ତି ବୃଦ୍ଧି କରାଇଥାଏ ଓ ଆଉ କିଛି ଏମିତି ଜିନିଷ ଥାଏ ଯାହା ପଜେଟିଭ ଶକ୍ତି ବଢାଇଥାଏ । କିନ୍ତୁ ସକାଳୁ ଉଠିବା ପରେ ନେଗେଟିଭ ଶକ୍ତି ର ଦର୍ଶନ କରିବା ଦ୍ଵାରା ଜୀବନରେ ନେଗେଟିଭ ପ୍ରଭାବ ପଡିଥାଏ । ସକାଳୁ ଉଠିବା ପରେ ପଜେଟିଭ ଜିନିଷର ଦର୍ଶନ କରିଲେ ପଜେଟିଭ ଶକ୍ତି ବୃଦ୍ଧି ପାଇଥାଏ । ସେଥିପାଇଁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ପରେ ପଜେଟିଭ ଜିନିଷ ଦେଖିବା ଦରକାର । ଆଜି ଆମେ ସେହି ବିଷୟରେ ବିସ୍ତାର ଭାବେ ଆଲୋଚନା କରିବା ।

1- ଆଇନା : ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ସକାଳୁ ଉଠିବା ପରେ ଆଇନା ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ । ଯାହା ଫଳରେ ଜୀବନରେ ଉନ୍ନତି ଆସିବା ବଦଳରେ ଅଗ୍ରଗତି ହୋଇଥାଏ । ଏଥିପାଇଁ ସକାଳୁ ଉଠିବା ପରେ ଆଇନା ଦେଖିବା ଉଚିତ ନୁହେଁ ।

2- ଛାଇ : ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ପରେ ଛାଇ ଦେଖିବା ଦ୍ଵାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । କ୍ଲାରଣ ଛାଇ ଜୀବନରେ ଭ୍ରମ ଓ ଭୟ ନିର୍ମାଣ କରିଥାଏ । ସକାଳୁ ଉଠି ଛାଇ ଦେଖିବା ଦ୍ଵାରା ଆର୍ଥିକ ସ୍ଥିତି ଖରାପ ହେବା ସହ କାମ ଅଟକିଯାଏ । ଏଥିପାଇଁ ସକାଳୁ ଉଠି ଛାଇ ଦେଖିବା ଉଚିତ ନୁହେଁ ।

3- ହାତ ପାପୁଲି : ଶାସ୍ତ୍ର ଅନୁଯାୟୀ ମନୁଷ୍ୟ କୁ ସକାଳୁ ଉଠିବା ପରେ ନିଜ ହାତ ପାପୁଲି କୁ ଦେଖିବା ଉଚିତ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ। ମଧ୍ୟ ଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଭଗବାନ କୃଷ୍ଣ ଙ୍କର ନିବାସ ହୋଇଥାଏ । ଏହା ଦ୍ଵାରା ଧନ, ସମ୍ପତି, ବିଦ୍ୟା, ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ । ହାତ ଦର୍ଶନ କରିବା ଦ୍ଵାରା ମା ଲକ୍ଷ୍ମୀ, ସରସ୍ଵତୀ, ଭଗବାନ କୃଷ୍ଣଙ୍କ କୃପା ପ୍ରାପ୍ତ ହୁଏ ।

4- ଗୋମାତାଙ୍କ ଦର୍ଶନ : ସକାଳୁ ଉଠିବା ପରେ ହଠାତ ଗୋମାତାଙ୍କ ଦର୍ଶନ ହେଉଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଗାଈ ଦ୍ଵାରା ପାଖକୁ ଆସିଲେ ରୁଟି ଖାଇବାକୁ ଦେବା ସହ ତାଙ୍କ କାନ ରେ ନିଜର ଇଚ୍ଛା କହିବା ଉଚିତ । ଏହା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ହୋଇଥାଏ ।

5- ତୁଳସୀର ଦର୍ଶନ : ସକାଳୁ ଉଠି ତୁଳସୀଙ୍କର ଦର୍ଶନ କରିବା ଉଚିତ । ମନୁଷ୍ୟ ଜୀବନରେ ଆସିବାକୁ ଥିବା ବିପଦ ବିଷୟରେ ତୁଳସୀ ଗଛ ପୂର୍ବରୁ ସୂଚନା ଦେଇଥାନ୍ତି ।

6- ମାତା-ପିତା ଙ୍କ ପାଦ ସ୍ପର୍ଶ କରିବା : ଶାସ୍ତ୍ର ଅନୁଯାୟୀ ମାତା ପିତା ଙ୍କ ପାଦ ସକାଳୁ ଛୁଇଁବା ଭଲ ହୋଇଥାଏ । କାରଣ ମା ବାପା ଙ୍କ ଚରଣରେ ସ୍ଵର୍ଗ ଥାଏ । ସବୁ କାମରେ ସଫଳତା ଅବଶ୍ୟ ମିଳିଥାଏ ।

7- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା : ସବୁଠାରୁ ଧାର୍ମିକ କାମ ଅଟେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ମନୁଷ୍ୟକୁ ପର ଜନ୍ମର ଫଳ ପ୍ରାପ୍ତି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *