ଯିଏ ତୁମକୁ ସତରେ ପ୍ରେମ କରୁଥିବ ସେ ତୁମକୁ ଏହି 2ଟି କଥା ନିଶ୍ଚୟ ପଚାରିବ…

ବନ୍ଧୁଗଣ ପ୍ରେମ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଅଧିକ ମହତ୍ଵ ରଖିଥାଏ । ପ୍ରେମ ବିନା ସଂସରେ ତିଷ୍ଠିବା ସମ୍ଭବ ନୁହେଁ । ପ୍ରତେକ ମଣିଷ କୁ କେବେ ନା କେବେ ପ୍ରେମ ହୋଇଥାଏ । ପ୍ରେମ ଶାଶ୍ଵତ, ଚିରନ୍ତନ ଅଟେ । ପ୍ରେମରେ ବିଶ୍ଵାସ ନ ଥିଲେ ତାହା ଗଢି ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯିଏ ଯାହାକୁ ସଚ୍ଚା ପ୍ରେମ କରୁଥିବ ସେ କିପରି ହୋଇଥିବ । କଥାରେ ଅଛି ଯେଉଁଠି ବିଶ୍ଵାସ ଥାଏ ସେଠାରେ ଚୁପ ରହି ବି ବୁଝା ପଡେ ।

ଆଉ ଯେଉଁଠି ବିଶ୍ଵାସ ନ ଥାଏ ସେଠାରେ ସବୁ ଶବ୍ଦ ଭୁଲ ଲାଗେ । ପ୍ରେମ ଓ ସମ୍ମାନ ମଧ୍ୟ ଭଲ ଉପହାର ହୋଇଥାଏ ଅନ୍ୟ ଉପହାର ଠାରୁ । ପ୍ରେମ ଏମିତି ହୋଇଥାଏ ଯାହା ଭାବି ଚିନ୍ତି କରାଯାଏ । ପ୍ରେମ ଭଙ୍ଗେ ନାହିଁ ବାର ମିଛ ପ୍ରସ୍ତୁତି ଓ ଆଶା ଦେଇ ଭଙ୍ଗାଯାଏ । ସଚ୍ଚା ହୃଦୟରୁ ଚାହୁଁଥିବା ମଣିଷଙ୍କ ପ୍ରେମ ଅଧା ରହିଜାଏ ନ ହେଲେ ମିଛ ପ୍ରେମ କରୁଥିବା ମଣିଷ ତ ପ୍ରେମକୁ ପାଇକି ବି ଖୁସି ନ ଥାଏ ।

ସ୍ଵାର୍ଥ ପାଇଁ ଗଢା ହୋଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡି ହୋଇଯାଏ ସେତେ ଜଲ୍ଦି ଭାଙ୍ଗିଯାଏ । ଯିଏ ତୁମକୁ ସତରେ ଭଲ ପାଉଥିବ ସେ ନିଶ୍ଚୟ ଏହି 2ଟି କଥା ତୁମକୁ ପଚାରିବ । ଯଥା ପ୍ରଥମତଃ ସେ ଯେତିକି ପ୍ରେମ ତୁମକୁ କରୁଛି କଣ ତୁମେ ବି ସେତିକି ଭଲ ପାଉଛ ? ଦ୍ଵିତୀୟତଃ କାଲି ଆଉ କାହା ପାଇଁ ତାକୁ ଛାଡି ଦେବାନି ତ ? ପ୍ରେମ ପାଇ ଅର୍ଥ କି ସ୍ଵାର୍ଥ ର ଆବଶ୍ୟକତା ନ ଥାଏ ।

ଆବଶ୍ୟକ ଥାଏ ତ କେବଳ ତ୍ୟାଗ, ବିଶ୍ଵାସ ଆଉ କିଛି ଭଲ ପାଇବା ମାତ୍ର ର । ମଣିଷର ଇଚ୍ଛା ଥରେ ପୁରା ହୋଇଗଲେ ସେ ନିଜ ଠିକଣା ବଦଳାଇ ଦିଏ । ବେସୀ କଥାରେ ସମ୍ମାନ ନଷ୍ଟ, ଚିନ୍ତାରେ ସମୟ ନଷ୍ଟ। ପ୍ରେମରେ ସମ୍ପର୍କ ନଷ୍ଟ ଓ ସ୍ନେହରେ ସନ୍ତାନ ନଷ୍ଟ ହୋଇଥାଏ । ବିଶ୍ଵାସ ଏକ ଛୋଟ ଶବ୍ଦ ଯାହାକୁ ପଢିବାକୁ ର ଗୋଟେ ସେକେଣ୍ଡ ଲାଗେ ହେଲେ ଭାବିବାକୁ ମିନିଟ ଲାଗିଯାଏ ଓ ବୁଝିବାକୁ ଦିନ ଲାଗିଯାଏ ।

ପ୍ରମାଣ କରିବାକୁ ସାରା ଜୀବନ ଲାଗିଯାଏ । ଯଦି କେବେ ଭଲ ପାଇବାକୁ ଇଚ୍ଛା ହୁଏ ତେବେ ନିଜ ଦୁଃଖ କୁ ଭୁଲିଯିବା ଉଚିତ । ଭଲ ଜୀବନ ସାଥି ଟି ମିଳିଲେ ଲମ୍ବା ରାସ୍ତା ମଧ୍ୟ ଛୋଟ ହୋଇଯାଏ । ଦୁଇ ଦିନର ଜୀବନ ସହେ ବର୍ଷ ପରେ ମନେ ହୁଏ । ପ୍ରକୃତ ପ୍ରେମକୁ କେବେ ବି ଭୁଲି ହୁଏ ନାହିଁ । ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଜାଏ ।

ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କରିବା ଉଚିତ ଯାହାର ହୃଦୟ ତାର ଚେହେରା ଠାରୁ ସୁନ୍ଦର ହୋଇଥିବ । ଯାହାକୁ ଆମ ମନ ପସନ୍ଦ କରେ ତାକୁ ଯେତେ ଦେଖିଲେ ବି ଅଧିକ ଦେଖିବାକୁ ମନ ହୁଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *