ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 26 ସେପ୍ଟେମ୍ବର ଠାରୁ 3 ଅକ୍ଟୋବର ଏହି ରାଶିକୁ ମିଳିବ ବଡ ଖୁସି ଖବର…

ବନ୍ଧୁଗଣ ଆସନ୍ତା କାଲି ଠାରୁ ଅକ୍ଟୋବର 3 ଯାଏଁ ଭଗବାନ ଶନିଦେବ କିଛି ରାଶି ଉପରେ ଟଙ୍କା ବର୍ଷା କରିବାକୁ ଯାଉଛନ୍ତି । ଏହି ରାଶିଙ୍କ ଖୁସି ଖବର ଆସିବାକୁ ଯାଉଛି । ପ୍ରଭୁ ଶନି 12ଟି ରାଶି ମଧ୍ୟରୁ କେତୋଟି ରାଶି ଉପରେ ବହୁତ ଖୁସି ରହିଛନ୍ତି । ଯେଉଁ କାରଣରୁ ଏହି ରାଶିଙ୍କ ଜୀବନରେ ଅସିମ ଖୁସି ଆସିବାକୁ ଯାଉଛି । ଭଗବାନ ଶନି ଏମାନଙ୍କର ଦୁଃଖ ଯନ୍ତ୍ରଣା ଦୂର କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ଶନିଦେବ ଙ୍କ ବିଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଯେଉଁ ଦମ୍ପତି ନିସନ୍ତାନ ଥିଲେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବାକୁ ଯାଉଛି । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅଶେଷ କୃପା ପ୍ରାପ୍ତ ହେବ । ଆଗାମୀ ସମୟ ଅତ୍ୟନ୍ତ ଭଲ ରହିବାକୁ ଯାଉଛି । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବେ । ପାଠ ପଢା ପ୍ରତି ମନ ଲାଗିବ । ବିଜନେସରେ ଭଲ ଲାଭ ହେବ ।

କର୍କଟ ରାଶି : ଆପଣଙ୍କ ଉପରେ ପ୍ରଭୁ ଶନିଙ୍କ କୃପା ବର୍ଷା ହେବାକୁ ଯାଉଛି । ଆଗାମୀ ଦିନରେ ଖୁଶିର ସମୟ ଆସୁଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ଖୁଶିର ମାହୋଲ ରହିବ । ଆଗାମୀ ସମୟ ଭଲ ରହିବାକୁ ଯାଉଛି ।

ସିଂହ ରାଶି : ପ୍ରଭୁ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଅଚାନକ ଧନ ଲାଭର ଯୋଗ ଅଛି । ଆପଣ ଜୀବନରେ ଆଗକୁ ବଢିବେ । ଦୀର୍ଘ ଦିନ ଧରି ଯେଉଁ ମାନେ ଅବିବାହିତ ଥିଲେ ସେମାନଙ୍କର ବିବାହର ଯୋଗ ଅଛି ।

ବୃଷ ରାଶି : ପ୍ରଭୁ ଶନିଙ୍କ କୃପାରୁ ଆପଣ ଜୀବନରେ ଆଗକୁ ବଢିବେ । ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ କରିବେ । ବେରୋଜଗାରଙ୍କୁ ମନ ମୁତାବକ ଚାକିରି ମିଳିବ । କୋର୍ଟ କଚେରୀ ମାମଲାର ସମାଧାନ ହେବାକୁ ଯାଉଛି ।

ତୁଳା ରାଶି : ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦୂର ହେବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ । ସେୟାର ବଜାରରେ ନିବେଶ କରିବେ ।

କୁମ୍ଭ ରାଶି : ଏହି ରାଶିର ପାରିବାରିକ ସ୍ଥିତି ଭଲ ରହିବ । ଅଚାନକ ଧନ ଲାଭ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଭବିଷ୍ୟତ ପାଇଁ ନୂଆ ପ୍ଳାନ କରିବେ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବେ । ପ୍ରଭୁ ଶନିଦେବଙ୍କ କୃପାରୁ ଆପଣ ଟଙ୍କା ନିବେଶ କରିବେ ।

ମକର ରାଶି : ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଯାହା ବି ଅସୁବିଧା ରହିଥିଲା ତାହା ଦୂର ହେବାକୁ ଯାଉଛି । ଚାକିରିରେ ପ୍ରମୋଶନ ହେବ । ପ୍ରଭୁ ଶନିଙ୍କ ଅନେକ କୃପା ଆପଣଙ୍କ ଉପରେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *