ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ସବୁ କାମ, ଧନର ଅଭାବ ରହିବ ନାହିଁ…

ବନ୍ଧୁଗଣ ପ୍ରତେକ ମଣିଷ ଧନୀ ହେବାକୁ ଚାହିଁ ଥାନ୍ତି । ହେଲେ ଧନୀ ହେବା ପାଇଁ ମନୁଷ୍ୟ କୁ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ମନୁଷ୍ୟର ଗ୍ରହ ମାନଙ୍କର ଚଳନ କାରଣରୁ ତା ଜୀବନରେ ସଫଳତା ଓ ବିଫଳତା ମିଳିଥାଏ । ଗ୍ରହ ମାନଙ୍କର ଚଳନ ଦ୍ଵାରା ମନୁଷ୍ୟ ଜୀବନରେ ସୁଖ ଦୁଃଖ ଆସିଥାଏ । ତେବେ ଜ୍ଯୋତିଷ ବିଦ୍ଵାନ ଙ୍କ କଥା ମାନିବା ତ ସକାଳୁ ଉଠିବ ପରେ ମଣିଷ କୁ କିଛି ଏମିତି କାର୍ଯ୍ୟ କରିବା ଉଚିତ ଯାହା ଦ୍ଵାରା ସାରା ଦିନ ଭଲରେ କଟିବ । ଆଜି ଆମେ ଜାଣିବା ସକାଳୁ କେଉଁ କାମ କରିଲେ ମଣିଷର ଭାଗ୍ୟ ଉଦୟ ହୋଇଥାଏ ।

1- ସକାଳୁ ଉଠିବା ପରେ ପ୍ରଥମେ ନିଜ ହାତ ର ପାପୁଲି ର ଦର୍ଶନ କରିବା ଉଚିତ । ଏହା ପରେ ପାପୁଲି କୁ ମୁହଁ ରେ ସ୍ପର୍ଶ କରନ୍ତୁ । ଯେ ହେତୁ ଆମ ହାତ ରେ ଭଗବାନ ବ୍ରହ୍ମା, ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ତେବେ ସକାଳୁ ଉଠିବା ପରେ ସର୍ବ ପ୍ରଥମେ ନିଜ ହାତ ର ପାଉଳି ର ଦର୍ଶନ କରିଲେ ଭଗବାନ ବ୍ରହ୍ମା, ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ଦର୍ଶନ କରିବା ସହ ସମାନ ହୋଇଥାଏ । ଏହା ଛଡା ଧନ ପ୍ରାପ୍ତି ର ସମ୍ଭାବନା ବଢିଯାଏ । ଏପରି କରିବା ଦ୍ଵାରା ଜୀବନରେ କଠିନ ସ୍ଥିତି ଆସି ନ ଥାଏ । ଦିନଚାର୍ଜ୍ୟ ଭଲ ଓ ଶୁଭ ହୋଇଥାଏ ।

2- ପ୍ରତେକ ମଣିଷ ଙ୍କୁ ସକାଳୁ ଉଠିବା ପରେ ପାପୁଲି ଦର୍ଶନ ପରେ ସ୍ନାନାଦୀ କର୍ମ ସାରି ଭଗବାନ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ନିଶ୍ଚୟ ଦେବା ଉଚିତ । କାରଣ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ପରେ ମଣିଷ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି । ଏହା ସହ ଯେଉଁ ମାନେ ସରକାରୀ ଚାକିରି ପାଇଁ ଇଚ୍ଛା ରଖିଥାନ୍ତି ସେମାନେ ସକାଳୁ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ନିଶ୍ଚୟ ଦେବା ଉଚିତ । ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ଧ୍ୟାନ ରଖିବେ ତମ୍ବା ପତ୍ରରେ ଜଳ ଅର୍ପଣ କରିବା ଉଚିତ । ସେଥିରେ କିଛି ଅକ୍ଷତ ପକାଇବା ଉଚିତ । ଏହା ଦ୍ଵାରା କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି । ସରକାରୀ ଚାକିରି ପାଇବାରେ ବହୁତ ଅଧିକ ସମ୍ଭାବନା ଥାଏ ।

3- ସକାଳୁ ଉଠିବା ପରେ ଘରେ ଝାଡୁ ନିଶ୍ଚୟ ଲଗାଇବା ଉଚିତ । ଯେଉଁ ଘରେ ସକାଳେ ଝାଡୁ ଲଗାଯାଏ ନାହିନ ଓ ସନ୍ଧ୍ୟାରେ ଲଗାଯାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତୁ ନାହିନ  । ସେହି ଘରେ ମା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ ଯେଉଁ ଘରେ ଝାଡୁ ଲଗାଯାଏ ନାହିଁ ।

4- ସକାଳୁ ଘରେ ପୂଜା ଆରମ୍ଭ କରିବା ପୂର୍ବରୁ ଅବଶ୍ୟ ଶଙ୍ଖ ବଜାଇବା ଉଚିତ । ଏପରି କରିବା ଦ୍ଵାରା ଗୃହରେ ଯାହା ବି ନେଗେଟିଭ ଊର୍ଜା ଥାଏ ତାହା ନଷ୍ଟ ହୋଇଥାଏ । ଏହା ସହ ଆସ୍ଥାମା ଭଳି ରୋଗ ରୁ ମୁକ୍ତି ମିଳିଥାଏ । ସକାଳୁ ଘରେ ଶଙ୍ଖ ବଜାଇବା ଦ୍ଵାରା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *