ଏହି 3ଟି ରାଶିର ଝିଅମାନେ ବାହାଘର ପରେ ତାଙ୍କ ସ୍ବାମୀଙ୍କୁ ଦିଅନ୍ତି ” ଧୋକା ” । ଜୀବନରେ ସବୁବେଳେ ଦୁଃଖରେ ରହିଥାନ୍ତି ଏହି ରାଶିର ଝିଅମାନେ ।

ବନ୍ଧୁଗଣ ଝିଅ ମାନଙ୍କର ଚରିତ୍ର, ସ୍ଵଭାବ ବିଷୟରେ ଏତେ ବି ସହଜ ନୁହେଁ । କାରଣ ଝିଅ ମାନଙ୍କର ରୂପ କେତେବେଳେ ଯେ ବଦଳିଯିବ ତାହା ସେମାନେ ହିଁ ଜାଣିଥାନ୍ତି । ତେବେ କିଛି ଏମିତି ଭଲ ସ୍ଵଭାବର ଝିଅ ଥାନ୍ତି ଯେଉଁ ମାନେ ବିବାହ ପରେ ବହୁତ ଖୁସି ରେ ସମୟ କାଟିଥାନ୍ତି । ହେଲେ ଏମିତି ବି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ନିଜର କୁଗୁଣ କାରଣରୁ ବିବାହ ପରେ ଦୁଃଖ ରେ ରହିଥାନ୍ତି ଓ ନିଜ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି । ଆଜି ଆମେ ରାଶି ଆଧାରରେ ଏମିତି 3ଟି ରାଶିର ଝିଅଙ୍କ ବିଷୟରେ ଜାଣିବା ଯେଉଁ ମାନେ ନିଜ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି ।

1- ବୃଷ ରାଶି : ଏହି ରାଶିର ଝିଅ ମାନଙ୍କର ବିବାହ ପରେ ସେମାନଙ୍କ ସ୍ବାମୀଙ୍କ ସହ ଠିକ ରେ ପଡେ ନାହିଁ । ଏମିତିରେ ସବୁବେଳେ ଝଗଡା ଲାଗି ରହିଥାଏ । ଯେତେ ଟଙ୍କା ରୋଜଗାର କରିଲେ ବି ଏମାନେ ଅସନ୍ତୁଷ୍ଟ ହୋଇଥାନ୍ତି । ଏହି ରାଶିର ଝିଅ ମାନେ ସ୍ବାମୀଙ୍କ ଇନକମରେ ଚାଲିପାରନ୍ତି ନାହିଁ । ସେମାନଙ୍କର ଦିନ ସଜବାଜରେ ବୀତିଥାଏ । ବାହାରକୁ ବୁଲିବାକୁ ମନ ହୋଇଥାଏ । ଏହି ସବୁ କୁଗୁଣ କାରଣରୁ ଏହି ରାଶିର ଝିଅ ମାନେ ନିଜ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି ।

2- ସିଂହ ରାଶି : ଏହି ରାଶିର ଝିଅ ମାନେ ଜନ୍ମରୁ ଝଗଡା ପ୍ରକୃତିର ହୋଇଥାନ୍ତି । ଏମାନେ କାହାକୁ ନିଜର କରିପାରନ୍ତି ନାହିଁ । ଏମାନେ ନିଜ ସ୍ବାମୀଙ୍କୁ ଅଧିକ ଭଲ ପାଇବା ଦେଇପାରନ୍ତିନି । ଏମାନେ ସବୁବେଳେ ଛୋଟ ଛୋଟ କଥାକୁ ନେଇ କଳହ କରିଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ଉପରେ ହୁକୁମ କରିବାକୁ ପସନ୍ଦ କରନ୍ତି । ଯେ କୌଣସି କଥାରେ ହଠାତ ଜବାବ ଦେଇଥାନ୍ତି । ଏହି ରାଶିର ଝିଅ ମାନେ ଖରାପ ଗୁଣ କାରଣରୁ ପରିବାରକୁ ଭାଙ୍ଗି ଦେଇଥାନ୍ତି । ତେଣୁ କରି ଏହି ରାଶିର ଝିଅ ମାନେ ଝଗଡା ପ୍ରକୃତି କାରଣରୁ ସ୍ଵାମୀ ଙ୍କ ସହ କେବେ ବି ଠିକରେ ଚାଲିପାରନ୍ତି ନାହିଁ । ଯାହା ଫଳରେ ବହୁତ କମ ଦିନରେ ସ୍ଵାମୀ ଙ୍କୁ ଛାଡି ଏହି ରାଶିର ଝିଅ ମାନେ ପଳାଇ ଆସିଥାନ୍ତି ।

3- ବିଛା ରାଶି : ଏହି ରାଶିର ଝିଅ ମାନେ ଜିଦଖୋର ସ୍ଵଭାବର ହୋଇଥାନ୍ତି । ନିଜ ଜିଦ ରେ ଅଟଳ ରହିଥାନ୍ତି । ଏମାନେ ସମସ୍ତଙ୍କୁ କହିଥାନ୍ତି ନିଜ କାମ ନିଜେ କରିବାକୁ । ଏମିତିକି ଏମାନେ କାହାକୁ ସାହାର୍ଯ୍ୟ କରିବାକୁ କୁଣ୍ଠାବୋଧ କରିଥାନ୍ତି । ସବୁବେଳେ କେଉଁଠି କି ବାହାରକୁ ବୁଲିବା ପାଇଁ ଏମାନେ ଭଲ ପାଇଥାନ୍ତି । ଏହି ସବୁ କାରଣ ପାଇଁ ଏମାନଙ୍କ ପରିବାରରେ ଅସାନ୍ତି ଦେଖାଯାଏ । ଯାହା ଫଳରେ ସେମାନଙ୍କ ସ୍ଵାମୀ ସହ ଠିକରେ ପଡେ ନାହିଁ । ଏମାନେ ଶାଶୁ ଶ୍ବଶୁରଙ୍କର ଅପ୍ରିୟ ହୋଇଥାନ୍ତି । ଏହି କାରଣରୁ ଏମାନେ ନିଜ ପରିବାରରେ ଅଧିକ ଦିନ ଯାଏଁ ତିଷ୍ଠି ପାରନ୍ତିନି । ନିଜ ସ୍ଵାମିନ କୁ ମଧ୍ୟ ଏମାନେ ଛାଡି ପଳାଇ ଆସିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *