ଶନି ଦଶା ରୁ ମୁକ୍ତି ହେଲେ ଏହି 6 ରାଶି, ବଦଳିବ ଏମାନଙ୍କ ଭାଗ୍ୟ… ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଜେ । ଏହା ସହ ଶନିଙ୍କୁ ପାପର ଦେବତା କୁହାଯାଏ । କାରଣ ବ୍ୟକ୍ତି ଯେଉଁ ଭଳି କର୍ମ କରିଥାଏ ଭଗବାନ ଶନିଦେବ ସେଭଳି ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ହେଲେ ବ୍ଯକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଯେଉଁ ଲୋକ ଖରାପ କାମ କରିଥାଏ ତାକୁ ଖରାପ ଓ ଭଲ କାମ କରିଲେ ଭଲ ଫଳ ଦେଇଥାନ୍ତି ଭଗବାନ ଶନି ।

ଏବେ ଶନିଦେବ ପ୍ରସନ୍ନ ହେବାକୁ ଯାଉଛନ୍ତି ୬ଟି ରାଶିଙ୍କ ଉପରେ । ଏହି ରାଶିଙ୍କୁ ସ୍ଵୟଂ ଶନିଦେବ ରକ୍ଷା କରିଥାନ୍ତି । ଏବେ ଆସନ୍ତୁ ଜାଣି ନେବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମିଥୁନ ରାଶି : ମିଥୁନ ରାଶି ଭଗବାନ ଶନିଙ୍କର ପ୍ରିୟ ରାଶି ହୋଇଥାଏ । ଏମାନେ ସଚ୍ଚା ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଭିତରେ କିଛି ଖରାପ ଗୁଣ ନ ଥାଏ । ଏମାନେ ଲୋକଙ୍କୁ ସାହାର୍ଯ୍ୟ କରିବା ସହ ଜୀବନକୁ ଖୁସିରେ ବ୍ଯତୀତ କରିଥାନ୍ତି । ଏମିତି ଲୋକଙ୍କୁ ଶନିଦେବଙ୍କୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

ମକର ରାଶି : ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗବାନ ଶନି । ଏମାନଙ୍କ ଉପରେ ଭଗବାନ ଶନିଦେବଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଭଗବାନ ଶନି ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି । ଏମାନେ ନିଜ ପର୍ସରେ ମୟୂର ପଙ୍ଖ ରଖିଲେ ରାହୁ କେତୁଙ୍କ ପ୍ରଭାବ ପଡେ ନାହିଁ ।

ସିଂହ ରାଶି : ଏହି ରାଶିର ଲୋକ ବହୁତ ମେହନତୀ ହୋଇଥାନ୍ତି । ଏମାନଙ୍କୁ ସାହାର୍ଜ୍ୟ କରିବାକୁ ଲୋକେ ଆସିଥାନ୍ତି । ଏମାନେ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏଭଳି ଲୋକ ଭଗବାନ ଶନିଙ୍କର ବହୁତ ପ୍ରିୟ ହୋଇଥାନ୍ତି ଯେଉଁ ମାନେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଅନ୍ୟ ମନାଙ୍କୁ ସାହାର୍ଯ୍ୟ କରିଲା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଠାରେ ନୀଡର ଓ ସାହାସିକତା ରହିଥାଏ । ଏମାନେ ନିଜର ଜୀବନ ସର୍ତ୍ତ ଅନୁଯାୟୀ ବ୍ଯତୀତ କରିଥାନ୍ତି । ଭଗବାନ ଶନିଙ୍କୁ ଏହି ରାଶିର ବ୍ୟକ୍ତି ଅଧିକ ପସନ୍ଦ ହୋଇଥାନ୍ତି ।

କୁମ୍ଭ ରାଶି : ଏହି ରାଶିର ଲୋକେ ତରବର ହୋଇ ନିସ୍ପତି ନିଅନ୍ତି ନାହିଁ । ଏମାନେ କାମ କରିବା ପୂର୍ବରୁ ବିଚାର କରିଥାନ୍ତି । ଏମାନଙ୍କର ପରିବାର ଓ ପ୍ରିୟଜଙ୍କ ସହ ସମ୍ପର୍କ ବହୁତ ଭଲ ରହିଥାଏ । ସାମ୍ନା ବାଲା ଯେତେ ଦୁଖ ଦେଲେ ବି ଏମାନେ କାହାକୁ ଦିଅନ୍ତୁ ନାହିଁ । ଏମାନେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଏମାନେ ଶନିଦେବଙ୍କ ଅତି ପ୍ରିୟ ରାଶି ହୋଇଥାନ୍ତି ।

କର୍କଟ ରାଶି : ଏହି ରାଶିର ସ୍ଵାମୀ ହେଉଛନ୍ତି ଭଗବାନ ଶନି । ଏମାନେ ସରଳ ଓ ଶାନ୍ତ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କୁ ଭଗବାନ ଶନିଙ୍କ ଉପାସନା କରିବା ଉଚିତ । ଏମାନେ ନିଜର ସମ୍ପର୍କକୁ ନେଇ ପ୍ରାଞ୍ଜଳ ହୋଇଥାନ୍ତି । ଏମାନେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ଭଗବାନ ଶନିଦେବଙ୍କୁ ଏମିତି ଲୋକଙ୍କୁ ବହୁତ ପସନ୍ଦ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *