କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୩ଟି ବହି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

ଆପଣ ଏହି ୩ଟି ନମ୍ବର ୩ ଜଣଙ୍କ ପାଇଁ ଚୁଜ କରି ପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା  । ୧- ଯଦି ଆପଣ ପ୍ରଥମ ବହି କୁ ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ କନେକ୍ଟ ଅଛନ୍ତି । ଆପଣଙ୍କ ସହ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ।

ସେ ଆପଣଙ୍କ ସହ ନୂଆ ସମ୍ପର୍କ ବା ଭବିଷ୍ୟ ଦେଖୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି । ଆପଣଙ୍କୁ ନେଇ ତାଙ୍କ ମନରେ ପଜେଟିଭ ବିଚାର ରହିଛି । ସେ ଆପଣଙ୍କ ସହ ଖୁସି ବାଣ୍ଟିବାକୁ ଚାହୁଁଛନ୍ତି । ଆପଣଙ୍କୁ ନେଇ ବଡ ନିସ୍ପତି ନେବାକୁ ଚାହୁଁଛନ୍ତି କିନ୍ତୁ ଏମିତି କିଛି ଅଭ୍ଯାସରେ ଫସି ଯାଇଛନ୍ତି ଯାହା ପାଇଁ ବାହାରି ପାରୁ ନାହାନ୍ତି । ସେ ଆପଣଙ୍କ ସହ ସମ୍ପର୍କ ମଜବୁତ କରିବାକୁ ଚାହୁଁଛନ୍ତି ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ବହି କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏବେ ଆପଣଙ୍କ ସହ କଥା ହେଉ ନାହାନ୍ତି । କିଛି ବି କ୍ଲିୟର କରୁ ନାହାନ୍ତି । ଆପଣ ଚିନ୍ତା ରେ ଅଛନ୍ତି କି ତାଙ୍କ ମନରେ କଣ ଚାଲିଛି । ଆପଣ ତାଙ୍କ ଲାଇଫରେ ବହୁତ ଜରୁରୀ ଅଟନ୍ତି । ଆଉ ତରବର ହୋଇ କୌଣସି ନିସ୍ପତି ନେବାକୁ ଚାହୁଁ ନାହାନ୍ତି । କିନ୍ତୁ ଘର ପରିବାର ର ଦାୟିତ୍ଵ ବା ଏମିତି କିଛି ସମ୍ପର୍କ ଅଛି ଯେଉଁଠିରୁ ସେ ଫସି ଯାଇଛନ୍ତି । ଆପଣ ଚାହୁଁଛନ୍ତି ତାଙ୍କର ରିଲେସନ ଭାଙ୍ଗିଯାଉ । କିନ୍ତୁ ସେ ଆପଣଙ୍କୁ ଖୋଲିକି କହୁ ନାହାନ୍ତି ।

୩- ଯଦି ଆପଣ ତୃତୀୟ ବହି ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଏମିତି କିଛି ହୋଇଛି ଯାହା ପାଇଁ ଆପଣ ଦୁହେଁ ପରସ୍ପର ସହ କଥା ହେଉ ନାହାନ୍ତି । ତାଙ୍କର ଚିନ୍ତାଧାରା ଆପଣଙ୍କ ପ୍ରତି ଏବେ ନେଗେଟିଭ ହୋଇ ଯାଇଛି । ସେ ଆପଣଙ୍କ ଉପରେ ବହୁତ ରାଗିଛନ୍ତି । ଝଗଡା ହୋଇଛି ଆପଣ ଦୁହିଙ୍କ ମଧ୍ୟରେ ।

କିନ୍ତୁ ଆପଣ ଦୁହିଁଙ୍କର ବହୁତ ଜଲ୍ଦି ସମାଧାନ ହୋଇଯିବ । ଯଦି ଆପଣ ସ୍ଵାମୀ-ସ୍ତ୍ରୀ ତେବେ ଆପଣ ଦୁହେଁ ପୁଣି ଏକାଠି ହୋଇଯିବେ । ବହୁତ ଜଲ୍ଦି ଆପଣଙ୍କ ସାଥି ଆକ୍ସନ ନେବେ । କିଛି ସମସ୍ଯା ଆସୁଛି ତାହା ତୃତୀୟ ବ୍ୟକ୍ତିଙ୍କ ଠାରୁ ଯିଏ ଆପଣଙ୍କ ପର୍ଶନଙ୍କୁ ଗାଇଡ କରୁଛନ୍ତି । ବନ୍ଧୁଗଣ ଆପଣ କେଉଁ ବହି ଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *