ଶୋଇବା ସମୟରେ ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା କେଉଁ ଫାଇଦା ମିଳିଥାଏ ?

ବନ୍ଧୁଗଣ ଆପଣ ମାନଙ୍କ ଘରେ ରସୁଣ ନିଶ୍ଚୟ ଥିବ । ରସୁଣ କୁ ଖାଦ୍ଯ ତିଆରି ସମୟରେ ବ୍ୟବହାର କରା ଯାଇଥାଏ । କିନ୍ତୁ ରସୁଣ ଗୋଟେ ଏମିତି ଜିନିଷ ଅଟେ ଯାହାର ପ୍ରୟୋଗ କରିବା ଦ୍ଵାର ଆମେ ଅନେକ ରୋଗରୁ ବଞ୍ଚି ପାରିବା । ରସୁଣ ବହୁତ ସାରା ପୋଷାକ ତତ୍ତ୍ଵ ରେ ଭରି ରହିଛି । ଯାହା ଆମ କୁ ରୋଗରୁ ବଞ୍ଚାଇ ଥାଏ । ଅନେକ ଲୋକ ମାନେ ରସୁଣ ଖାଇଥାନ୍ତି । କିନ୍ତୁ ଏହା ର ଖାଇବାର ଠିକ ପ୍ରୟୋଗ ଜଣା ନ ଥାଏ । ଆଜି ଆମେ କହିବୁ ରସୁଣ କୁ ତକିଆ ତଳେ ରଖିକି ଶୋଇବା ଦ୍ଵାରା କେଉଁ କେଉଁ ଫାଇଦା ହୋଇଥାଏ ।

ରସୁଣ କୁ ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ଖାସ କରି ରସୁଣ କୁ ଚୋପା ଛଡାଇ ଖାଇବା ଦ୍ଵାରା ହାର୍ଟ ସୁସ୍ଥ ରହିଥାଏ । ରସୁଣ କୁ ଖାଦ୍ୟ ବନାଇବାରେ ସମୟରେ ବିଭିନ୍ନ ଉପାୟ ରେ ପ୍ରୟୋଗ କରା ଯାଇଥାଏ । କିଛି ଲୋକ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି । କଞ୍ଚା ରସୁଣ ଆମ ଶରୀର ପାଇଁ ଯେତେ ଲାଭଦାୟକ ହୋଇଥାଏ ତା ଠାରୁ ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ ।

କାରଣ ରସୁଣ ବହୁତ ଗରମ ହୋଇଥାଏ । ତେଣୁ ରସୁଣ ର ମାତ୍ରା ଯେତିକି ଦରକାର ସେତିକି ଖାଇବା ଉଚିତ । ଏହାର ଅତ୍ୟଧିକ ସେବନ କରିବା ଦ୍ଵାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ରସୁଣ କୁ ସାଧା ଖାଇବା ଠାରୁ ଆରମ୍ଭ କରି ଆମିଷ ବନାଇବା ଯାଏଁ ସବୁଥିରେ ବ୍ୟବହାର କରା ଯାଇଥାଏ । ରସୁଣ ଖାଇବା ଦ୍ଵାରା ଆମ ଶରୀର ର ଅନେକ ପ୍ରକାରର ରୋଗ ଦୂର ହୋଇଥାଏ ।

ସବୁ ଠାରୁ ଜରୁରୀ କଥା ଯଦି ଆପଣ ରସୁଣ କୁ ସିଝାଇ ଖାଉଛନ୍ତି ତେବେ ଆପଣ ରସୁଣ କୁ ନଷ୍ଟ କରି ଦେଉଇଛନ୍ତି । ଏହା ଦ୍ଵାରା କିକି ଫାଇଦା ହୁଏ ନାହିଁ । ସେଥିପାଇଁ ସବୁଠାରୁ ଭଲ ଉପାୟ ହେଉଛି ରସୁଣ କୁ ମନ୍ଥୀ 15 ମିନିଟ ଯାଏଁ ଛାଡି ଦିଅନ୍ତୁ । ଆଉ ପୁଣି ଏହା ପରେ ଏହାର ସେବନ କରନ୍ତୁ । ଏମିତି କରିବା ଦ୍ଵାରା ଏହ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ରସୁଣ ଭିତରେ ଏମିତି ଗଜବ ଶକ୍ତି ଥାଏ ଯାହା ଆଖ ପାଖରେ ନେଗେଟିଭ ଶକ୍ତି କୁ ନଷ୍ଟ କରି ଦେଇଥାଏ । ତେବେ ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଏହା ପରେ ଭଲ ନିଦ ମଧ୍ୟ ଆସିଥାଏ । ଏହା ସହ ମାନସିକ ଚିନ୍ତା ଦୂର ହୋଇଥାଏ । ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ଏହି ସବୁ ଫାଇଦା ମିଳିଥାଏ ।

ଯାହା ଆପଣ ମାନେ ମଧ୍ୟ ନିହାତି ଟ୍ରାଏ କରନ୍ତୁ । ଦେଖିବେ ଆପଣଙ୍କୁ ମାନସିକ ଚିନ୍ତା ରୁ ଅବସାଦ ମିଳିବା ସହ ଭଲ ନିଦ୍ରା ମଧ୍ୟ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *