ଶ୍ରାବଣ ମାସରେ ତୁଳସୀ ଗଛ ଦେଇଥାଏ ଏହି 7ଟି ସଂକେତ, ତେବେ ଲକ୍ଷ୍ମୀ ଗୃହକୁ ଆଗମନ କରିଥାନ୍ତି

ବନ୍ଧୁଗଣ ପବିତ୍ର ଶ୍ରାବଣ ମାସରେ ତୁଳସୀ ର ମାହାତ୍ମା ବିଷୟରେ କୁହାଯାଇଛି । ଏହି ମାସରେ ତୁଳସୀ ଗଛରେ ସବୁଜ ରଙ୍ଗର ଚୁନେରୀ ବାନ୍ଧିବା ସହ ଦୀପ ଜାଳିବା ଉଚିତ । ଏହା ସହ ଏହି ମାସରେ ତୁଳସୀ ଗଛ ଅନେକ ସଂକେତ ଦେଇଥାଏ । ଶିବ ପୁରାଣ ଅନୁଯାୟୀ ତୁଳସୀ ପତ୍ର ଶିବ ଜୀ ଙ୍କ ଉପରେ ଚଢାଯାଏ ନାହିଁ । କାରଣ ମହାଦେବ ଦେବୀ ବୃନ୍ଦାଙ୍କ ସ୍ଵାମୀ ଜଳନ୍ଧର ଙ୍କ ବଦ୍ଧ କରିଥିଲେ ।

ଯାହା କାରଣରୁ ବୃନ୍ଦା ରାଗିଯାଇ ଅଭିଶାପ ଦେଇଥିଲେ । ଭଗବାନ ବିଶୁଣୁଙ୍କୁ ଦେବୀ ବୃନ୍ଦା ପଥର ହେବାର ଅଭିଶାପ ଦେଇଥିଲେ । ଯାହାର ପ୍ରଭାବରେ ଭଗବାନ ବିଶୁଣୁଙ୍କର ଶାଳିଗ୍ରାମର ଉତପତି ହୋଇଥିଲା । ଆଜି ଆମେ ଜାଣିବା ଶ୍ରାବଣ ମାସରେ ତୁଳସୀ ଗଛରୁ କେଉଁ କେଉଁ ସଂକେତ ମିଳିଥାଏ ।

1- ତୁଳସୀ ଗଛ ପାଖରେ କେବେ ବି ମଇଳା ଜମା ରହିବା ଉଚିତ ନୁହନେ । ଅନେକ କାରଣରୁ ତୁଳସୀ ଗଛ ସୁଖୀ ଯାଇଥାଏ । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଘରେ ବିପଦ ଆସିବାର ସଂକେତ ଦେଇଥାଏ । ଧନ ଖର୍ଚ୍ଚ ହେବ ସହ ବ୍ୟାପାରରେ କ୍ଷତି ହୋଇଥାଏ ।

2- ତୁଳସୀ ର ସବୁଜ ପତ୍ର ହରାଭରା ହୋଇ ମଧ୍ୟ ଯଦି ଆପେ ଆପେ ପଡିଯାଏ ତେବେ ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଗୃହରୁ ରୁଷ୍ଟ ହୋଇ ଚାଲି ଯାଇଥାନ୍ତି ଓ କ୍ଲେଶ ଲାଗି ରହିଥାଏ । ଯଦି ପତ୍ର ହଳଦିଆ ହୋଇ ତଳେ ପଡେ ତେବେ ପ୍ରାକୃତିକ ହୋଇଥାଏ ।

3- ଘରେ ତୁଳସୀ ଗଛ ଥିଲେ ଆମିଷ ଖାଇବା ଉଚିତ ନୁହେଁ । ଘରର ବାତାବରଣ ଯେତେ ଅଧିକ ନେଗେଟିଭ ହୋଇଥାଏ ତୁଳସୀ ଗଛ ସେଠାରେ ସୁଖୀ ଯାଇଥାଏ ।

4- ତୁଳସୀ ଗଛ ପାଖରେ ଯଦି ଛୋଟ ଛୋଟ ଗଛ ଆପେ ଆପେ ଉଠିଯାଏ ତେବେ ଶୁଭ ସଂକେତ ହୋଇଥାଏ । ଘରେ ଖୁଶିର ଆଗମନ ସହ ଅନେକ ମାର୍ଗରୁ ଧନର ପ୍ରାପ୍ତ ହେବ ଅଥବା ବ୍ୟାପାରରେ ବୃଦ୍ଧି ହେବ ।

5- ଯଦି ଘରେ ଲାଗିଥିବା ତୁଳସୀ ଗଛରେ ଅଚାନକ ପିମ୍ପୁଡି ଆସିଯାଏ ତେବେ ଶୁଭ ସଂକେତ ହୋଇଥାଏ । କିନ୍ତୁ ଅନ୍ୟ ପୋକ ଲାଗିଲେ ଅଶୁଭ ସଂକେତ ହୋଇଥାଏ । ତୁଳସୀ ଗଛ ନିକଟରେ ବୁଢିଆଣୀ ଜାଲ ରହିଲେ ଧନ ନାସର ସଂକେତ ହୋଇଥାଏ । ଏହାକୁ ତୁରନ୍ତ ହଟାଇ ଦେବା ଉଚିତ ।

6- ତୁଳସୀ ଗଛର ପତ୍ର ସବୁବେଳେ ହରାଭରା ହେବା ସହ ମଞ୍ଜି ଥାଏ ତେବେ ଶୁଭ ସଂକେତ ହୋଇଥାଏ । ତୁଳସୀ ଗଛ ଯେତିକି ସୁନ୍ଦର ଓ ହରାଭରା ଦେଖାଯିବ ସେତିକି ପରିବାର ସୁଖୀ ଓ ସମୃଦ୍ଧି ରହିବ । ଘରେ ଲାଗିଥିବା ତୁଳସୀ ଗଛକୁ ଦେଖିକି ଅନୁମାନ କରି ହେବ ଘରର ପରବେଶ କିପରି ହୋଇଥିବ । ଘରର ବାତାବରଣ ଭଲ ଥିଲେ ତୁଳସୀ ଗଛ ସବୁବେଳେ ହରାଭରା ରହିଥାଏ ।

7- ତୁଳସୀ ଗଛକୁ ଖରାପ ପାଣି ଥିବା ଜାଗାରେ ଲଗାଇଲେ ଘରର ମୁଖିଆଙ୍କ ଉପରେ ସଙ୍କଟ ଆସିଥାଏ । ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ ପିଲାଙ୍କୁ ସଫଳତା ମିଳେ ନାହିଁ । ତେଣୁ ତୁଳସୀ ଗଛକୁ ସବୁବେଳେ ମାଟି ର ଉପରେ ସ୍ବଚ୍ଛ ସ୍ଥାନରେ ରଖିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *