ଶ୍ରୀ କୃଷ୍ଣ କୁହନ୍ତି ଘରର ମହିଳା ଏପରି ଶୋଇଲେ, ଘରେ ହୁଏ ଧନର ବର୍ଷା

ବନ୍ଧୁଗଣ ଶୋଇବାକୁ ନେଇ ଅନେକ ନିୟମ ଆମ ଶାସ୍ତ୍ରରେ ରହିଛି । ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ନାରୀ ମାନେ ଶୋଇବା ପୂର୍ବରୁ ମନରୁ ନେଗେଟିଭ ବିଚାର ବାହାର କରିଦେବା ଉଚିତ । ଶୋଇବା ସମୟରେ ମନରେ ବିଚାର ରଖିଲେ ଭଲ ହୋଇଥାଏ । ନାରୀ ମାନେ ସକାଳୁ ଜଲ୍ଦି ଉଠିବା ଓ ରାତିରେ ଜଲ୍ଦି ଶୋଇବା ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଘରର ନାରୀ ମାନେ ଶୋଇବା ସମୟରେ କେଉଁ ନିୟମ ପାଳନ କରିଲେ ଭଲ ହୋଇଥାଏ ।

ଭଗବାନ କୃଷ୍ଣ କହିଛନ୍ତି ନାରୀ ମାନେ ସୋମବାର, ଗୁରୁବାର, ମଙ୍ଗଳବାର ଓ ଶନିବାର ଦିନ ଜଲ୍ଦି ସକାଳୁ ଉଠିବା ଉଚିତ । ଏହି ଦିନରେ ବ୍ୟକ୍ତି ବିଳମ୍ବରେ ଉଠିଲେ ଅନେକ ଦୋଷ ଲାଗିଥାଏ ଯାହା ବରବାତିର କାରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସକାଳ 4ଟା ରୁ 5ଟା ମଧ୍ୟରେ ଉଠିବା ଉଚିତ । ଏହାଦ୍ବାରା ଦେବୀ ଦେବତାଙ୍କ ବାସ ଗୃହରେ ହୋଇଥାଏ ।

ମହିଳା ସକାଳୁ ଉଠିବା ପରେ ଘରେ ଝାଡୁ ଲଗାଇବା ଉଚିତ । ସକାଳ 7ଟା ପରେ ସୋଇଥିଲେ ସେହି ଘରେ ଦେବିଦେବତାଙ୍କ କୃପା ଲାଭ ହୁଏ ନାହିଁ । ଯଦି କୌଣସି ନାରୀ ପୂର୍ବ ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ସୋଇଥାନ୍ତି ସେହି ଘରେ ଧନର ବର୍ଷା ହୋଇଥାଏ । ଏବେ ଆସନ୍ତୁ ଜାଣିବା ତାହା କେଉଁ ଯାହା ସନ୍ଧ୍ୟା ଓ ରାତି ସମୟରେ କରିବା ଉଚିତ ନୁହେଁ ।

୧- ମାନାଯାଏ ସନ୍ଧ୍ୟା ସମୟରେ କାହାକୁ କ୍ଷୀର ବ ଦହି ଦେବା ଉଚିତ ନୁହେଁ । ଏହି ଜିନିଷ କିଣିପାରିବେ କିନ୍ତୁ କାହାକୁ ଦେବେ ନାହିଁ । ଯଦି ଏମିତି ହୁଏ ତେବେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

୨- ସୂର୍ଯ୍ୟାସ୍ତ ପରେ ଘର ସଫା ସାଫି କରିବା ଉଚିତ । କାରଣ ମା ଲକ୍ଷ୍ମୀଙ୍କୁ ଅପରିଷ୍କାର ପସନ୍ଦ ନୁହେଁ ।

୩- ରାତିରେ ଖାଇବା ପରେ ଘରେ ଅଇଁଠା ବାସନ ପକାଇବା ଉଚିତ ନୁହେଁ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଧନର ଅଭାବ ଦେଖାଦିଏ ।

୪- ମା ଲକ୍ଷ୍ମୀଙ୍କୁ ଅର୍ଣ୍ଣପୂର୍ଣ୍ଣା କୁହାଯାଏ । ତେଣୁ ଖାଇବା ସମୟରେ ଧ୍ୟାନ ରଖିବେ ସବୁ ଖାଦ୍ୟ ପୁରା ସାରିବେ ।

୫- ଯେଉଁ ଘରେ ସର୍ବଦା ନାରୀଙ୍କୁ ଅପମାନ କରାଯାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୬- ଅନେକ ଥର ପୂଜା ସମୟରେ ଆମେ କିଛି ଭୁଲ କରିଥାଉ । ଧ୍ୟାନ ରଖିଥାଉ ପୂଜା କରିବା ସମୟରେ କୌଣସି ସାମଗ୍ରୀ ତଳେ ରଖିବା ଉଚିତ ନୁହେଁ ।

୭- ସ୍ଵଛ ଓ ସଫା ଜାଗାରେ ପୂଜା ପାଠ କରିବା ଉଚିତ । ଘରଦ୍ଵାର ମଧ୍ୟ ସର୍ବଦା ସଫା କରିବା ଉଚିତ । ଏହା ସହ ଧନର ବୃଦ୍ଧି ହୋଇଥାଏ ।

୮- ଘରୁ ବାହାରକୁ ଆସିବା ପରେ ହାତ ଗୋଡ ଧୋଇବା ପରେ କୌଣସି କାମ କରିବା ଉଚିତ । ଖଟ ଉପରେ ବସି ଖାଦ୍ୟ ଖାଇବା ଅନୁଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *