GK – କଟକ ସହର କିଏ ପ୍ରତିଷ୍ଠା କରିଥିଲେ ? ଏହା ସହ ଜାଣନ୍ତୁ 15 ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ ।

କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ । ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ।

୧- ଓଡିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଘୋଷିତ ହୋଇଥିଲା ?

ଉତ୍ତର- ୧୯୩୬ ଏପ୍ରିଲ ୧ ।

୨- ଓଡିଶା କେବେ ଆଫଗାନ ଶାସନାଧୀନ ଥିଲା ?

ଉତ୍ତର- ୧୫୫୯ ରୁ ୧୫୭୮ ।

୩- କଟକର ପ୍ରାଚୀନ ନାମ କଣ ?

ଉତ୍ତର- ବାରଣାସୀ କଟକ ।

୪- ଓଡିଶାର ଶେଷ ହିନ୍ଦୁ ରାଜା କିଏ ?

ଉତ୍ତର- ରାଜା ମୁକୁନ୍ଦ ଦେବ ।

୫- ଗଙ୍ଗ ବଂଶର ଶେଷ ରାଜା କିଏ ଥିଲେ ?

ଉତ୍ତର- ଚତୁର୍ଥ ଭାନୁଦେବ ।

୬- କୋଣାର୍କରେ ସୂର୍ଯ୍ୟ ମନ୍ଦିର କିଏ ପ୍ରତିଷ୍ଠା କରିଥିଲେ ?

ଉତ୍ତର- ରାଜା ଲାଙ୍ଗୁଳା ନରସିଂହଦେବ ।

୭- ଗଦାକ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର- ଯାଜପୁର ।

୮- ଏକାମ୍ର କାନନ କେଉଁଠି ଅବସ୍ଥିତ ?

ଉତ୍ତର- ଭୁବନେଶ୍ଵର ।

୯- ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର- କେନ୍ଦ୍ରାପଡା ।

୧୦- ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀ କିଏ ଥିଲେ ?

ଉତ୍ତର- ଗୁଣ୍ଡିଚା ।

୧୧- ଜଗନ୍ନାଥଙ୍କ ରଥର ନାମ କଣ ?

ଉତ୍ତର-ନନ୍ଦିଘୋଷ ।

୧୨- ବଳଭଦ୍ର ଙ୍କ ରଥର ନାମ କଣ ?

ଉତ୍ତର- ତାଳଧ୍ଵଜ ।

୧୩- ଦେବଦଳ ରଥ କାହାର ?

ଉତ୍ତର- ସୁଭଦ୍ରା ।

୧୪- ଅରୁଣ ସ୍ତମ୍ବ ର ଉଚ୍ଚତା କେତେ ?

ଉତ୍ତର- ୧୨ ମିଟର ।

୧୫- କଟକ ସହର କିଏ ପ୍ରତିଷ୍ଠା କରିଥିଲେ ?

ଉତ୍ତର- ରାଜା ନୃପକେଶରୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *