ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି ।
ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ଆଜି ଆମେ ଜାଣିବା ଭାରତର ପୌରାଣିକ କଥା ବିଷୟରେ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।
୧- ଇନ୍ଦ୍ର ଦେବ ଙ୍କ ବାହନ କିଏ ?
ଉତ୍ତର- ଐରାବତ ହସ୍ତୀ ।
୨- କେଉଁ ଯୁଗରେ ବିଶୁଣୁ ରାମଙ୍କ ଅବତାର ଧାରଣ କରିଥିଲେ ?
ଉତ୍ତର- ତ୍ରେତୟା ଯୁଗ ରେ ।
୩- ପ୍ରହଲାଦ କାହାର ପୁତ୍ର ଅଟନ୍ତି ?
ଉତ୍ତର- ହିରଣ୍ୟକଶ୍ଯୁପୁ ।
୪- ରାମଙ୍କ ଗୁରୁ କିଏ ଥିଲେ ?
ଉତ୍ତର- ବିଶ୍ଵାମିତ୍ର ।
୫- ଶ୍ରୀକୃଷ୍ଣଙ୍କ ଗୁରୁ କିଏ ଥିଲେ ?
ଉତ୍ତର-ସନ୍ଦୀପନି ।
୬- ୫ଟି ପୁରାଣର ନାମ କଣ ?
ଉତ୍ତର- ବ୍ରମ୍ହା, ବିଶୁଣୁ, ବାୟୁ, ଅଗ୍ନି, ଲିଙ୍ଗ ।
୭- ଯୁଗ କେତେ ପ୍ରକାରର ?
ଉତ୍ତର- ୪ ।
୮- ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁବରଣ କରିଥିଲେ ?
ଉତ୍ତର- ଯାମି ।
୯- ମହାଭାରତ କିଏ ରଚନା କରିଥିଲେ ?
ଉତ୍ତର- ବେଦବ୍ଯାସ ।
୧୦- ବେଦବ୍ଯାସ କହିବାରୁ କିଏ ମହାଭାରତ ଲେଖିଥିଲେ ?
ଉତ୍ତର- ଶ୍ରୀ ଗଣେଶ ।
୧୧- ମହାଭାରତରେ କେତୋଟି ପର୍ବ ଅଛି ?
ଉତ୍ତର- ୧୮ଟି ।
୧୨- କର୍ଣ୍ଣଙ୍କ ପୁଅ କିଏ ?
ଉତ୍ତର- ବୃଷକେତୁ ।
୧୩- ଘଟୋତ୍କଚର ପିତା ଓ ମାତାଙ୍କ ନାମ କଣ ?
ଉତ୍ତର- ଭୀମ ଓ ହିଡିମ୍ବୀ ।
୧୪- ଦ୍ରୌପଦୀଙ୍କ ଅନ୍ୟ ନାମ କଣ ?
ଉତ୍ତର- ପାଞ୍ଚାଳି ।
୧୫- ଅର୍ଜୁନଙ୍କ ଶଙ୍ଖର ନାମ କଣ ?
ଉତ୍ତର- ଦେବଦତ୍ତ ।
୧୬- ଯୁଧିଷ୍ଠିରଙ୍କ ପରେ କିଏ ସିଂହାସନରେ ବସିଥିଲେ ?
ଉତ୍ତର- ପରୀକ୍ଷିତ ।
୧୭- ଗାନ୍ଧାରୀଙ୍କ ପିତାଙ୍କ ନାମ କଣ ?
ଉତ୍ତର- ସୁବଳ ।
୧୮- କୁରୁକ୍ଷେତ୍ର ଯୁଦ୍ଧର ଧାରା ବିବରଣୀ ଧୃତରାଷ୍ଟ୍ରଙ୍କୁ କିଏ ଦେଉଥିଲେ ?
ଉତ୍ତର- ସଞ୍ଜୟ ।
୧୯- କୌରବ ମାନଙ୍କ ମା କିଏ ?
ଉତ୍ତର- ଗାନ୍ଧାରୀ ।
୨୦- ଭୀଷ୍ମଙ୍କ ପ୍ରକୃତ ନାମ କଣ ?
ଉତ୍ତର- ଦେବବ୍ରତ ।
୨୧- ଦ୍ରୋଣାଚାର୍ଜ୍ୟଙ୍କ ପୁତ୍ରଙ୍କ ନାମ କଣ ?
ଉତ୍ତର- ଅଶ୍ଵଥମା ।
୨୨- ଅର୍ଜୁଙ୍କ ଧନୁର ନାମ କଣ ?
ଉତ୍ତର- ଗାଣ୍ଡିବ ।
୨୩- ଅରୁଣଙ୍କୁ ଗାଣ୍ଡିବ ଧନୁ କିଏ ଉପହାରରେ ଦେଇଥିଲେ ?
ଉତ୍ତର- ଅଗ୍ନିଦେବ ।
୨୪- ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ କଣ ?
ଉତ୍ତର- ପଞ୍ଚଜନ୍ୟ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।