ବେସନରେ ଏହା ମିଶେଇ ଲଗାଇ ଦିଅନ୍ତୁ, ବ୍ରଣ, କଳାଦାଗ, ଦୂର ହୋଇ ମୁହଁ କାଚ ଭଳି ଚମକିବ

ନମସ୍କାର ବନ୍ଧୁଗଣ । ଆଜିକାଲି ପ୍ରାୟତଃ ପୁଅ ହେଉ କି ଝିଅ ସମସ୍ତଙ୍କର ସ୍କ୍ଲିନ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ମୁହଁ ରେ କଳା ଦାଗ, ପିମ୍ପଲ, ବ୍ରଣ ଭଳି ସମସ୍ୟା ହେଉଛି । ଏଥିପାଇଁ କେତେ ଲୋକ ଡାକ୍ତର ଙ୍କ ପରାମର୍ଶ ନେଉଛନ୍ତି ତ ଆଉ କିଛି ଲୋକ ବଜାରରେ ମିଳୁଥିବା ପ୍ରଡ଼କ୍ଟ ର ବ୍ୟବହାର କରୁଛନ୍ତି । ଯାହା କାରଣରୁ ସ୍କିନ ସମସ୍ଯା ଅଧିକ ବଢି ଯାଉଛି ବଜାରର ପ୍ରଡ଼କ୍ଟ ବ୍ୟବହାର କରିବା କାରଣରୁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସ୍କିନ ସମସ୍ଯା ବା ପିମ୍ପଲ, କଳା ଦାଗ ଦୂର କରିବା ପାଇଁ ହୋମ ରେମେଡି ବିଷୟରେ । ଯାହାର ପ୍ରୟୋଗ କରିଲେ ସ୍କିନ ସମସ୍ଯା ଠିକ ହୋଇଯିବ ।

ଏହି ରେମେଡି ବନାଇବା ପାଇଁ 2 ଚାମଚ ବେସନ ନିଅନ୍ତୁ । ବେସନ ଭିତରେ ସ୍କିନ ୱ୍ହାଇଟନିଙ୍ଗ ତତ୍ଵ ଥାଏ । ଏହା ସହ ବେସନ ଆମ ସ୍କିନରେ ଥିବା ଦାଗ ଚିହ୍ନ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହା ପରର ଏକ ଚାମଚ ଅଟା ନିଅନ୍ତୁ । ଯାହା ସ୍କିନ କୁ ଗ୍ଲୋ କରିଥାଏ । ଏହା ପରେ ନିଅନ୍ତୁ ଅଧା ଚାମଚ ହଳଦୀ ପାଉଡର । ହଳଦୀ ଆମ ସ୍କିନରେ ଚମକ ଆଣିବା ସହ ଯେତେ ସବୁ ମଇଳା ଥାଏ ତାହାକୁ ରିମୁଭ କରିଥାଏ ।

ହଳଦୀ ସ୍କିନ ରୁ ପିମ୍ପଲ କୁ ଦୂର କରିଥାଏ । ଏହା ପରେ ଆଡ କରନ୍ତୁ ଅଧା ଚାମଚ ମହୁ । ଯାହା ସ୍କିନକୁ ଟାଇଟ ଓ ଗ୍ଲୋ କରିଥାଏ । ମହୁ ଆମ ସ୍କିନରେ ଜବରଦସ୍ତ ଲୁକ ଆଣିଥାଏ । ଏହା ପରେ କଞ୍ଚା କ୍ଷୀର ନିଅନ୍ତୁ । ଏଥିରେ ଲ୍ୟାକଟିକ ଏସିଡ ଥାଏ ଚେହେରା ରେ ଚମକ ଆଣିଥାଏ । ଯେତିକି ପରିମାଣର କ୍ଷୀର ଦରକାର ଏଥିରେ ଆଡ କରି ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏବେ ଆପଣଙ୍କର ଫେସ ପ୍ୟାକ ପ୍ରସ୍ତୁତ ହୋଇଗଲା । ଏହି ରେମେଡି ଲଗାଇବା ପୂର୍ବରୁ ଆପଣ ଫେସ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଆପଣ ନିଜ ମୁହଁ, ବେକ ରେ ଲଗାଇ ପାରିବେ । ଯାହା ଆପଣଙ୍କ ସ୍କିନ ରେ ବ୍ରାଇଟ ନେସ ଆଣି ଦେବ । ଏହାକୁ କିଛି ସମୟ ରଖିବା ପରେ ନରମାଲ ପାଣି ରେ ଧୋଇ ନିଅନ୍ତୁ ।

ଆପଣଙ୍କ ଫେସ ରେ ପ୍ରାକୃତିକ ଭାବେ ଗ୍ଲୋ ଆସିବ ଏହି ରେମେଡି ର ବ୍ୟବହାର କରିବା ଦ୍ଵାରା । ଏହି ରେମଡି ଟ୍ୟାନିକ କୁ ରିମୁଭ କରିବାରେ ସହାୟକ ହୋଇଥାଏ । ଆପଣ ଏହାକୁ ସପ୍ତାହ କୁ 3 ରୁ 4 ଥର ବ୍ୟବହାର କରନ୍ତୁ । ଆପଣ ଫେସ ରେ ଯାହା ବି ସବୁ ଦାଗ ଚିହ୍ନ, ପିମ୍ପଲ ଥିବ ତାହା ରିମୁଭ ହେବ । ଏହା ସହ ଦିନକୁ ଯେତେ ଅଧିକ ପାଣି ସେବନ କରିବା ଉଚିତ । ଏହା ଦ୍ଵାରା ସ୍କିନ ରେ ଗ୍ଲୋ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *