ସୂର୍ଯ୍ୟଙ୍କ ଗୋଚର କୁମ୍ଭ ରାଶି କୁ, 5ଟି ରାଶିରେ ମହା ପରିବର୍ତ୍ତନ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ଙ୍କ ବ୍ଯତୀତ ପୃଥିବୀ ରେ କୌଣସି ଜୀବ ଜନ୍ତୁ ଙ୍କ ଅସ୍ତିତ୍ଵ ସମ୍ଭବ ନୁହେଁ । ଏହାଙ୍କ ଠାରେ ଏପରି ଅପାର ଶକ୍ତି ରହିଛି ଯାହା ଦ୍ଵାରା କି ଅନ୍ୟ ଗ୍ରହ ମାନେ ଚଳାୟମାନ ହୋଇଥାନ୍ତି । ବୈଦିକ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ସୂର୍ଯ୍ୟ ଙ୍କୁ ସଫଳତା ପ୍ରଦାନକାରୀ, ରାଜପଦ ଓ ଗୌରବ ଦେବା ଭଳି ବିଭିନ୍ନ ସ୍ଥାନରେ ଉଚ୍ଚ ପଦ ପ୍ରାପ୍ତି ର କାରକ ବିଚାର କରାଯାଏ ।

ଆସନ୍ତା କାଲୀ ପବିତ୍ର କୁମ୍ଭ ସଙ୍କ୍ରାନ୍ତି ରେ ସୂର୍ଯ୍ୟ ଙ୍କ ଗୋଚର କୁମ୍ଭ ରାଶି ରେ ହେବାକୁ ଯାଉଛି । ଯାହା ଫଳରେ କିଛି ରଶିଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ସୂର୍ଯ୍ୟ ଙ୍କର ଏହି ଗୋଚରରେ ଗଭୀର ପ୍ରଭାବ ପଡିବାର ଅଛି । ଏହି ସମୟରେ ଆପଣଙ୍କୁ ସରକାରୀ କାର୍ଯ୍ୟ ରେ ପ୍ରବଳ ଲାଭ ମିଳିବାର ଦେଖା ଯାଉଛି ।

ଏହା ବ୍ୟତୀତ ଆପଣଙ୍କ ସ୍ଵଭାବରେ ଅତିରିକ୍ତ ଊର୍ଜା ର ପ୍ରଭାବ ରହିବ । ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖ ପୂର୍ଣ୍ଣ ଓ ଆନନ୍ଦଦାୟକ ରହିବ । ଆପଣଙ୍କ ଜୀବନରେ ଅଚାନକ ଧନ ଲାଭ ହେବ । ଯାହା କାରଣରୁ ଆପଣଙ୍କୁ ଅତ୍ୟନ୍ତ ଖୁସି ହେବେ ।

ବୃଷ ରାଶି : ସୂର୍ଯ୍ୟ ଆପଣଙ୍କର ରାଶି ର ୧୨ତମ ଭାବରେ ଚଳନ କରିବେ । ଯେଉଁ କାରଣରୁ ଆପଣଙ୍କର ବିଦେଶ ଯାତ୍ରା କରିବାର ଯୋଗ ବନୁ ଅଛି । ଯେଉଁ ଜାତକ ପ୍ରଥମ ରୁ ବିଦେଶ ରେ ରହୁଛନ୍ତି ସେମାନଙ୍କୁ କ୍ଯାରିୟର ରେ ଉନ୍ନତି ଦେଖିବାକୁ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୋଚର ଆପଣଙ୍କୁ ସତର୍କ ରହିବାର ଅଛି । ତେଣୁ ଖାଦ୍ଯପେୟ ଉପରେ ଧ୍ୟାନ ଦିଅନ୍ତୁ ।

ମିଥୁନ ରାଶି : ମିଥୁନ ରାଶିରେ ଏହି ଗୋଚର ବିଷୟରେ କହିବାକୁ ଗଲେ ସୂର୍ଯ୍ୟ ଆପଣଙ୍କର ରାଶିରେ ୧ତମ ଭାବରେ ଚଳନ କରିବେ । ଏହି ସମୟରେ ଆପଣଙ୍କର ଆୟରେ ବୃଦ୍ଧି ହୋଇପାରେ । ଏହା ସହ ସମାଜରେ ମାନ ସମାନ ବଢିବ । ଆପଣଙ୍କୁ ବଡ ଖୁସି ଖବର ମିଳିପାରେ । ଯାହା ଆପଣଙ୍କୁ ସନ୍ତାନ ଙ୍କ ଠାରୁ ମିଳିପାଏ ।

କର୍କଟ ରାଶି : ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଙ୍କ ଏହି ଗୋଚର କୁ ଅବଲୋକନ କରାଯାଏ ତେବେ ସୂର୍ଯ୍ୟ ଆପଣଙ୍କ ରାଶିରେ ୧୦ମ ଭାବରେ ଚଳନ କରିବେ । ଯେଉଁ କାରଣରୁ ଆପଣଙ୍କୁ ଏହାର ଶୁଭ ରାଭବ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପଦ ବୃଦ୍ଧି ହୋଇପାରେ । ସୂର୍ଯ୍ୟ ଙ୍କ ଗୋଚର କାରଣରୁ ଆପଣଙ୍କର ପାରିବାରିକ ଜୀବନ ସୁଖମୟ ରହିବ ।

ସିଂହ ରାଶି : ସୂର୍ଯ୍ୟ ଆପଣଙ୍କ ରାଶିରେ ଚଳନ କରିଛନ୍ତି । ଯେଉଁ କାରଣରୁ ସମାଜରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ଏବ । ଭାଗ୍ଯ ବଳରେ ଆପଣଙ୍କର ସ୍ଥିତି ଅନୁକୂଳ ହେବ । ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଜନକ ରହିବ । ସମାଜ ଆଗରେ ସକ୍ରିୟତା ବଢାଇବା ପାଇଁ ଆପଣ ଦାନ ଦକ୍ଷିଣା ରେ ବି ଆଗରେ ରହି ପାରନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *