ଋଣ କରିଛନ୍ତି କି ? ସୁଝି ପାରୁ ନାହାନ୍ତି ? କରନ୍ତୁ ଏହି ଉପାୟ 100% ମିଳିବ ଲାଭ

ବନ୍ଧୁଗଣ ଆଜିକାଲି ଲୋକମାନେ କରଜ କୁ ନେଇ ଚିନ୍ତାରେ ରହୁଛନ୍ତି । ବିଭିନ୍ନ ସୂତ୍ରରୁ ଧନ ଅଧିକ ଖର୍ଚ୍ଚ ହେବ । ଆରଣ ଆଜିର ସମୟରେ ରୋଜଗାର କରିବା ସହଜ କିନ୍ତୁ ଟଙ୍କା ସ୍ନାଚୟ କରିବା ଭାରି କଷ୍ଟ ହୋଇଗଲାଣି । ତେଣୁ ମଣିଷଙ୍କୁ ସବୁବେଳେ ଚେଷ୍ଟା କରିବା ଉଚିତ ଧାର, କରଜ, ଲୋନ ନ କରିବା ପାଇଁ । ଧାର କରଯ ଠାରୁ ସବୁବେଳେ ମୁକ୍ତି ପାଇବାକୁ ଚେଷ୍ଟା କରିବା ଉଚିତ ।

ଏହା ଦ୍ଵାରା ଅଶାନ୍ତିର ବାତାବରଣ, କଳି ଝାଗଡା ହେବ । ଆଜି ଆମେ ଆପଣଙ୍କୁ କରଜ ରୁ ମୁକ୍ତି ପାଇବାକୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । କରଜ ରୁ ମୁକ୍ତି ପାଇବାକୁ ହେଲେ ରୁଦ୍ରାକ୍ଷ ମାଳା ରେ 108 ଥର ଏହି ମନ୍ତ୍ର ଜପ କରିବାକୁ ହେବ । ସେହି ମନ୍ତ୍ରଟି ହେଉଛି ଓମ ଋଣ ମୁକ୍ତେସ୍ବର ମହାଦେବାୟ ନମହ, ଓମ ମଙ୍ଗଳ ମୂର୍ତ୍ତି ନମହ, ଓମ ଗଙ୍ଗ ରୁଣ ହର୍ତ୍ତାୟ ନମହ ।

ଏହି ମନ୍ତ୍ର ଜପ କରିବା ଦ୍ଵାରା ରୁଣ ଆସେ ଆସ୍ତେ ସୁଝିବାରେ ଲାଗିବ । ଦ୍ଵିତୀୟ ଓ ତୃତୀୟ ମନ୍ତ୍ରଟି ପ୍ରତିଦିନ 108 ଥର ଜପ କରନ୍ତୁ ଯାହା ଭଗବାନ ଗଣେଶଙ୍କର ମନ୍ତ୍ର । କେବେବି ମଙ୍ଗଳବାର ଦିନ ଲୋନ, ଧାର, କରଜ କରନ୍ତୁ ନାହି । ଏହି ଦିନ ଟଙ୍କା କାହାକୁ ଦେଇପାରିବେ କିନ୍ତୁ କାହା ଠାରୁ ଆଣିବେ ନାହି । ଯଦି ଆପଣ କାହା ଠାରୁ ଟଙ୍କା ଉଧାର ନେବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ନିଅନ୍ତୁ ।

ପ୍ରଥମ କିସ୍ତି ମଙ୍ଗଳବାର ଦିନ ଆରମ୍ଭ କରିଲେ କରଜ ଜଲ୍ଦି ସୁଝିଯିବ । କରଜ ମୁକ୍ତି ପାଇଁ ରୁଣ ମୋଚନ ପାଠ କରନ୍ତୁ । କରଜ ମୁକ୍ତି ପାଇଁ ନାଲି ମସୁର ଡାଲି ପ୍ରତେକ ଦିନ ଅସହାୟ ଲୋକଙ୍କୁ ଦାନ କରିପାରିବେ । ମଙ୍ଗଳବାର ଦିନ କରିଲେ ଲାଭଦାୟକ ହେବ । ଆପଣଙ୍କର ଘରର ଐଶାନ୍ୟ କୋଣ ସବୁବେଳେ ସଫା ସୁତୁରା ରଖନ୍ତୁ । ଏହା ଦ୍ଵାରା କରଜ ଜଲ୍ଦି ସୁଝିଯିବ ।

ବୁଧବାର ଦିନ ଅଧ କିଲୋ ମୁଗ ଆଣି ତାକୁ ସୁଝାଇ ଗୋ-ମାତା ଙ୍କୁ ଖାଇବାକୁ ଦେଇ ପାରିବେ । ଏହା ଦ୍ଵାରା କରଜ ରୁ ମୁକ୍ତି ପାଇ ପାରିବେ । ସୋରିଷ ତେଲ ର ଦୀପ ନେଇ ତାକୁ ଜଳାଇ ତା ଉପରେ ଢାଙ୍କୁଣୀ ନେଇ ସନ୍ଧ୍ୟା ସମୟରେ ନଦୀ ପାଖରେ ଦୀପ କୁ ମାଟିରେ ପୋତି ଦେବେ । ଏହି ଉପାୟ ଟି ଆପଣ ଶନିବାର ଦିନ କରନ୍ତୁ । ନିଶ୍ଚୟ କରଜ ସୁଝିଯିବ ।

ଯଦି ଆପଣଙ୍କର ବହୁତ କିଛି ଉପାୟ କରିବା ବେଳେ କରଯ ସୁଝିପାରୁ ନାହାନ୍ତି ତେବେ ଶନିବାର ଦିନ ମୁଖ୍ୟ ଦ୍ଵାରା ଆଗରେ ଘୋଡାନାଲ ୟୁ ଭାବେ ଲଗାନ୍ତୁ । ଏହାକୁ ପୂଜା କରିବା ଦ୍ଵାରା କରଯ ରୁ ମୁକ୍ତି ପାଇପାରିବେ । ମଙ୍ଗଳବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ମସୁର ଡାଲି ଅରପଣ କରିବା ସହ ଓମ ଋଣ ମୁକ୍ତେସ୍ବରାୟ ନମହ ଜପ କରନ୍ତୁ । ଦେଖିବେ ନିଶ୍ଚୟ କରଯ ସୁଝିଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *