ପ୍ରତିଦିନ 2ଟି ଲେଖାଏଁ ଗୋଲମରୀଚ, ସାକାଳୁ ଖାଲି ପେଟରେ ଖାଇଲେ ମିଳିଥାଏ ଏହି 3ଟି ରୋଗରୁ ମୁକ୍ତି

ବନ୍ଧୁଗଣ ଆପଣ ମାନେ ଗୋଲମରୀଚ ବିଷୟରେ ନିହାତି ଜାଣିଥିବେ ଆଉ ଦେଖିଥିବେ ମଧ୍ୟ । ଏହାର ବ୍ଯବହର ଖାଦ୍ଯ ବନାଇ ବାରେ ହୋଇଥାଏ । ଏମିତିକି ଏହାକୁ ମାସଲା ଭାବେ ମଧ୍ୟ ବ୍ୟବହାର କରା ଯାଇଥାଏ । ଏହା ବ୍ଯତୀତ ଗୋଲମରୀଚ କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ରେ ମଧ୍ୟ ପକା ଯାଇଥାଏ । ଏହା ଖାଦ୍ୟ କୁ ସ୍ଵାଦିଷ୍ଟ ଓ ରାଗ ବନାଇ ଥାଏ ।

ଏଥିରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଛି ଯାହା ଶରୀର ସହ ଜଡିତ ବିଭିନ୍ନ ରୋଗ ଦୂର ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳୁ ଖାଲି ପେଟରେ 2ଟି ଗୋଲମରୀଚ ର ସେବନ ଦ୍ଵାରା କେଉଁ କେଉଁ ଲାଭ ମିଳିଥାଏ । 1- ଏମିତିରେ ଦେଖିବାକୁ ଗଲେ ଗୋଲମରୀଚ ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମିଳିଥାଏ । ଆଜିକାଲି ପ୍ରାୟତଃ କ୍ୟାନ୍ସର ରୋଗ ଅନେକ ଲୋକ ଙ୍କ ଠାରେ ଦେଖା ଯାଉଛି ।

ଯାହା ପାଇଁ ଅନେକ ଲୋକଙ୍କର ଜୀବନ ଚାଲି ଯାଉଛି । କିନ୍ତୁ ଗୋଲମରୀଚ ସେବନ କରିବା ଦ୍ଵାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି ହୁଏ ନାହି । ଗୋଲମରୀଚ ର ସେବନ କରିବା ଦ୍ଵାରା କ୍ୟାନ୍ସର ସେଲ ନଷ୍ଟ ହୋଇଯାଏ । ଯାହା ଫଳରେ କ୍ୟାନ୍ସର ରୋଗ ହେବାର ସମ୍ଭାବନା ବହୁତ କମ ଥାଏ ।

2- ପ୍ରତି ଦିନ ସକାଳୁ 2ଟି ଲେଖାଏଁ ଗୋଲମରୀଚ କୁ ଗୁଣ୍ଡ କରି ଏହାର ଗୁଣ୍ଡ କୁ ଗରମ ପାଣି ରେ ମିଶାଇ ସେବନ କରିବା ଦ୍ଵାରା ଶରୀର ରେ ମେଟାବୋଲିଜିମ ର ନିର୍ମାଣ ହୋଇଥାଏ । ଯାହା ଦ୍ଵାରା ଆଣକ ଶରୀର ରେ ଚର୍ବି କୁ ଶେଷ କରିଥାଏ । ଆପଣଙ୍କ ଶରୀର ରେ ଜମା ଥିବା ଚର୍ବି ତରଳିବାରେ ଲାଗିଥାଏ 2ଟି ଲେଖାଏଁ ଗୋଲମରୀଚ ଖାଇବା ଦ୍ଵାରା ।

3- ଆମ ଶରୀର ରେ ଇମ୍ୟୁନିଟି ସିଷ୍ଟମ ଠିକ ରହିବା ବହୁତ ଜରୁରୀ ଅଟେ । ଯାହା ଦ୍ଵାରା ଆମେ ଅନେକ ପ୍ରକାରର ରୋଗ ରୁ ରକ୍ଷା ପାଇଥାଉ । ଗୋଲମରୀଚ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଶରୀର ର ଇମ୍ୟୁନିଟି ସିଷ୍ଟମ କୁ ବାଲାନ୍ସ ରଖିବାରେ ସାହାଜ୍ୟ କରିଥାଏ । ଯଦି ଆପଣ ପ୍ରତି ଦିନ 2ଟି ଲେଖାଏଁ ଗୋଲମରୀଚ ମହୁ ସହ ସେବନ କରିବେ ତେବେ ଏହା ଦ୍ଵାରା ଆପଣଙ୍କ ଶରୀର ରେ ରୋଗ ପ୍ରତି ରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ ।

ଯାହା ଦ୍ଵାରା ଶରୀର ରୁ ଅନେକ ରୋଗ ଦୂର ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ନିଶ୍ଚୟ ପ୍ରତି ଦିନ ଗୋଲମରୀଚ ଖାଆନ୍ତୁ । ଦେଖିବେ ଆପଣଙ୍କ ଶରୀର ର ଅନେକ ରୋଗ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *