ବିରଳ ମହା ଶିବରାତ୍ରୀ (ଜାଗର), ଏହି 5ଟି ରାଶିରେ ବିଶାଳ ରାଜଯୋଗ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ!

ବନ୍ଧୁଗଣ ୧୦୧ ବର୍ଷ ପରେ ଚଳିତ ବର୍ଷ ମହାଶିବରାତ୍ରି ରେ ପଡୁଅଛି ଅଦଭୁତ ମହା ସଂଯୋଗ । ଯାହା ଫଳରେ ୫ଟି ରାଶିଙ୍କୁ ମିଳିବ ଅତ୍ୟନ୍ତ ଶୁଭ ଫଳ । ଭଗବାନ ଭୋଳାନାଥଙ୍କୁ ଦେବଙ୍କ ଦେବ ମହାଦେବ, ନୀଳକଣ୍ଠ, ଭୋଳାନାଥ, ଶଙ୍କର, ଭୋଳା ଭଣ୍ଡାରି, ବିଶ୍ଵନାଥ, ମହେଶ୍ଵର ନାମରେ ଜଣାଯାଏ । କୁହାଯାଏ ଶ୍ରଦ୍ଧାରେ ଯିଏ ବି ଭୋଳାନାଥଙ୍କ ପୂଜା କରିଥାଏ ଜାଗର ପର୍ବ ଦିନ ତାଙ୍କୁ ମନ ବାଞ୍ଛିତ ଫଳ ମିଳିଥାଏ ।

ଭଗବାନ ଶିବ ନିଜ ଭକ୍ତଙ୍କୁ ସମୟାରୁ ସଂହାର କରିଥାନ୍ତି । ଭଗବାନ ଶିବଙ୍କ ଆରାଧନାର ବିଶେଷ ପର୍ବ ମହାଶିବରାତ୍ରି ଅଟେ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ । ବୃଷ ରାଶି : ବୃଷ ରାଶିର ଜାତକଙ୍କୁ କହି ରଖୁଛୁ ଯେ ମହାଦେବଙ୍କ କୃପା ଆପଣଙ୍କ ଉପରେ ମହା ଶିବରାତ୍ରି ଠାରୁ ବନୁ ଅଛି । ଅପାନ ଧନ ପ୍ରାପ୍ତି କରିବେ । ଇନକମରେ ଜବରଦସ୍ତ ଲାଭ ହେବ । ଧନର ବୃଦ୍ଧି ହେବାରୁ ଆପଣଙ୍କୁ କେହି ରୋକିପାରିବେ ନାହି । ଯେଉଁ ବିଜନେସ ଚାଲିଛି ଆପଣଙ୍କୁ ଦୁଇ ଗୁଣା ଧନ ଲାଭ ହୋଇପାରେ ।

ସିଂହ ରାଶି : ଏହି ଥର ଜାଗର ପର୍ବ ଠାରୁ ଆପଣଙ୍କ ଉପରେ ଭୋଳାନାଥଙ୍କ କୃପା ବର୍ଷୀବାକୁ ଯାଉଛି । ଏଥିପାଇଁ ମହା ଶିବରାତ୍ରି ପର୍ବ ଥର ଆପଣ ଧନରେ ମାଲାମାଲ ହେବେ । ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଏହି ସମୟରେ ନୂଆ ବ୍ୟାପାର ବା ଚାକିରି ପ୍ରମୋଶନ ଚାହୁଁ ଛନ୍ତି ସେଥିରେ ବୃଦ୍ଧି ଦେଖିବାକୁ ମିଳିବ । ପୁରୁଣା କାମ ଆପଣଙ୍କର ହୋଇଯିବ ।

କନ୍ୟା ରାଶି : ମହାଦେବଙ୍କ କୃପାରୁ ଜାଗା ଠାରୁ ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ । ଅଧୁରା କାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ । ଆପଣଙ୍କୁ ଧନର ଲାଭ ହେବ । ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କର ଅଟକିଥିବା କାମ ଚାଲୁ ହେବାର ଲାଗିବ ।

ତୁଳା ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ଏବେ ବର୍ଷୀବାକୁ ଯାଉଛି । ଅନେକ ଜାଗାରୁ ଧନ ଲାଭ ହେବ । ବ୍ୟାପାରରେ ବୃଦ୍ଧି ଦେଖାଯିବ । ବଡ କମ୍ପାନୀ ରୁ ଆପଣଙ୍କୁ ଚାକିରି ଅଫର ଆସିପାରେ । ନୂଆ ଘର, ଜମି ବା ବହନ କିଣିପାରନ୍ତି । ଦାଂପତ୍ଯ ଜୀବନରେ ସୁଧାର ହେବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତଭେଦ ଦୂର ହେବ ।

କୁମ୍ଭ ରାଶି : ମହା ଶିବରାତ୍ରି ଦିନ ଠାରୁ ଆପଣଙ୍କୁ ଧନର ଲାଭ ଦେଖିବାକୁ ମିଳିବ । ଆପଣଙ୍କର ଆୟରେ ଜବରଦସ୍ତ ଲାଭ ମିଳିପାରେ । ଅଟକିଥିବା ଧନ ମିଳିପାରେ । ବ୍ଯାଙ୍କ ରୁ ଲୋନ ମଞ୍ଜୁର ହେବ । ଆପଣଙ୍କର ଘର ପରିବାରରେ ଖୁସି ଦେଖିବାକୁ ମିଳିବ । ଘରେ ଧାର୍ମିକ ଓ ଶୁଭ କାର୍ଯ୍ୟ ହେବ । ଅବିବାହିତା ଯୁବକ ଯୁବତୀ ଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *