ସୂର୍ଯ୍ୟାସ୍ତ ସମୟରେ କେହି କେତେବି କହିଲେ କରନ୍ତୁ ନାହିଁ ଏହି 3ଟି କାମ, ନଚେତ….

ଆପଣ ଜାଣିଥିବେ କି ପ୍ରତେକ ମଣିଷ ର ଜୀବନ ର ଆରମ୍ଭ ହେଉଛି ସକାଳ । ତେବେ ଆମେ ଜାଣିଛେ କି ରାତିରେ ଆମେ ଶୋଇବା ର ମାନେ ହେଉଛି କି ଆମେ ମୃତ ଯେତେବେଳେ ଆମ ଆଖି ଫିଟି ଥାଏ । ଆମେ ସକାଳ କୁ ଦେଖି ଥାଉ ସେତେବେଳେ ଜଣା ପଡି ଥାଏ କି ଆମେ ବଞ୍ଚିଛୁ । ଯଦି ଆମେ ଜାଣିବା କି କଣ କଣ କରିବା ମନା ହୋଇ ଥାଏ ସନ୍ଧ୍ୟା ସମୟରେ ।

ଆମେ କହିଲୁ କି ଆମେ ସକାଳ କୁ ଜିଅବନର ଆରମ୍ଭ ବୋଲି କୁହା ଯାଇଥାଏ । ତେବେ ଯଦି ଆମେ ଦେଖିବା ଏହା ପରେ ଡ଼ିହିପର ହୋଇ ଥାଏ ଓ ଏହା ପରେ ହୋଇ ଥାଏ ସନ୍ଧ୍ଯା । ଏହା ପରେ ଆସିଥାଏ ରାରି । ତେବେ ବହୁ ଜାଗାରେ କିଛି କଥା ଅଛି ମାତ୍ର ଏହାକୁ କିଛି ଲୋକମାନେ ମାନି ନଥାନ୍ତି । ଯଦି ଆମେ ଦେଖିବା ପାଇଁ ଜୀବ ଦେଖିବା କି ଏହା ସକାଳର ଅନ୍ତ ଓ ରାତିର ଆରମ୍ଭ ହୋଇ ଥାଏ ।

ଏହି ସମୟ ନା ହି ଆଗକୁ ଯାଇ ଥାଏ ନା ହି ପଛକୁ ଆସିଥାଏ । ଯଦି ଆମେ ଏହାକୁ ଦେଖିବା ତାହେଲେ ଏହା ଖୁବ ସୁନ୍ଦର ଦ୍ରୁଶ୍ଯ ଦେଇ ଥାଏ । ସକାଳ ର ସୂର୍ଯ୍ୟ ଧୀରେ ଧୀରେ ଚାଲି ଯାଉ ଥାଏ ଓ ସନ୍ଧ୍ୟା ଧୀରେ ଧୀରେ ଆସି ଥାଏ । ଆମେ ଯେତେବେଳେ ଏହି ଦ୍ରୁଶ୍ଯ କୁ ଦେଖି ଥାଉ ମନରେ ଏକ ଶାନ୍ତି ଆସିଥାଏ । ତେବେ କିଛି ଜିନିଷ କିମ୍ବା କାମ ଅଛି ଆମେ ଯାହାକୁ ଏହି ମୁହୂର୍ତ ରେ କରିବା ଅନୁଚିତ ଅଟେ ।

ତେବେ ଆସନ୍ତୁ ଜାଣିବା ଏଭଳି କରିଇବା ଦ୍ଵାରା କଣ ହୁଏ । ଦେଖନ୍ତୁ ଯାହା କରିବା ପାଇଁ ମନା କରା ଯାଇଛି ତାକୁ କରିଲେ ମା ଲକ୍ଷ୍ମୀ ଙ୍କ କୋପର ସାମନା କରିବାକୁ ପଡିବ । ଦେଖିବାକୁ ଗଲେ । ସୂର୍ଯ୍ୟାସ୍ତ ପରେ ଆପଣ ଖାଇବା ଉଚ୍ଚିତ ନୁହେଁ । ଆପଣ ଯଦି ଖାଇବେ ଡ଼ିହିପାରେ ଖାଇ ନିଅନ୍ତୁ ଏହି ସମୟରେ ଶୋଇବା ମନା ହୋଇ ଥାଏ ।

ତେଣୁ ଏହି ସମୟରେ ଆପଣ ବୁଲିବା ଅଥବା କିଛି ଖେଳ ଖେଳିବା ଭଲ ହୋଇ ଥାଏ । ଏହି ସମୟରେ ଦାଢି କାଟିବା, ଚୁଟି କାଟିବା, ନଖ କାଟିବା ମନା ହୋଇ ଥାଏ । ଏହି ସମୟରେ ଆପଣ ତୁଲସୀ ଗଛକୁ ଛୁଇଁ ବା ମନା ହୋଇ ଥାଏ । ଆମେ ତୁଲସୀ ଗଛ କୁ ପାଣି ଦେଇ ଥାଉ । ଆମେ ଗଛକୁ ପୂଜା କରି ଥାଉ ସକାଳେ ।

ମାତ୍ର ଏହା କୁ ସୂର୍ଜ୍ୟାସ୍ଥ ପରେ ଛୁଇଁବା ମନା ହୋଇ ଥାଏ । ଏହା ସହ ଘର ଝାଡିବା କିମ୍ବା ସଫା କରିବା ପାଇଁ ମନା କରା ଯାଇଥାଏ । ଏହି ସମୟରେ ଆପଣ ଘରୁ ପଇସା କାଢି ଦେବା ମଧ୍ୟ ଅନୁଚିତ । ତେବେ ଏହାକୁ ନ ମାନି କାମ କରୁଥିବା ବ୍ୟକ୍ତି ମାନଙ୍କ ଘରେ ମା ଲକ୍ଷ୍ମୀ ରହି ନଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *