କେବଳ 2 ମିନିଟରେ ହଳଦିଆ ଦାନ୍ତକୁ ମୋତି ଭଳି ଚମକାଇ ଦେବ ଏହି ଉପାୟ- Health Tips

ଆମେ ପିଲା ଦିନୁ ପଢୀ ଆସିଛୁ କି ଆମେ ଆମର ଶରୀର ର ଯତ୍ନ ନେବା ଆବଶ୍ୟକ । ଏହାର ଅର୍ଥ କୁହା ଯାଏ କି ଯଦି ଆମେ ଆମ ଶରୀର ର ଯତ୍ନ ନେବାଣୀ ତେବେ ଏହା ଖୁବ କ୍ଷତି କାରକ ପ୍ରମାଣିତ ହେବ ଆମ ପାଇଁ । ଆମ ଶରୀରରୁ ଖରାପ ବାସ୍ନା ଆସିବା ସହ ଖୁବ ଅସନା ମଧ୍ୟ ଲାଗି ଥାଏ । ଏଭଳି ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ନିଜ ଶରୀରର ପ୍ରକୃତ ଯତ୍ନ ନିଅନ୍ତି ନି ।

ସେମାନେ ଖୁବ କଷ୍ଟ ପାଇ ଥାନ୍ତି । ତେବେ କୁହା ଯାଏ କି ସୁସ୍ଥ ଓ ସୁନ୍ଦର ଶରୀରରେ ଭଗବାନ ଙ୍କ ବାସ କରା ଯାଏ । ତେବେ ଆଜି କାଲିର ପିଲା ମାନେ ଖୁବ ଅଳସୁଆ ହୋଇ ଗଲେଣି ସେମାନେ ନିଜ କାମ କରିବା ଅପେକ୍ଷା ଏହା ଠାରୁ ଅନେକ ଦୂରେଇ ରହିଥାନ୍ତି । ତେବେ ଯଦି ଆମେ ଦେଖିବା ପାଈଁ ପିଲା ମାନେ ଛୋଟ ଥିଲା ବେଳେ ନିଜକୁ ଖୁବ ଅପରିଷ୍କାର କରିଥାନ୍ତି ।

ଜେଭଳି ଭାବେ ସେମାନେ ବଡ ହୋଇ ଥାନ୍ତି ସେମାନେ ବଦଳି ଯାଇଥାନ୍ତି । ତେବେ ଯଦି ଆମେ କହିବାର ଅର୍ଥ ହେଉଛି କି ପିଲା ମାନେ ଜେଭଳି ଭାବେ ବଡ ହୋଇ ଥାନ୍ତି ସେହି ଭଳି ସେମାନେ ନିଜର ଦାଇତ୍ଵ ନେବା ପାଇଁ ଖୁବ ଅଳସୁଆ ହୋଇ ଥାନ୍ତି । ଏହା ପାଇଁ ସେମାନଙ୍କୁ ପରେ ଡାକ୍ତର ପାଖକୁ ନେଇକି ଯାଇଥାନ୍ତି ସେମାଙ୍କ ବାପା ମା ମାନେ । ପିଲା ମାନେ କିଛି ଦିନପରେ ଭଲ ହୋଇ ଯାଇଥାନ୍ତି ଓ ଏହା ପରେ ପୁଣି ସେହି କାମ ।

ଆପଣ ମାନେ ତ ଜାଣିଥିବେ କି ପିଲା ମାନେ ମିଠା ଖାଇବା ପାଇଁ କିଭଳି ଭାବେ ଭଲ ପାନ୍ତି । ତେବେ ସେମାନେ ଅଧିକ ସମୟରେ ଖୁବ ଅଧିକ ମିଠା ଖାଇ ନିଜ ଦାନ୍ତ କୁ ଖରାପ କରି ଦେଇ ଥାନ୍ତି । ଦାନ୍ତ ଆମର ଏକ ଅଭଳି ଅଙ୍ଗ ଅଟେ ଯାହା ଆମକୁ ଦେଖାଇ ଥାଏ କି ଆମେ ହସିଲେ କିଭଳି ସୁନ୍ଦର ଦେଖା ଯାଉ । କିଛି ଲୋକ ମାନେ ନିଜ ଦାନ୍ତ କୁ ଖୁବ ଭଲ ଓ ସଫା ରଖୀ ଥାନ୍ତି । ସେମାନେ ନିଜକୁ ସବୁଙ୍କ ଆଗରେ ଖୁବ ଭଲ ଭାବେ ଉପସ୍ଥାପନା କରୀ ପାରନ୍ତି ।

ଯେଉଁ ମାନଙ୍କ ଦାନ୍ତରେ ଖୁବ ଅନେକ ଦିନର ମଇଳା ଜମି ଯାଇ ଥାଏ । ଓ ସେମାନେ ଏହାକୁ ସଫା କରିବା ପାଇଁ ଦାନ୍ତ ଡାକ୍ତର ଙ୍କ ପାଖକୁ ଯାଇ ଥାନ୍ତି । ସେମାନଙ୍କୁ ଡାକ୍ତର ମାନେ ସଫା କରିବା ପରେ ମଧ୍ୟ କିଛି ଦିନପରେ ଏହା ପୁନଃ ସେହି ଭଳି ହୋଇ ଯାଇ ଥାଏ । ତେବେ ଆମେ କିଭଳି ଘରୋଇ ଉପଚାର ଦ୍ଵାରା ନିଜ ଦାନ୍ତକୁ ସଫା କରି ପାରିବା । ତେବେ ଆପଣ ପ୍ରଥମେ କିଛି ମିଠା ସୋଢା ନିଅନ୍ତୁ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ ।

ଏବେ ଆପଣ ଏହାକୁ ଭଲ ଭାବେ ଫେଣ୍ଟି ନିଅନ୍ତୁ ଦେଖିବେ ଏହା ଫେଣ ଭଳି ହୋଇ ଜିଆବ ଓ ଏହା ପରେ ଆପଣ ଏହାକୁ ଭଲ ଭାବେ ଘଷି ନିଜ ଦାନ୍ତକୁ ସଫା କରି ନିଅନ୍ତୁ ଯେମିତିଆ ମଇଳା ଥିଲେ ଏହା ଦାନ୍ତକୁ ସଫା କରି ଦେଇ ଥାଏ । ଏହାକୁ ଆପଣ କିଛି ଦିନ ଯାଏ କରିବେ ଓ ଏହା ପରେ ଆପଣ ଏହାକୁ କିଛି ଦିନ ଅନ୍ତରରେ କାଲେ ମଧ୍ୟ ଚଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *