ସ୍ଵାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀ କୁ ଦିଏ ନାହିଁ । ତାହା କଣ ? ଏହା ସହ 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା । 1- ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକ ମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର- ଜନ୍ମ ଦିନ କେକ ।

2- ଫୁଲ ପରି ସେ ଅନେକ ଫୁଲ ରାତିରେ ଝଲକେ ଦିନେ ନାହିଁ ?

ଉତ୍ତର- ତାର ।

3- ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର । ଭୁଇଁରେ ସୁଏ ଗୋଡେଇ ଖାଏ ସଭିଙ୍କ ମନରେ ଡର । କୁହ ମୁଁ କିଏ ?

ଉତ୍ତର- କୁମ୍ଭୀର ।

4- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ କେବଳ ବର୍ଷକୁ ଥରେ କିଣିଥାନ୍ତି ?

ଉତ୍ତର- ରାକ୍ଷୀ ।

5- ନୂଆ ନୂଆ ଭାରି ଆଦର ନୂଆ ରୁ ପୁରୁଣା ହେଲେ ତୁଠ ପଥର । ଏହାର ଉତ୍ତର କଣ ?

ଉତ୍ତର- ନୂଆ କରିଆ ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ ।

6- ଘରେ ନ ପଶୁଣୁ ବାଜିଲା ଚାଳ ଏକି ରହିବ ମୁଣ୍ଡରେ ବାଳ ? କୁହ କଣ ?

ଉତ୍ତର- କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖାଦେବା ।

7- ଆଶା କରିଥିଲି ତତେ କାଉ କୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମତେ ? କୁହ କଣ ?

ଉତ୍ତର- ସ୍ଵାର୍ଥ ପାଇଁ ଠକି ଦେଇ ଯିବା ।

8- କଣ ଦାନ କରିଲେ ବଢିଥାଏ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ବିଦ୍ୟା ବା ଜ୍ଞାନ ।

9- ଏମିତି କଣ ଆସି ଯାହାକୁ ଝିଅ ମାନେ ଦେଖେଇକି ବୁଲନ୍ତି କିନ୍ତୁ ପୁଅ ମାନେ ଲୁଚେଇକି ବୁଲନ୍ତି ?

ଉତ୍ତର- ପର୍ସ ।

10- ପାଣିରୁ ଜନ୍ମ ପାଣି ଛୁଇଁନି ଛୁଇଁ ଦେଲେ ତାକୁ ମୁଁ ରୁହେନି । କୁହ ମୁଁ କିଏ ?

ଉତ୍ତର- ଲୁଣ ।

11- ହାତ ଅଛି ଗୋଡ ନାହିଁ ନାହିଁ ତାର ମଥା ମଣିଷକୁ ଗିଳି ଦଉଛି ଏ କି ବିଚିତ୍ର କଥା ? ଏହାର ଅର୍ଥ କଣ ?

ଉତ୍ତର- ଟି-ସର୍ଟ ।

12- କେତେବେଳେ କିଏ ପଳା କେତେବେଳେ ପିଏ ନାଲି ପେଟ ଶୁଖିଗଲେ ତାର ଆଉ ନ ପାରଇ ଚାଲି ?

ଉତ୍ତର- କଲମ ।

13- ସ୍ଵାମୀ ସ୍ତ୍ରୀ କୁ ଦିଏ ସ୍ତ୍ରୀ ସ୍ଵାମୀ ଦିଏ ନାହିଁ । ତାହା କଣ ?

ଉତ୍ତର- ସର ନେମ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *