ମାତ୍ର 2 ମିନିଟ ରେ ଦାନ୍ତ ବିନ୍ଧା, ପୋକ ଦାନ୍ତ, ମାଢି ଫୁଲା, ରକ୍ତ ପଡିବା ଭଲ ହୋଇଯିବ…

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଦାନ୍ତ ବିନ୍ଧା ସମସ୍ୟରେ ପୀଡିତ ହେଉଛନ୍ତି । ଯାହାକୁ ଦାନ୍ତ ବିନ୍ଧା ହୋଇଥାଏ ଅଧିକ କଷ୍ଟ ପାଇଥାଏ । ଏହା ଦୂର କରିବା ପାଇଁ ବିଭିନ୍ନ ଔଷଧର ସେବନ କରିଥାନ୍ତି । ଯାହା ଅଳ୍ପ ସମୟ ପାଇଁ ରିହାତି ଦେଇଥାଏ କିନ୍ତୁ ସଂପୂର୍ଣ୍ଣ ଠିକ ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରି ପୁରୁଣାରୁ ପୁରୁଣା ଦାନ୍ତ ବିନ୍ଧା ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଯିବ ।

ଦାନ୍ତ ବିନ୍ଧା ସମସ୍ଯା ମାତ୍ର 5 ମିନିଟ ରେ ଦୂର ହେବ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ପ୍ରଥମ ରେମେଡି ବନାଇବା ପାଇଁ ଆବଶ୍ୟକ ହେଙ୍ଗୁ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଅଳ୍ପ ହେଙ୍ଗୁ ପାଉଡର ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଚାମଚ ଲେମ୍ବୁ ରସ । ଏହି 2ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଏହାକୁ ଗରମ କରନ୍ତୁ ।

ଏବେ ଦାନ୍ତ ବିନ୍ଧା ହେଉଥିବା ଜାଗାରେ ତୁଳା ସାହାର୍ଯ୍ୟ ରେ ଲଗାଇ ରଖନ୍ତୁ । ଦାନ୍ତ ପୋକ ଖାଇଥିଲେ ତାହା ଦୂର ହେବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ପିଆଜ । ଯାହା ରୋଷେଇ ଘରୁ ଅତି ସହଜରେ ମିଳିଯିବ । ଯଦି ହେଙ୍ଗୁ ନାହିଁ ତେବେ ପିଆଜ ରେମେଡି ନିହାତି ପ୍ରୟୋଗ କରି ପାରିବେ । ଗୋଟେ ପିଆଜ ନେଇ ଏହାର ଚୋପା କାଢି ଛୋଟ ପିସ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହା ପରେ ଏହାକୁ ଛାଣି ନିଅନ୍ତୁ । ଏବେ ପିଆଜ ରସ କୁ ତୁଳା ସାହାର୍ଯ୍ୟ ରେ ଦାନ୍ତ ବିନ୍ଧା ହେଉଥିବା ଜାଗାରେ ଲଗାଇ ରଖନ୍ତୁ । ତୃତୀୟ ରେମେଡି ପାଇଁ ଆବଶ୍ୟକ ପିଜୁଳି ପତ୍ର । କିଛି ପିଜୁଳି ପତ୍ର ନିଅନ୍ତୁ । ଓ ଏହାକୁ ଭଲ ଭାବେ ଧୋଇ ଏହାକୁ ଚୋବାନ୍ତୁ । 2ରୁ 3ଟି ପିଜୁଳି ପତ୍ର ଚୋବାଇଲେ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଥାଏ । ପାଟି ଜନିତ ଅନେକ ସମସ୍ଯା ଦୂର କରିବା ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ ।

ଯଦି ପିଜୁଳି ପତ୍ର ଚୋବାଇ ପାରିବେ ନାହିଁ ତେବେ ପାଣି ରେ ଏହାକୁ ଫୁଟାନ୍ତୁ । ଏହା ପରେ ଏହି ପାଣି କୁ ଛାଣି ଅଳ୍ପ ଗରମ ଥିବା ବେଳେ ପାଟି ରେ କୁଲି କରନ୍ତୁ । ଦେଖିବେ ତୁରନ୍ତ ଦାନ୍ତ ବିନ୍ଧା ଭଳି ସମସ୍ଯା ଦୂର ହେବ । ଯଦି ଅଲସର ବା ପାଇରିୟା ଓ ମାଢି ଫୁଲା ଥିବ ତେବେ ତାହା ମଧ୍ୟ ଦୂର ହୋଇଥାଏ । ଏହା ବହୁ ପୁରାତନ କାଳ ରୁ ପାଟି ଜନିତ ସମସ୍ଯା ଦୁର କରିବା ପାଇଁ ପ୍ରୟୋଗ ହୋଇ ଆସୁଛି ।

ତେବେ ଆମେ ଏଠାରେ 3 ପ୍ରକାରର ଘରୋଇ ଉପଚାର ବିଷୟରେ କହିଲୁ । ଯାହାର ପ୍ରୟୋଗ କରିଲେ ତୁରନ୍ତ ଦାନ୍ତ ବିନ୍ଧା ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *