ସ୍ଵାମୀଙ୍କ ହୃଦୟରେ ରାଜ କରିଥାନ୍ତି ଏହି 6 ନାମର ଝିଅ- Jyotisha Shastra

ନମସ୍କାର ବନ୍ଧୁଗଣ, ଯୁବା ଅବସ୍ଥାକୁ ଆସିବା ପରେ ସବୁ ଝିଅ ଓ ପୁଅ ମାନଙ୍କର ଗୋଟିଏ ହିଁ ସ୍ଵପ୍ନ ଥାଏ ଭଲ ଜୀବନସାଥୀଟିଏ ପାଇବା ପାଇଁ ଯାହା ସହ ସାରା ଜୀବନ ଗୋଟିଏ ଖୁସିର ସ୍ଵପ୍ନ ଦୁନିଆ ତିଆରି କରିପାରିବେ । ସବୁ ଝିଅଙ୍କର ଇଚ୍ଛା ଥାଏ ତାଙ୍କ ସ୍ଵାମୀଙ୍କ ହୃଦୟରେ ଖାସ ଜାଗା ପାଇବା ପାଇଁ । ତେବେ ଆଜି ଆମେ ସେହି ଭାଗ୍ୟଶାଳୀ ଝିଅ ମାନଙ୍କ ନାମ ଜଣାଇବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀଙ୍କ ହୃଦୟରେ ସାରା ଜୀବନ ରାଜ କରିଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

B: ଏହି ନାମର ଝିଅ ନିଜ ଘର ପରିବାର ସମ୍ଭାଳିବା ମାମଲାରେ ବହୁତ ଆଗରେ ରହିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହା ବଦଳରେ ସ୍ଵାମୀ ମଧ୍ୟ ବହୁତ ଭଲ ପାଇବା ଦେଇଥାନ୍ତି । D: ଏହି ନାମର ଝିଅ ନିଜ ପରିବାର ଲୋକଙ୍କ ଭଲ ପାଇବା ପାଇଥାନ୍ତି ତାହା ସହ ନିଜ ସ୍ଵାମୀଙ୍କ ଠାରୁ ମଧ୍ୟ ବହୁତ ଭଲ ପାଇବା ପାଇଥାନ୍ତି । ଖୋଲା ଚିନ୍ତାଧାରାର ଝିଅ ହୋଇଥାନ୍ତି ଏମାନେ । ଏହା ସତ୍ବେ ବି ଏମାନଙ୍କୁ ସ୍ଵାମୀ ସହ ପରିବାର ଲୋକଙ୍କ ଭଲ ପାଇବା ମିଳିଥାଏ ।

କାରଣ ଏମାନେ ନିଜ ସ୍ଵାମୀଙ୍କର ଭରସା କେବେ ଭାଙ୍ଗିବାର ସୁଯୋଗ ଦେଇନଥାନ୍ତି । L: ଏହି ନାମର ବହୁତ ଖୁସି ମିଞ୍ଜାସ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି । ନିଜ ସାଥିଙ୍କ ଭରସା ଏମାନେ କେବେ ମଧ୍ୟ ଭାଙ୍ଗନ୍ତି ନାହିଁ ।ଜୀବନଠାରୁ ଅଧିକ ତାଙ୍କୁ ଭଲ ପାଇବା ଦେଇଥାନ୍ତି । ଏହି କାରଣ ପାଇଁ ଏମାନଙ୍କ ସ୍ଵାମୀ କେବେ ତାଙ୍କୁ ହରାଇବାକୁ ଚାହିଁନଥାନ୍ତି । ଏବଂ ନିଜ ଆଖି ପଲକରେ ସବୁବେଳେ ବସାଇ ରଖିଥାନ୍ତି ।

N: ଏହି ନାମର ଝିଅ ନିଜକୁ ଖୁସି ରଖିବା ସହ ଅନ୍ୟ ମାନଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ବହୁତ ଭଲ ପାଇଥାନ୍ତି । ଏହି କାରଣ ପାଇଁ ଘର ପରିବାର ଲୋକ ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ନିଜର କୌଣସି କଥାକୁ ନେଇ ଏମାନେ ଗର୍ବ କରନ୍ତି ନାହିଁ । ଏମାନେ ନିଜ ସ୍ଵାମୀଙ୍କୁ ଦୁନିଆର ସବୁ ଖୁସି ଦେବା ପାଇଁ ଚାହିଁଥାନ୍ତି ।

K: ଏହି ନାମର ଝିଅ ନିଜ ମନରେ ବହୁତ କିଛି ଇଛାକୁ ଚାପି ରଖନ୍ତି । ନିଜ ସ୍ବାମୀଙ୍କ ଯତ୍ନ ନେବା ସହ ତାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି । ସମସ୍ତଙ୍କୁ ନିଜ ସାଥିରେ ନେଇ ବାଟ ଚାଲିବା ପାଇଁ ଏମାନେ ପସନ୍ଦ କରନ୍ତି । ସମସ୍ତଙ୍କ ଖୁସି ପାଇଁ  ନିଜ ଖୁସିକୁ ଜଳାଞ୍ଜଳି ଦେଇଦେଇଥାନ୍ତି । ଏହି କାରଣ ପାଇଁ ସ୍ଵାମୀ ଏମାନଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।

S: ଏହି ନାମର ଝିଅଙ୍କ ସ୍ଵାଭାବ ରୋମାଣ୍ଟିକ ହୋଇଥାଏ । ନିଜ ସ୍ଵାମୀଙ୍କୁ ଖୁସି କରିବାର ତରିକା ଏମାନଙ୍କୁ ବେସ ଭଲରେ ଜଣାଥାଏ । ନିଜ ଗୁଣ ଭଲ ବ୍ୟବହାର ପାଇଁ ଶାଶୁ ଘରର ସମସ୍ତ ସଦସ୍ୟଙ୍କର ମନ କିଣି ନେଇଥାନ୍ତି ଏହି କାରଣ ହେତୁ ଏମାନେ ନିଜ ସ୍ଵାମୀଙ୍କ ହୃଦୟରେ ରାଜା କରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *