ସ୍ଵପ୍ନ ରେ ସମ୍ଭୋଗ ଦେଖିବାର ଅର୍ଥ କଣ ହୋଇଥାଏ ? Swapna Shastra

ବନ୍ଧୁଗଣ ଆପଣଙ୍କୁ ନିଶ୍ଚୟ କେବେ ନା କେବେ ସ୍ଵପ୍ନ ଆସିଥିବ । ତାହା ଭଲ ହେଉ କି ଖରାପ ହେଉ । କିନ୍ତୁ କଣ ଆପଣ କେବେ ନିଜ ସ୍ଵପ୍ନରେ ସ୍ଵାମୀ ସ୍ତ୍ରୀ ଙ୍କୁ ସଂଭୋଗ କରିବାର ଦେଖିଛନ୍ତି କି ? ଆଉ ଏହାର ଅର୍ଥ କଣ ହୋଇଥାଏ ? ଆଜି ଆମେ ଆପଣଙ୍କୁ କହିବୁ ସ୍ଵପ୍ନ ରେ ସଂଭୋଗ କରିବାର ଦେଖିଲେ ଏହାର ଅର୍ଥ କଣ ହୋଇଥାଏ ।

1- ଯଦି ଆପଣ ସ୍ଵପ୍ନ ରେ ମୃତ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ କି ଆପଣଙ୍କ ଜୀବନରୁ ବହୁତ ଜଲ୍ଦି ବାଧା ଦୂର ହେବାକୁ ଯାଉଛି । କିନ୍ତୁ ଯଦି ସ୍ଵପ୍ନ ରେ ସାପ ଆପଣଙ୍କୁ ଚୋଟ ମାରୁଛି ତେବେ ଏହାର ଅର୍ଥ କି ବ୍ୟକ୍ତି କୁ ବହୁତ ଜଲ୍ଦି ଭୟଙ୍କର ରୋଗ ହେବାକୁ ଯାଉଛି ।

2- ସ୍ଵପ୍ନ ରେ ଯଦି ଆପଣ ନିଜକୁ ପ୍ରିୟଜନ ଙ୍କ ସହ ସଂଭୋଗ କରିବାର ଦେଖନ୍ତି ତେବେ ଏହାର ଅର୍ଥ ଶୁଭ ସଂକେତ ହୋଇଥାଏ । ହାର ଅର୍ଥ ଏହା କି ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲ ଚାଲିଛି ।

3- କିନ୍ତୁ ଯଦି ଆପଣ ସ୍ଵପ୍ନ ରେ ବିବାହିତା ଯୋଡି ଙ୍କ ସଂଭୋଗ କରିବାର ଦେଖନ୍ତି ତେବେ ଏହାର ଅର୍ଥ କି ଆପଣଙ୍କ ଆପଖକୁ ଧନର ଆଗମନ ହେବାକୁ ଅଯାଉଛି । ମାତା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ।

4- ଯଦି ସ୍ଵପ୍ନ ରେ ଆପଣ ନିଜର ପୂର୍ବ ପ୍ରେମିକ ବା ପ୍ରେମିକା ସହ ସଂଭୋଗ କରିବାର ଦେଖନ୍ତି ତେବେ ଶାସ୍ତ୍ର ଅନୁଯାୟୀ ଏହାର 3ଟି ଅର୍ଥ ରହିଛି । ପ୍ରଥମ ଟି ହେଉଛି ଆପଣଙ୍କ ପୂର୍ବ ପ୍ରେମୀ ସହ ଶାରୀରିକ ସମ୍ପର୍କ ଭଲ ଥିବ । ଦ୍ଵିତୀୟଟି ଆପଣ ନିଜ ପୂର୍ବ ପ୍ରେମୀ ତୁଳନାରେ ନୂଆ ପ୍ରେମୀ ଙ୍କୁ ଗ୍ରହଣ କରିପାରୁ ନାହାନ୍ତି । ଶେଷରେ ବର୍ତ୍ତମାନ ଆପଣ ଯେଉଁ ସମ୍ପର୍କ ରେ ଅଛନ୍ତି ସେଥିରେ ଆପଣ ଶାରୀରିକ ସୁଖ ରେ ସନ୍ତୁଷ୍ଟ ହେଉ ନାହାନ୍ତି ।

5- ଏହି 2 ପ୍ରକାରର ସ୍ଵପ୍ନ ସହ କୌଣସି ପରିଚିତ ବ୍ୟକ୍ତିଙ୍କ ସହ ସଂଭୋଗ କରିବାର ସ୍ଵପ୍ନ ରେ ଦେଖିଲେ ଶୁକ୍ଲ ପକ୍ଷ ରେ ଅଧିକ ଦେଖା ଯାଏ । ଯେବେ ଅପରିଚିତ ବ୍ୟକ୍ତିଙ୍କ ସହ ସଂଭୋଗ କରିବାର ସ୍ଵପ୍ନ ଦେଖନ୍ତି ତାହା କୃଷ୍ଣ ପକ୍ଷ ରେ ଅଧିକ ଆସିଥାଏ ।

6- ଯଦି ଆପଣ ଭଗବାନ ଙ୍କୁ ସ୍ଵପ୍ନ ରେ ଦେଖୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଆପଣଙ୍କ ଜୀବନରେ ଯାହା ବି କଷ୍ଟ ଅଛି ତାହା ବହୁତ ଜଲ୍ଦି ଦୂର ହେବାକୁ ଯାଉଛି ।

7- ଯଦି ସ୍ଵପ୍ନ ରେ ବ୍ୟକ୍ତି ମୃତ୍ୟୁ ଦେଖନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହା ଖୁସି ବା ଦୁଃଖ ର ପଶ୍ଚତାପ ର ଭାବନା କୁ ଜାଗୃତ କରିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *