ସ୍ଵୀକାର କରୁ ନ ଥିବା ମଣିଷ ଟି ଆପଣଙ୍କୁ ନିଜର କରିବାକୁ ତରସିବେ, କରନ୍ତୁ ଏହି ସବୁ ଉପାୟ- Krishna Vani

ବନ୍ଧୁଗଣ ଅନେକ ସମୟରେ ମଣିଷ ପ୍ରେମରେ ଧୋକା ଖାଇଥାଏ । ଆଉ କିଛି ଲୋକ ନିଜ ପ୍ରେମକୁ ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଇଥାନ୍ତି । ତେବେ ଯେବେ ଆପଣଙ୍କ ପ୍ରେମ ଆପଣଙ୍କୁ ଗ୍ରହଣ କରୁ ନାହିଁ ତେବେ କଣ କରିବା ଉଚିତ । ଏମିତି କଣ କରିଲେ ଆପଣଙ୍କୁ ଭଲ ପାଇବାକୁ ଗ୍ରହଣ କରୁ ନ ଥିବା ତରସିଯିବ ।

1- ପ୍ରଥମେ ଆପଣ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଯେବେ କେହି ଆପଣଙ୍କ ଭଲ ପାଇବାକୁ ସ୍ଵୀକାର କରୁ ନାହିଁ ଆପଣ ସେ ମଣିଷକୁ ବଦଳାଇବାକୁ ଚେଷ୍ଟା କରିଥାନ୍ତି । ଆପଣ ସେଇ ମଣିଷକୁ ନ ବଦଳାଇ ନିଜକୁ ଚେଞ୍ଜ କରିବାର ଅଛି । ଯଦି ଆପଣ ନିଜକୁ ଚେଞ୍ଜ କରିଦେବେ ଯିଏ ଆପଣଙ୍କୁ ଦିନେ ସ୍ଵୀକାର କରୁ ନ ଥିଲା ସେ ସ୍ଵୀକାର କରିବାକୁ ତରସିବେ । ସେଥିପାଇଁ ଆପଣଙ୍କୁ ନିଜ ସାଥିଙ୍କ ଉପରେ ଫୋକସ ନ କରି ନିଜ ଉପରେ ଫୋକସ କରିବାର ଅଛି । ଆପଣ ନିଜର ଭବିଷ୍ୟତ ଉପରେ ଧ୍ୟାନ ଦେବାର ଅଛି ।

2- ଦ୍ଵିତୀୟ କାମ ହେଉଛି ଏବେ ଯାଏଁ ଆପଣ ନିଜ ସାଥୀଙ୍କୁ ପ୍ରଥମ ପ୍ରାୟୋରୀଟି ଦେଉଥିଲେ । ତେବେ ଏ ସବୁ ଆପଣଙ୍କୁ ବନ୍ଦ କରିବାର ଅଛି । ଆପଣ ନିଜ ସାଥୀଙ୍କୁ ନିଜର ସବୁ କିଛି ଭାବୁଥିଲେ ନିଜର ଇଶ୍ଵର ବୋଲି ଭାବୁଥିଲେ । ଏ ସବୁ କରିବା ବନ୍ଦ କରି ଦିଅନ୍ତୁ ।

3- ତୃତୀୟ କାମ ହେଉଛି ଆପଣ ନିଜକୁ ଷ୍ଟ୍ରାଙ୍ଗ ବ୍ୟକ୍ତିତ୍ବ ଭାବେ ଚେଞ୍ଜ କରିବାର ଅଛି । ଏମିତି ନ ହୁଏ ଯେମିତି ଆପଣ ନିଜ ସାଥିଙ୍କ ପଛରେ ପଡ଼ୁଛନ୍ତି ବା ତାଙ୍କୁ ନ ପାଇଲେ ଆପଣ ମରିଯିବେ । ଏମିତି ଭାବନା ମନରେ ଆଣନ୍ତୁ ନାହିଁ । ତାଙ୍କୁ ଅନେକ ଥର ଫୋନ ମଧ୍ୟ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କର ଦୁର୍ବଳତା ସାବ୍ୟସ୍ତ ହେବ । ଯଦି ଆପଣଙ୍କର ଏହି ପ୍ରକୃତି ରହିବ ତାଙ୍କ ପ୍ରତି ତେବେ ସେ କେବେ ବି ଆପଣଙ୍କୁ ଭ୍ୟାଲୁ ଦେବେ ନାହିଁ । ତେଣୁ ଆପଣଙ୍କୁ ନିଜର ଅଲଗା ପରିଚୟ ବନାଇବାର ଅଛି । ଏମିତି ବ୍ୟକ୍ତିତ୍ବ ର ପରିଚୟ ନିଜେ ହୁଅନ୍ତୁ ।

4- ଚତୁର୍ଥ ରେ ଆପଣଙ୍କୁ କେହି ରହଣ ନ କରୁ ନ ଥିଲେ ପ୍ରଥମେ ଆପଣ ଶାରୀରିକ, ମାନସିକ, ଆର୍ଥିକ ରୂପରେ ଷ୍ଟ୍ରଙ୍ଗ ହୁଅନ୍ତୁ । ଆପଣ ନିଜ ଗୋଡ ରେ ନିଜେ ଛିଡା ହୁଅନ୍ତୁ । କାହା ଆଗରେ ନିଜର ଅସହାୟତାକୁ ନଜର ଆସିବାକୁ ଦିଅନ୍ତୁ ନାହିଁ । ନିଜର ଚରିତ୍ରକୁ କେବେ ଆକ୍ଷେପ କରନ୍ତୁ ନାହିଁ । ଯଦି କେହି ଆପଣଙ୍କୁ ଧୋକା ଦେଉଛି ତେବେ ଆପଣ ବି ତାଙ୍କୁ ଧୋକା ଦିଅନ୍ତୁ ନାହିଁ କି ପ୍ରତିଶୋଧ ନେବାକୁ ଭାବନ୍ତୁ ନାହିଁ ।

ଏହା ସଂପୂର୍ଣ୍ଣ ଭୁଲ ଅଟେ । ନିଜର ପିନ୍ଧିବାର ଷ୍ଟାଇଲ, ଲୁକ କୁ ଚେଞ୍ଜ କରନ୍ତୁ । ଏହି ପାଇର୍ବର୍ତ୍ତନ ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଆଡକୁ ନିଶ୍ଚୟ ଆକର୍ଷିତ କରିବ ଆଉ ସେ ଆପଣଙ୍କୁ ପାଇବାକୁ ତରସିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *