କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ବନ୍ଧୁଗଣ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବେ । ଆପଣଙ୍କ ଲାଇଫରେ ନିଜ ସାଥିଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ନିଶ୍ଚୟ ଥିବେ । ତେବେ ସେମାନଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ତାହା ଜାଣିବାକୁ ନିଶ୍ଚୟ ଆପଣ ଚେଷ୍ଟା କରୁଥିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ଗୋଲାପ ଫୁଲ । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏହା ଆପଣ 4 ଜଣଙ୍କ ପାଇଁ ଅଲଗା ଅଲଗା କରି ଦେଖିପାରିବେ । ଏକା ଏକ ଟାଇମଲେସ ରିଡିଙ୍ଗ ଅଟେ । ଏବେ ଆସନ୍ତୁ ଜାଣି ନେବା ଜବାବ ।

1- ଯଦି ଆପଣ ପ୍ରଥମ ଗୋଲାପ ଟି ଚୁଜ କରିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କୁ ନେଇ କିଛି କିନ୍ତୁ ରହୁଛି । ସେ ଆପଣଙ୍କୁ ସଂପୂର୍ଣ୍ଣ ରୂପେ ବିଶ୍ଵାସ କରିପାରୁ ନାହାନ୍ତି । କେବେ କେବେ ଆପଣଙ୍କ ଲୋଭୀ ହୋଇଥାନ୍ତି ଆଉ ସେଥିପାଇଁ ନିସ୍ପତି ନେଇପାରନ୍ତି ନାହିଁ । ସେ ଆପଣଙ୍କୁ ପଜେଟିଭ ଭାବୁଛନ୍ତି କିନ୍ତୁ ବେଳେବେଳେ ସେ ଆପଣଙ୍କୁ ବୋକା ଭାବୁଛନ୍ତି । ଆପଣ ଅନ୍ୟ ମାନଙ୍କ କଥାରେ ପଡି ଖରାପ କାମ କରିଥାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ଗୋଲାପ ଟି ବାଛିଛନ୍ତି ଆପଣ ବହୁତ ଭଲ ବ୍ୟକ୍ତି ଅଟନ୍ତି । ଆପଣ ଯାହା କରିଥାନ୍ତି ଭାବି ଚିନ୍ତି କରନ୍ତି । କିନ୍ତୁ ଆପଣ ଟିକେ ଆଳସ୍ୟ ହୁଅନ୍ତି । କେହି ଆପଣଙ୍କ ଉପରେ କିଛି କାମ ଛାଡିଲେ ତାହା ଆପଣ ଡେରି ରେ କରିଥାନ୍ତି । କୌଣସି କାମ ଆପଣ ତରବର ହୋଇ କରନ୍ତି ନାହିଁ । ଆପଣ ବହୁତ ପଚାରିଥାନ୍ତି କିନ୍ତୁ କାମ କମ କରିଥାନ୍ତି । ଏମିତି ସେ ଭାବୁଛନ୍ତି ଆପଣଙ୍କୁ ନେଇ ।

3- ଆପଣ ଯଦି ତୃତୀୟ ଗୋଲାପ ତ ଚୟନ କରିଛନ୍ତି ତେବେ ଆପଣ ବହୁତ ସରଳ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଲାଇଫରେ ନିଜର ଅଲଗା ଛବି ତିଆରି କରିଛନ୍ତି । କେବେ ବି କାହାର ଖରାପ ଚିନ୍ତା କରନ୍ତି ନାହିଁ । ଆପଣଙ୍କ ମନ ଯାହା ହୁଏ ତାହା କରନ୍ତି । ତାଙ୍କୁ ଲାଗୁଛି ଆପଣଙ୍କ ମନରେ ଛଳ କପଟ ନାହିଁ । ଲୋକେ ଆପଣଙ୍କର ଅନେକ ସମୟରେ ଫାଇଦା ଉଠାଇଥାନ୍ତି ଓ ଖରାପ ବାଟ କୁ ନେବାକୁ ଚେଷ୍ଟା କରନ୍ତି । ଇଶ୍ଵର ଆପଣଙ୍କୁ ସବୁ କିଛି ଦେଇଛନ୍ତି । କିନ୍ତୁ ଆପଣଙ୍କ ଠାରେ ଚିନ୍ତାଧାରା ବହୁତ କମ ଅଛି ।

4- ଯଦି ଆପଣ ଚତୁର୍ଥ ଗୋଲାପ ଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ବହୁତ ଖୁସି ରେ ରୁହନ୍ତି ଓ ଲୋକଙ୍କୁ ଖୁସି ରେ ରଖନ୍ତି । ଆପଣ ଲୋକଙ୍କୁ ବହୁତ ସମ୍ମାନ ଦିଅନ୍ତି । ଆପଣ ପରିବାରକୁ ନେଇ ଚାଲିଥାନ୍ତି । ପରିବାରରୁ ପାଇଥିବା ସଂସ୍କାର କୁ କେବେ ବି ଅପମାନ କରନ୍ତି ନାହିଁ । ଆପଣ ଏମିତି ଏକ ପରିବାରରୁ ଆସିଛନ୍ତି ଯେଉଁଠି ବହୁତ ଭଲ ଲୋକ ରହିଥାନ୍ତି । କେବେ ବି କାହାର ଖରାପ ଚିନ୍ତା କରନ୍ତି ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *