ତକିଆ ତଳେ ରସୁଣ ରଖି ଶୋଇଲେ କେଉଁ ଲାଭ ପ୍ରାପ୍ତହୁଏ ? ଏହା ସହ ଆହୁରି 10+ Ajira Anuchinta

ଜୀବନରେ ସୁଖ ସୌଭାଗ୍ୟ ପ୍ରାପ୍ତ କରିବାକୁ ହେଲେ କିଛି ଜ୍ଯୋତିଷ ଓ ବାସ୍ତୁ ଉପାୟ ପାଳନ କରିବା ଆବଶ୍ୟକ ହୋଇଥାଏ । ୧- ଯେଉଁ ପୁରୁଷଙ୍କର ସ୍ମିତା ହାସ୍ୟ ବର୍ଣ୍ଣ କୁହୁକ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।

୨- ଯେଉଁ ପୁରୁଷ ନାରିଙ୍କର ସମ୍ମାନ କରନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ଯିଏ ନିଜର ପ୍ରଶଂସା କରନ୍ତି ନାହିଁ ଓ ଅହଂକାର ନ ଥାଏ ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିଥାଏ ।

୩- ଯେଉଁ ଲୋକଙ୍କ ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଓ ସହନଶୀଳ ବ୍ୟକ୍ତି ହୋଇଥାନ୍ତି । ଯେଉଁ ପୁରୁଷଙ୍କ ଆଖି କଳା ଓ ଆଖି ତଳେ କଳାଦାଗ ନ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ପୁରୁଷ ମାନେ ପ୍ରତେକ ଦିନ ସ୍ଵଚ ରହିବା ସହ ଚନ୍ଦନ ଲଗାଇଲେ ଶୁଭ ହୋଇଥାଏ । ଯେଉଁ ପୁରୁଷଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ ସେମାନଙ୍କ ଜୀବନରେ କଠିନ ସମସ୍ଯା ଆସିଥାଏ ।

୫- ଖାଇ ସାରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ଅର୍ଣ୍ଣର ଅପମାନ ହୋଇଥାଏ । ଲୋକଙ୍କ ସହିତ ଖାଇବା ସମୟରେ ଅନ୍ୟ ମାନେ ଖାଇବା ଯାଏଁ ଉଠିବା ଅନୁଚିତ ।

୬- ଏକାଦଶୀ ଦିନ କେବେବି ଆମିଷ ଭକ୍ଷଣ କରିବା ଅନୁଚିତ । ଏହା ଅନର୍ଥର କାରଣ ହୋଇଥାଏ । କେବେବି ଭାଙ୍ଗି ଯାଇଥିବା ବାସନ ବା ସଫା ନ ହୋଇଥିବା ବାସନରେ ଖାଦ୍ଯ ଖାଇଲେ ଦାରିଦ୍ର୍ୟତା ଆସିଥାଏ ।

୭- ଅନ୍ୟଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଅନୁଚିତ କିମ୍ବା ପାଖରେ ରଖିଥିବା ପ୍ରାଣୀକୁ ଖାଇବାକୁ ନ ଦେଇ ଖାଇବା ଉଚିତ ନୁହେଁ ।

୮- ଯେଉଁ ଲୋକଙ୍କର ଓଠରେ କଳାଜାଇ ଥାଏ ସେମାନେ ମିଷ୍ଟାଭାସି ହେବା ଦ୍ଵାରା ବାଣୀ ଦ୍ଵାରା ଅନ୍ୟ ମାନଙ୍କର ହୃଦୟ ଜିଣିଥାନ୍ତି ।

୯- ଯେଉଁ ଲୋକଙ୍କର କାନରେ କଳାଜାଇ ଥାଏ ସେମାନେ ବିଚାରବନ୍ତ ହେବା ସହ ଉତ୍ତମ ପରାମର୍ଶଦାତା ହୋଇଥାନ୍ତି । ବେକରେ କଳାଜାଇ ଥିଲେ ବୁଦ୍ଧିମାନ ଓ ଚତୁରତାର ସହ ଧନ ଅର୍ଜନ କରିଥାନ୍ତି ।

୧୦- ହାତର ଆଙ୍ଗୁଠିରେ କଳାଜାଇ ଥିବା ବ୍ୟକ୍ତି କର୍ମବୀର ଓ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ପାଦରେ ଆଙ୍ଗୁଠିରେ କଳାଜାଇ ଥିବା ବ୍ୟକ୍ତି ଭ୍ରମଣ କରିବାକୁ ଭଲ ପାଇଥାନ୍ତି ।

୧୦- ହାତର ପାପୁଲି ମଝିରେ କଳାଜାଇ ଥିଲେ ଧନର ଅଭାବ ହୋଇନ ଥାଏ ଏବଂ ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ । ନାକରେ କଳାଯାଇ ଥିଲେ ସ୍ବାଭିମାନୀ ଓ ଜୀବନରେ ପ୍ରଗତି କରିଥାନ୍ତି ।

୧୧- ତକିଆ ତଳେ ମୟୂର ପର ରଖିବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇଥାଏ । ତୁଳସୀ ପାତ୍ର ତଳିଆ ତଳେ ରଖିକି ସୋଇଲେ ପଜେଟିଭ ଶକ୍ତି ବୃଦ୍ଧି ହୋଇଥାଏ ।

୧୨- ପଢିବା ଟେବଲ ଉପରେ ଖାଦ୍ୟ ଜିନିଷ ରଖିବା ବା ଖାଇବା ଉଚିତ ନୁହେଁ । ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ଏହା ସୌଭାଗ୍ୟ ପ୍ରାପ୍ତ ହେବାରେ ସାହାର୍ଯ୍ୟ କରିଥାଏ । ତକିଆ ତଳେ ଚାବି ଇତ୍ୟାଦି ରଖିଲେ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *