ଗୁରୁ, ଶୁକ୍ର ଓ ସୂର୍ଯ୍ୟଙ୍କ ମହା ମିଳିନ, ଏହି ରାହସିର ଆରମ୍ଭ ହେଲା ଖୁସିର ଦିନ- Jyotisha Shastra

ଆମ୍ଭେ ମାନେ ମାନି ଥାଉ କି ଗ୍ରହର ପରିବର୍ତ୍ତନ ହେବା ସହ ରାଶି ମାନଙ୍କ ପାଇଁ ମଧ୍ୟ କିଛି ଭଲ ଫଳ କିଛି ଖରାପ ଫଳ ମିଳିଥାଏ । ତେବେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁ ବୁ କି ସୂର୍ଯ୍ୟ, ଶୁକ୍ର, ଗୁରୁ ଏହି ଗ୍ରହ ମାନଙ୍କ ପରିବାର୍ତ୍ତନ ହେବାକୁ ଯାଉଛି । ଏହା ସହ ଏମାନଙ୍କ କୁ ଶକ୍ତି ଶାଳି ଗ୍ରହ ବୋଲି କୁହା ଯାଏ । କୁହା ଯାଏ କି ସୂର୍ଯ୍ୟ ଦେବ ହେଉଛନ୍ତି ସକଳ ଦେବଙ୍କ ପିତା ।

ଗୁରୁ ଗ୍ରହ ହେଉଛନ୍ତି ସକଳ ଦେବଙ୍କର ଗୁରୁ । ସେହି ଅନୁସାରେ କହିବା ପାଇଁ ଗଲେ ଶୁକ୍ର ଗ୍ରହ ହେଉଛନ୍ତି ରାକ୍ଷାଶ କୁଳର ଗୁରୁ । ଏହି ରାଶୀମାନଙ୍କ ପରିବର୍ତ୍ତନ ରେ ହେବାକୁ ଯାଉଛି ଅନେକ ଲାଭ କି କ୍ଷତି ଏହା ସବୁ ରାଶି ମାନଙ୍କ ଉପରେ ଅଲଗା କିଛି ପ୍ରଭାବ ଦେବାକୁ ଯାଉଛନ୍ତି । ସୂର୍ଯ୍ୟ ଦେବା ୧୬ ନଭେମ୍ବର ରେ ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି ଓ ୧୫ ଡିସେମ୍ବର ଯାଏ ରହିବେ ।

ଏହା ପରେ ଶୁକ୍ର ୧୭ ନଭେମ୍ବର ରେ ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଏହା ପରେ ଗୁରୁ ୨୦ ନେଭେମ୍ବର ରେ ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଗୁରୁ କୁମ୍ଭ ରାଶି ପର ରାଶି ମକର ରାଶି ରେ ପ୍ରବେଶ କରିବେ ଓ ଶନି ସହ ମିସିଇ ଦଶା ଫଳ ଦେବେ । ତେବେ ଏହି ସମୟ ରେ କୁମ୍ଭ ରାଶି ମାନଙ୍କ ପାଇଁ କିଭଲାଇ ରହିବ ସମୟ ଏହା ବିଷୟରେ ଆସନ୍ତୁ ଜାଣିବା ।

କାରଣ ୩ ଟି ଗ୍ରହ ଲାଗି ଲାଗି ନିଜ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ତେବେ ପ୍ରଥମେ ସୂର୍ଯ୍ୟ ଚଳନ କରୁଥିବାରୁ ୧୨ ଘରେ ଏହା କୁମ୍ଭ ରାଶିର କର୍ମକୁ ପ୍ରଭାବିତ କରିବ । ଏହା ଭଲ ଚାକିର କିମ୍ବା ଆପଣଙ୍କ ପଦରେ ଆପଣଙ୍କୁ ଖୁବ ଭଲ ଜାଗା ଦେବା ଭଳି ଯୋଗ ଦେଖାଇବ । ଏହା ସହ ଆପଣ ଜେଭଳି କାମ ଖୋଜୁଥିଲେ ସେଭଳି କାମ ନିଶ୍ଚିତ କରି ପାରିବେ । ଆପଣ ଯେଉଁ କାମରେ ହାତ ଦେବେ ଏହା ଖୁବ ଭଲ ପରିଣାମ ଦେବ ।

ଆପଣ କେବଳ ଚାକିରି କ୍ଷେତ୍ର ନୁହେଁ ବରଂ ଆପଣ ନିଜ ପରିବାର ପାଇଁ ଥିବା ନିଜ କର୍ମକୁ କୁ ଭି ଖୁବ ବ ହଲ ଭାବେ ତୁଲାଇବେ । ଏହା ପରେ ଗୁରୁ ଗ୍ରହ ପରିବର୍ତ୍ତନ ହୋଇ ୯ ସ୍ଥାନରେ ରହିବା ପାଇଁ ଯାଉଛି । ଯାହା ପାଇଁ ଅପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହା ସହ ଖୁବ ଭଲ ପରିଣାମ ମିଳିବାକୁ ଯାଉଛି ଯେଉଁ କାମ ଆପଣଙ୍କ ର ବହୁ ଦିନ ଧରି ଅଟକି ରହିଥିବ ସେହି କାମକୁ ଆପଣ ନିଶ୍ଚିତ ଭାବେ ଖୁବ ଜଲ୍ଦି କରିନେବେ ।

ଆପଣକ କଚେରୀ କାମରେ ଆପଣଙ୍କୁ ସଯାୟତା ମିଳିବ । ଏହା ପରେ ଶୁକ୍ର ଗ୍ରହର ପରିବର୍ତ୍ତନ ହେବା ଦ୍ଵାରା ଆପଣ ସବୁ ପ୍ରକାର ସୁଖ ସୁବିଧା ପାଇବା ପାଇଁ ଯାଉଛନ୍ତି । କେବଳ ସେତିକି ନୁହେଁ ଆପଣ କିଛି କାମରେ ମଧ୍ୟ ନିଜକୁ ବ୍ୟସ୍ତ ରଖି ପାରନ୍ତି । ଏହି ସମୟରେ ଆପଣ ବହୁତ କିଛି ପାଇବା ପାଇଁ ଯାଉଛନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିବ ମାନଶୀକ ସ୍ଥିତି ମଧ୍ୟ ଖୁବ ଭଲ ରହିବ ।

ଯଦି ଆପଣ ଚାହିଁବେ ଆପଣ କିଛି ଭଲ କାମରେ ନିଜର ଅର୍ଥ ଲଗାଇ ପାରିବେ । କେବଳ ଗୋଟେ ଜିନିଷର ଧ୍ୟାନ ରଖିବେ ଗାଡି ଚଳେଇବା ସମୟରେ ଆପଣ ନିୟମ ସବୁକୁ ମାନି ଗାଡି ଚଲାନ୍ତୁ । ଏହା ଶହ ଆପଣ ନିଜ ଗାଡି କୁ ଛାଡି ଅନ୍ୟ କାହାର ଜାନ ଚଳାଇବା ଅନୁଚିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *