21 ଜାନୁୟାରୀ ବଡ଼ ଶନିବାର, ଆଜି ତ୍ରିବେଣୀ ଅମାବାସ୍ୟା… ଚୁପଚାପ୍ 3ଟି ଜାଗାରେ ଲୁଣ ରଖନ୍ତୁ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ବର୍ଷ ୨୦୨୩ ସବୁଠୁ ବଡ ତ୍ରିବେଣୀ ଅମାବାସ୍ୟା ଯାହା ବର୍ଷର ପ୍ରଥମ ଅମାବାସ୍ୟାରେ ଅଦଭୁତ ମାନା ଯାଇଛି । ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା ଯାହା ଫଳରେ ଅଦଭୂତ ମହାସଂଯୋଗ ବନିବାକୁ ଯାଉଛି । ଏମିତିରେ ୩ଟି ଜାଗାରେ ରଖି ଦେଲେ ଲୁଣ ପିତୃ ଦୋଷ, ମୃତ୍ୟୁ ଦଣ୍ଡ ସବୁ କିଛି ଦୂର ହୋଇଯିବ । ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ ।

ସାମାନ୍ଯ ଲୁଣ ଆମକୁ କିପରି ଧନୀ ଅରିଥାଏ ଓ ପଇସାକୁ କିଭଳି ଚୁମ୍ବକ ଭଳି ଟାଣିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଗୋଟେ ପ୍ଯାକେଟ ଲୁଣ,   ୧୦୦ ଗ୍ରାମ ସୋରିଷ ତେଲ, ଗୋଟେ ପାଣି ବୋତଲକୁ ଏକତ୍ରିତ କରନ୍ତୁ । ଏହାକୁ କୌଣସି ମହିଳା ବା ପୁରୁଷଙ୍କୁ ଦାନରେ ଦେଇ ଚୁପଚାପ ଚାଲି ଆସନ୍ତୁ ।

ଦେଖିବେ କିଭଳି ଚମତ୍କାରିତା ହେବ ଆଉ ଭାଗ ଉଦୟ ହୋଇଇଯିବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ । ଆପଣଙ୍କ ଘରେ ଖୁସି ଆସିଯିବ । ଶୁକ୍ର ଗ୍ରହ ବି ମଜବୁତ ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କରଜ ରୁ ମୁକ୍ତି ମିଳିବ । ଏହା ଶତ ପ୍ରତିଶତ କାମ କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଚନ୍ଦ୍ର ଓ ଶୁକ୍ରଙ୍କର ପ୍ରତିନିଧି ମାନାଯାଏ ।

ଲୁଣକୁ ଯଦି ଆପଣ ଷ୍ଟିଲ ବା ଲୁହା ପାତ୍ରରେ ରଖିଛନ୍ତି ତେବେ ଏହା ଚନ୍ଦ୍ର ଓ ଶନିଙ୍କର ମିଳନ ହେବ । ଯାହାକି ବହୁତ ଘାତକ ସିଦ୍ଧ ହୋଇଥାଏ । ଏପରିକି ଆପଣ କାଙ୍ଗାଳ ବି ହୋଇପାରନ୍ତି । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହି । କାଚ ପାତ୍ରରେ ସର୍ବଦା ଲୁଣ ରଖିଲେ ଶୁଭ ମାନାଯାଏ । ଲୁଣକୁ ତଳେ ପକାଇଲେ ଚନ୍ଦ୍ର ଓ ଶୁକ୍ର ଗ୍ରହ କମଜୋର ହୋଇ ଯାଆନ୍ତି । ଯାହା ଦ୍ଵାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି ।

ଉଧାରରେ କେବେ ଲୁଣ ଆଣନ୍ତୁ ନାହି । ନିଜେ କିଣା ହୋଇଥିବା ଲୁଣ ଖାଆନ୍ତୁ । କାହାର ଲୁଣ ଖାଇଛନ୍ତି ତେବେ ଶନିଦେବଙ୍କ କୋର ସମାନ କରିବାକୁ ପଡିଥାଏ । ଲୁଣକୁ ସନ୍ଧ୍ୟାରେ କାହାକୁ ଦେଲେ ଘରର ସୁଖ ସମୃଦ୍ଧି ଚାଲିଯାଏ । ତେଣୁ ଭୁଲରେ ସନ୍ଧ୍ୟାରେ ଲୁଣ ଦିଅନ୍ତୁ ନାହି କି ନିଅନ୍ତୁ ନାହି । ଲୁଣ ପାଣିରେ ମିଶାଇ ପୋଛା ମାରିଲେ ନେଗେଟିଭ ଶକ୍ତି ଦୂର ହୁଏ । ଖରାପ ଶକ୍ତି, ନଜର ଦୋଷ ଦୂର କରିବା ପାଇଁ ଅଳ୍ପ ଲୁଣ ନିଅନ୍ତୁ ।

ଅଳ୍ପ ଅଟା, ନାଲି ଲଙ୍କା, ଗୋଟେ ଖଣ୍ଡ କୋଇଲା, ହଳଦୀ ନେଇ ଏକାଠି କରି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗିଛି ତାର ମୁଣ୍ଡରେ ୭ ଥର ବୁଲାଇ ଏହାକୁ ନିଆଁରେ ଜଳାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *