ତୁଳସୀ ଗଛ ପାଖରେ ରଖନ୍ତୁ ଏହି ଗୋଟେ ଜିନିଷ ଘରେ ହେବ ଧନର ବର୍ଷା…

ବନ୍ଧୁଗଣ ମଣିଷ ଜୀବନ ମାତ୍ରେ ସୁଖ ଦୁଃଖ ରେ ଚାଲିଥାଏ । କାରଣ ଏହା ପ୍ରକୃତିର ନିୟମ ଅଟେ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି କିଛି ଏମିତି ମାଧ୍ୟମ ଅଛି ଯାହା ଦ୍ଵାରା ବ୍ୟକ୍ତି ନିଜର ଦୁଃଖ ର ସମୟକୁ କମ କରି ସୁଖର ସମୟ ସୀମାକୁ ବଢାଇ ପାରିବ । ଏମିତି କିଛି ଲୋକ ଅଛନ୍ତି ଯିଏ ସର୍ବଦା କିଛି ନା କିଛି ସମସ୍ୟାରେ ଘେରୀ ରହିଥାନ୍ତି । କିନ୍ତୁ ଆଉ କିଛି ଲୋକ ସର୍ବଦା ଖୁସିରେ ରହିଥାନ୍ତି । ଆଜି ଆମେ ଜାଣିବା ଜୀବନକୁ ସୁଖମୟ କରିବା ପାଇଁ କେଉଁ ଉପାୟ କରିବା ଉଚିତ ।

ଏହି ଉପାୟ ଟି ଆପଣଙ୍କୁ ଗୁରୁବାର ଦିନ କରିବାକୁ ହେବ । ଏହା ଭଗବାନ ବିଶୁଣୁ ଙ୍କୁ ସମର୍ପିତ ଅଟେ । ଗୁରୁବାରରେ ଯଦି ଆପଣ ତୁଳସୀ ଗଛ ପାଖରେ ଶାଳଗ୍ରାମ ରଖିକି ପୂଜା କରିଲେ ବ୍ୟକ୍ତିର ସବୁ ଇଚ୍ଛା ପୂରଣ ହୋଇଥାଏ । ବିଶୁଣୁ ପୂରଣ ଅନୁସାରେ ଶାଳଗ୍ରାମ କୁ ସାକ୍ଷାତ ଭଗବାନ ବିଶୁଣୁ ଙ୍କ ଅବତାର ମାନାଯାଏ । ଏହା ଭଗବାନ ବିଶୁଣୁ ଙ୍କର ଏମିତି ଏକ ରୂପ ଅଟେ ଯାହାକୁ ଘରେ ରଖିବା ପାଇଁ ପ୍ରାଣ ପ୍ରତିଷ୍ଠା ର ଆବଶ୍ୟକ ପଡେ ନାହିଁ ।

ଏହାକୁ ଘରେ ରଖିକି ପୂଜା କରି ହେବ । ପୁରାଣ ଅନୁସାରେ ତ୍ରିଦେବ ମଧ୍ୟରୁ ଭଗବାନ ବିଶୁଣୁ ଓ ଶିବ ଜଗତର କଲ୍ୟାଣ ପାଇଁ ପ୍ରାର୍ଥୀ ରୂପ ଧାରଣ କରିଥିଲେ । ତଥା ନେପାଳ ର ପବିତ୍ର ନଦୀ ନର୍ମଦା ରୁ ବାହାରିଥିବା ପଥର ନର୍ମେଦସ୍ଵର ଙ୍କୁ ଭଗବାନ ଶିବ ଙ୍କ ସାକ୍ଷାତ ମାନାଯାଏ । ନେପାଳ ର ପବିତ୍ର ଗଣ୍ଡମ ନଦୀ ରୁ ମିଳୁଥିବା କଳା ରଙ୍ଗର ଚିକ୍କଣ ଓ ଅଣ୍ଡାକାର ପଥର କୁ ସାକ୍ଷାତ ଭଗବାନ ବିଶୁଣୁ ଙ୍କ ରୂପ ମାନାଯାଏ ।

ଯାହାକୁ ଶାଳଗ୍ରାମ ଭାବେ ମାନିଥାଉ । ଏମିତି ମାନାଯାଏ ଶାଳଗ୍ରାମ ଓ ତୁଳସୀ ଙ୍କ ବିବାହ କରିବା ଦ୍ଵାରା କନ୍ୟା ଦାନ ସମାନ ଫଳ ପ୍ରାପ୍ତ ହୋଇଥାଏ । ଏହା ସହ ଶାଳଗ୍ରାମ କୁ କେଉଁ ପାଣି ରେ ପକାଇବା ମାତ୍ରେ ସେହି ପାଣି ପବିତ୍ର ହୋଇଯାଏ । ସେହି ପାଣି ରେ ସ୍ନାନ କରିଲେ ସଂପୂର୍ଣ୍ଣ ତୀର୍ଥ ର ସ୍ନାନ କରିବାର ଫଳ ପ୍ରାପ୍ତ ହୋଇଥାଏ ।

ପ୍ରତେକ ଦିନ ଶାଳଗ୍ରାମ ର ପୂଜା ତୁଳସୀ ସହ କରିବା ଦ୍ଵାରା ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ କୃପା ବର୍ଷା ହୁଏ । ଏଭଳି ଘରକୁ କେବେ ବି ରୋଗର ଭୟ ରହିବ ନାହିଁ । ଗୁରୁବାର ଦିନ ତୁଳସୀ ଗଛ ପାଖରେ ଶାଳଗ୍ରାମ ରଖିକି ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ।

ଏହାପରେ ଓମ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ର କୁ 11 ଥର କହିବାକୁ ହେବ । ଏହି ମନ୍ତ୍ର ଭଗବାନ ବିଶୁଣୁ ଙ୍କୁ ଅତି ପ୍ରିୟ ଅଟେ । ଏହି ଉପାୟ କୁ କରିବା ଦ୍ଵାରା ଗୃହକୁ କେଉଁ ବି ସମସ୍ଯା ଆସିବ ନାହିଁ । ତେବେ ଗୁରୁବାର ଦିନ ଏହି ଉପାୟ କୁ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *