ଘରେ ମାଛ ପାଳିବାର ଫାଇଦା ଜାଣି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Vastu benefits of fish aquarium at home

ନମସ୍କାର ବନ୍ଧୁଗଣ । ଆସନ୍ତୁ ଜାଣିବା ଗୃହରେ ଆକୋରିୟମ ରେ ଯଦି ଆମେ ମାଛ ରଖିବା ତାହାର ଶୁଭ ଫଳ କଣ ପଡିଥାଏ ଗୃହ ଉପରେ । ଆକୋରିୟମ ସହିତ ବାସ୍ତୁର କି ସାମଞ୍ଜସ୍ଯ ଅଛି । ଘରେ ଯଦି ଆମେ ମାଛ ରଖିବା ତାହାଲେ ବହୁତ ଶୁଭ ଫଳ ମିଳିଥାଏ । ମାଛ ରଖିଲେ କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା । ଘରେ ମାଛକୁ ଆକୋରିୟମ ରେ ରଖିପାରିବେ । କିନ୍ତୁ ଧ୍ୟାନ ରଖିବେ ଆକୋରିୟମ ରେ ୯ ଟି ମାଛ ରଖିବେ । ତା ସହିତ ଘରର କୌଣସି ଜଣେ ବ୍ୟକ୍ତି ସେମାନଙ୍କୁ ଖାଇବାକୁ ଦେବେ ।

ଘରେ ମାଛ ରଖିଲେ କଣ ଦୋଷ ସବୁ ଖଣ୍ଡନ ହୋଇଥାଏ ଆସନ୍ତୁ ଜାଣିବା । ଯଦି ଘରେ ଆମେ ମାଛ ରଖିବା ତାହଲେ  ଘର କିମ୍ବା ଅଫିସ ରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ୨ ରେ – ମାଛ ହେଉଛନ୍ତି ଭଗବାନ ଗଣେଶଙ୍କର ପ୍ରତୀକ ଅଟନ୍ତି ଏହାକୁ ଘରେ ରଖିଲେ ଯଦି କାହାର ଖରାପ ନଜର ଥାଏ  ସେହା ନଷ୍ଟ ହୋଇଯାଇଥାଏ । ୩ରେ – ଯଦି ଆମେ ମାଛକୁ ସବୁଦିନ ଦାନା ଦବା ତାହଲେ ଆମର ସମସ୍ତ କାର୍ଯ୍ୟରେ ପ୍ରଗତି ଘଟିଥାଏ । ୪ରେ –  ଅଫିସ କିମ୍ବା ବାହାରୁ ଆସିଲା ପରେ ଘରେ ଯଦି ଆମେ ମାଛକୁ ଦେଖିବା ତାହାଲେ ମନ ବହୁତ ଭଲ ରହିବ, ଆରମ ମଧ୍ୟ ମିଳିବ ।

୫ରେ – ଘରେ ମାଛ ରଖିଲେ ଶରୀର ଭଲ ରହିଥାଏ ତାହା ସହିତ ଧନ ମଧ୍ୟ ବଢାଇଥାଏ । ୬ ରେ –  ଯଦି ଆପଣ ପାଳି ଥିବା ମାଛର ମୃତ୍ୟୁ ହୋଇଯାଇଛି ତାହାଲେ ଶାରୀରିକ ପୀଡାରୁ ମୁକ୍ତି ପାଇବେ । ୭ରେ – ମାଛକୁ ଦେଖିଲେ ମନ ବହୁତ ପ୍ରସନ୍ନ ରୁହେ ଏବଂ କର୍ମ କରିବାକୁ ଇଛା ଶକ୍ତି ବୃଦ୍ଧି ହୋଇଥାଏ । ୮ରେ – ଯଦି ଘରେ ବାସ୍ତୁ ସମସ୍ଯା ଅଛି ଧନର ଅବାଭ ହଉଛି ତାହାଲେ ଘରେ ମାଛ ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଯାଇଥାଏ । ୯ରେ – ଘରେ ମାଛର ଆକୋରିୟମ ରଖିବା ଦ୍ଵାରା ଘରର ବାତାବରଣ ବହୁତ ଭଲ ହୋଇଥାଏ । ଘରେ ସୁଖ ଶାନ୍ତି ଦେଖିବାକୁ ମିଳିଥାଏ । ଘରେ ଥିବା ନକାରତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ ।

୧୦ ରେ – ଘରେ ଯଦି ରଙ୍ଗୀନ ମାଛ ରଖୁଛନ୍ତି ଥାଲେ ଆପଣଏନକେ ଜୀବନକୁ ସେ ରଙ୍ଗୀନ କରାଇଦୀଏ । ୧୧ରେ – ଆକୋରିୟମକୁ ଘରର ବାରେଣ୍ଡାରେ ଦକ୍ଷିଣ କୋଣରେ ରଖିବେ  ଏହା ରଖିବାଦ୍ଵାରା ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଦ୍ଵାରା ଲେଖା ଅଛି ଯଦି ଆକୋରିୟମ ରେ ନାରଙ୍ଗି ମାଛ ଅଛି ତାହାଲେ ସେଥିରେ ଏକ କଳା ରଙ୍ଗର ମାଛ ନିଶ୍ଚିତ ରଖନ୍ତୁ । ଏହା ରଖିବା ଦ୍ଵାରା ଘରେ ସୁଖ ଶାନ୍ତି ଦେଖା ଦବ । ଏହା ଖୁସିର ପ୍ରତୀକ ଅଟେ । ନିୟମିତ ଯଦି ମାଛକୁ ଦାନା ଦେବେ ତାହଲେ ଶରୀରରେ ସକାରତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଘରେ ଆକୋରିୟମ ରଖିଲେ କଣ ଲାଭ ହୋଇଥାଏ ଜାଣିଲେ ତ ।

Leave a Reply

Your email address will not be published. Required fields are marked *