ଯଦି ସକାଳ 3 ଟାରୁ 5 ଟା ମଧ୍ୟରେ ଆପଣଙ୍କ ନିଦ ଭାଙ୍ଗୁଥାଏ ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଚାଣକ୍ୟ ନୀତିରେ ଜୀବନକୁ ସୁଖ ଓ ଶାନ୍ତିରେ ରହିବାକୁ କୁହା ଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଏକ ଶିକ୍ଷା ଦେଇଥାଏ । ଆସନ୍ତୁ ଜାଣିବା ଚାଣକ୍ୟଙ୍କର ଏମିତି କିଛି ନୀତି ଯାହାକି ଜୀବନକୁ ବଦଳେଇଥାଏ ଓ କୌଣସି କାର୍ଯ୍ୟରେ କାମରେ ଆସିଥାଏ । ଏମିତି କଥା ମଏ କହିବୁ ଯାହାକି ଆପଣ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଥା ଆପଣଙ୍କର ନିଦ ସହିତ ଜଡିତ ଅଛି ।

ଶାସ୍ତ୍ରରେ କୁହା ଯାଇଛି ଯଦି କୌଣସି ବ୍ୟକ୍ତିର ନିଦ ୩ ରୁ ୫ ତ ଭିତରେ ଭାଙ୍ଗିଥାଏ ତାହାଲେ ତାହାର କୌଣସି ଦିବ୍ୟ ଶକ୍ତିଙ୍କର ଇସାରା ଲୁଚିକି ଅଛି । ଦେଖିଥିବେ ରାତିରେ ଏକ ବ୍ୟକ୍ତି ଶୋଇବା ପରେ ଅଚାନକ ତାହାର ନିଦ ଭାଙ୍ଗିଯାଇଥାଏ । କିଛି ଲୋକ ଏହାକୁ ସାଧାରଣ କଥା ଭାବି ଭୁଲିଯାଇଥାନ୍ତି । ତାହାପରେ ସୋଇପଡନ୍ତି । କିନ୍ତୁ ଯଦି ଆପଣଙ୍କର ନିଦ ଏମିତି ଅଚାନକ ଭାଙ୍ଗିଯାଉଛି ତାହା ସାଧାରଣ କଥା ନୁହେଁ । ଏହା ପଛରେ ବହୁତ କଥା ଲୁଚିରହିଥାଏ । ଯଦି କୌଣସି ବ୍ୟକ୍ତି ସୋପ୍ନ ଦେଖୁଛି ତାହା ପଛରେ ମଧ୍ୟ କିଛି ସତ କଥା ଲୁଚିକରି ରହିଥାଏ ।

ଆସନ୍ତୁ ଜାଣିବା ରାତ୍ର ୩ଟାରୁ ୫ ତ ମଧ୍ୟରେ ଯଦି ନିଦ ଭଙ୍ଗୁଛି ତାହାର ଅର୍ଥ କଣ ଅଟେ । ୧ରେ – ସକାଳ ୩ଟାରୁ ୫ ପର୍ଯ୍ୟନ୍ତ ସମୟକୁ ଅମବୃତ ସମୟ ଅଟେ ଏହି ସମୟରେ କିଛି ଆଲୋକିକ ଶକ୍ତିର ପ୍ରବହା ପଡିଥାଏ । ଏହି ଶକ୍ତି ଆପଣଙ୍କୁ କିଛି କଥାର ସଙ୍କେତ ଦେଇଥାଏ । ଏହି ସଙ୍କେତକୁ ବୁଝିବାକୁ ପଡିବ । ଏହି ଆଲୋକିକ ସଙ୍କେତ କେବଳ ସେହି ଲୋକ ମାନଙ୍କୁ ଉଠେଇଥାୟ ଜୀୟ ଆଗକୁ ସର୍ବଦା ଖୁସି ରହିବ । ଯଦି ଆପଣଙ୍କର ନିଦ ୩ଟାରୁ ୫ଟା ଭିତରେ ଭାଙ୍ଗିଥାଏ ତାହାଲେ ଏହି ଶକ୍ତି ଖୁସିରେ ରହିବାର ସଙ୍କେତ ଦେଇଥାଏ ।

୨ରେ – ଯଦି ୩ଟାରୁ ୫ଟା ଭିତରେ ଆପଣ ଉଠିଯାନ୍ତି ତାହାଲେ ଜାଣିବେ ଆଗକୁ ଧନ ବୃଦ୍ଧି ହବାର ସଙ୍କେତ ଅଟେ ।  ସକାଳୁ ସୋଇକି ଉଠିବା କେବଳ ମନ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ଯେଉଁ ଲୋକ ସକାଳୁ ଉଠନ୍ତି ତାଙ୍କର ମନ ବହୁତ ସତେଜ ରହିଥାଏ । ୩ରେ – ଯଦି ନିଦ ୩ଟାରୁ୫ଟା ଭିତରେ ଭାଙ୍ଗିଥାଏ ତାହାଲେ ଆପଣ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଅନେକ ଲୋକ ଶାସ୍ତ୍ରର କଥାକୁ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ ମାନେ ରଖିବେ ଏହା ସର୍ବଦା ସତ୍ୟ ହୋଇଥାଏ। ଯେଉଁ ଲୋକ ୩ଟାରୁ୫ଟା ଭିତରେ ଉଠିଥାନ୍ତି ସେ ବହୁତ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାନ୍ତି । ତେଣୁ ସକାଳ ୩ଟାରୁ୫ ଟା ଭିତରେ ଯଦି ଆପଣଙ୍କର ନିଦ ଭଙ୍ଗୁଛି ନିଶ୍ଚିତ ଭାଗ୍ୟ ଶାଳି ଅଟନ୍ତି ।

Leave a Reply

Your email address will not be published. Required fields are marked *