1 ଦିନରେ ପୁରା ଶରୀର ରେ ଜମା ଆବର୍ଜନା ସଫା ହେବ….

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ ଶରୀର କୁ କିପରି ସବୁ ପ୍ରକାରର ଡିଟକ୍ସ କରିବା ପାଇଁ ଗୋଟେ ଘରୋଇ ନୁସଖା ବା ପ୍ଳାନ ବିଷୟରେ କହିବୁ । ଏହି ପ୍ଳାନ ଗୋଟେ ଦିନରେ ପୁରା ସିଷ୍ଟମ ରୁ ସବୁ ପ୍ରକାରର ଇମ୍ପୃଜିଜକୁ କ୍ଳିନ କରି ଦେବ । ଏହି ଡିଟକ୍ସ ପ୍ଳାନ ସଂପୂର୍ଣ୍ଣ ରୂପେ ଆୟୁର୍ବେଦିକ ରେ ଆଧାରୀତ ଅଟେ । ଏହି ପ୍ରକାରରେ ଯଦି ଆପଣ ନିଜର ଶରୀରକୁ ଡିଟକ୍ସ କରନ୍ତି ତେବେ ଶରୀରରୁ ହାର୍ମଫୁଲ ଟକ୍ସିକୁ ବାହାର କରିବା ସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ଏବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ବିସ୍ତାର ଭାବେ ।

ପ୍ରଥମ ଉପାୟ ଟି ହେଉଛି ସକାଳର ସନରାଇଜ ସମୟରେ ଉଠିବାକୁ ହେବ । ଏହା ଦ୍ଵାରା ଶରୀର ସଂପୂର୍ଣ୍ଣ ଡିଟକ୍ସ ରହିବ । ଏହା ଦ୍ଵାରା ସାରା ଦିନ ଖୁସି ରେ ରହିବା ସହ ଏନର୍ଜିଟିକ ଫିଲ କରିବେ । ସକାଳୁ ଉଠି ଫ୍ରେସ ହେବା ପରେ ଅଏଲ ପୁଲିଙ୍ଗ କରିବାକୁ ହେବ । ଏହା ଏକା ଆନିସିଆନ୍ଟ ପ୍ରାତିଶ ଅଟେ । ଅଏଲ ପୁଲିଙ୍ଗ କରିବା ଦ୍ଵାରା ଦାନ୍ତରେ ଥିବା ଜୀବାଣୁ ବାହାରିଯାଏ । ଏଥିପାଇଁ ଏକ ଚାମଚ ନଡିଆ ତେଲ ନେବାକୁ ହେବ ।

ଏହାକୁ ପାଟି ରେ ପକାଇ ୧୫ରୁ ୨୦ ମିନିଟ ଯାଏଁ ପୁଲିଙ୍ଗ କରିବାକୁ ହେବ । ଏହା ପରେ ଦାନ୍ତ ଘଷିବା, ଜିଭ ଛେଲିବାକୁ ହେବ । ବ୍ରସ କରିବା ପରେ ଅଳ୍ପ ଉଷୁମ ପାଣି ରେ ଲେମ୍ବୁ ରସ ମିଶାଇ ଏହାର ସେବନ କରନ୍ତୁ । ଏହା ଦ୍ଵାରା ଶରୀରର ରେ ଡାଇଜେନ୍ସ ଭଲ ହେବ, ମେଟାବୋଲିଜିମ ଠିକ ସେ କମା କରିବା ଆରମ୍ଭ ହେବ । ୨୦ ମିନିଟ ଯାଏଁ କୌଣସି ଯୋଗ କରିବାକୁ ହେବ ।

ଯେମିତିକି ସୂର୍ଯ୍ୟ ନମସ୍କାର, କପାଳ ଭାଟି ଇତ୍ୟାଦି । ଯୋଗ କରିବାର ୧୫ରୁ ୨୦ ମିନିଟ ପରେ ଲାଇଟ ବ୍ରେକଫାଷ୍ଟ ନେବାକୁ ହେବ । ଯେମିତିକି ଫଳ ଇତ୍ୟାଦି । ଏହା ପରେ ଅଧ ଘଣ୍ଟା ରିଲାକ୍ସ କରିବାକୁ ହେବ । ଏହାପରେ ଆପଣ ୨ ପ୍ରକାରର ଚାହା ବନାଇ ପିଇପାରିବେ । ପ୍ରଥମ ଚା ବନାଇବା ପାଇଁ ଦେଢ କପ ପାଣି ନିଅନ୍ତୁ । ସେଥିରେ ଛୋଟ ଅଦାକୁ କାଟି ପକାନ୍ତୁ ।

ଏହା ଫୁଟିବା ପରେ ଛାଣି ଏକ ଚାମଚ ଲେମ୍ବୁ ରସ ଓ ମହୁ ମିଶାନ୍ତୁ । ଅନ୍ୟ ଏକ ଚାହା ତିଆରି କରିବା ପାଇଁ ଦେଢ କପ ପାଣିରେ ଏକ ଚାମଚ ଜୀରା ପକାନ୍ତୁ । ଏହାପରେ ଏକ ଚାମଚ ପାନମଧୁରୀ, ଧନିଆ ପକାଇ ଭଲରେ ଫୁଟାନ୍ତୁ । ଏହାପରେ ଲଞ୍ଚ ରେ ମୁଗ ଡାଲି, ବ୍ରାଉନ ରାଇସରେ ତିଆରି ହୋଇଥିବା ଖେଚେଡୀ, ଦହି, ଧନିଆ, ପୋଦିନା ଚଟଣି ଖାଇବାକୁ ହେବ ।

ଯେଉଁ ଦିନ ଶରୀରର ଡିଟକ୍ସ କରିବେ ସେଦିନ ଏହାକୁ ଖାଇବାକୁ ହେବ । ସନ୍ଧ୍ୟାରେ ଲେମ୍ବୁ ପାଣି, ଗ୍ରୀନ ଟ୍ରି, ଗଜାମୁଗ ଖାଇପାରିବେ । ଏହାପରେ ରାତିରେ ଡିନରରେ ସ୍ଵୀଟକର୍ନ, ତମାଟୋ, ମୁଗ ଡାଲିର ସୁପ, ସାଲାଟ ସେବନ କରିବାକୁ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *