ଭିକାରୀ ଭଳି ବହୁତ ବଞ୍ଚିଲ,10 ତାରିଖରୁ ରାଜା ଭଳି ଜୀବନ ବଞ୍ଚିବ କେବଳ ଏହି 6ଟି ରାଶିର ଲୋକ

8 ଅଗଷ୍ଟ ରେ ପଡୁଛି ଶ୍ରାବଣ ମାସର ଅମବାସ୍ୟା । ଯାହା ଚିତଉ ଅମବାସ୍ୟା ରୂପେ ପରିଚିତ । ଏହି ଅମାବାସ୍ୟା ଟି ର ମାନ୍ୟତା ବହୁତ ଭଲ ଥାଏ । ତେବେ ଏହି ଚିତଉ ଅମାବାସ୍ୟାକୁ ରବିବାର ଦିନ ସମସ୍ତେ ପାଳନ କରିସାରିଛନ୍ତି ।

ଏହି ଦିନ କୃଷି ଉପକରଣ ମଧ୍ୟ ପୂଜା କରାଯାଏ । ଏହି ଅମାବାସ୍ୟା ରେ ଚିତଉ ପିଠା କରି ପୂଜା କରାଯାଏ । ଚିତଉ ଅମବାସ୍ୟା ଦିନ ଘଟିବାକୁ ଯାଉଛି ଗ୍ରହ ମାନଙ୍କର ମହାସଂଯୋଗ । ଆମେ ଜାଣିଚୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ପରିଵର୍ତନ ମଣିଷ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ଏହି ଦିନ ହେବାକୁ ଯାଉଥିବା ଗ୍ରହ ପରିଵର୍ତନ ର ଶୁଭ ପ୍ରଭାବ କିଛି ବିଶେଷ ରାଶି ମାନଙ୍କ ଉପରେ ପଡିବ । ଯାହା ଫଳରେ 10 ତାରିଖରୁ ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିଯିବ ।

ଆମେ ଜାଣିଚୁ ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଶ୍ରାବଣ ମାସରେ ପ୍ରଭୁ ମହାଦେବ ସନ୍ତୁଷ୍ଟ ଥାନ୍ତି । କିନ୍ତୁ ଏହି ଅମାବାସ୍ୟା ପର ଠାରୁ ପ୍ରଭୁ ମହାଦେବଙ୍କ କୃପା କିଛି ବିଶେଷ ରାଶି ଉପରେ ପଡିବ । ଏମାନଙ୍କ ଜୀବନର ସବୁ ଅସୁବିଧା ଏବେ ଦୂର ହୋଇଯିବ । ଏମାନଙ୍କ ର ଅର୍ଥ ସମସ୍ୟା ବହୁତ ଜଲ୍ଦି ଦୂର ହେବ । ବାଲି, ସିମେଣ୍ଟ, ଲୁହା ଆଦି ବ୍ୟବସାୟୀଙ୍କ ର ବ୍ୟବସାୟରେ ଭଲ ଲାଭ ହେବ ।

ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ବ୍ୟବସାୟରେ କୋଭିଡ ସମୟରେ ହେଇଥିବା କ୍ଷତି ମଧ୍ୟ ପୂରଣ ହୋଇଯିବ । ଆପଣଙ୍କ ମନ ରେ ଥିବା ଇଛା ପୁର୍ଣ ହେବ । ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଉପାୟ କୁ ସମସ୍ତେ ପସନ୍ଦ କରିବେ । କୌଣସି କେସ ରେ ଆପଣଙ୍କ ର ବିଜୟ ହେବ । ଛାତ୍ର ଛାତ୍ରୀ ମାନେ ନିଜର କ୍ୟାରିୟର କୁ ନେଇ ସଠିକ ନିର୍ଣ୍ଣୟ ନେବେ ଓ ଏଥିରେ ସଫଳ ମଧ୍ୟ ହେବେ ।

ଆପଣ ଆପଣଙ୍କର କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା କରିବେ । ଆପଣଙ୍କ ବନ୍ଧୁ ଓ ଆପଣ କୌଣସି ନୂଆ ପ୍ରୋଜେକ୍ଟ ରେ କାର୍ଯ୍ୟ କରିବେ । ଆପଣ ନୂଆ କାର୍ଯ୍ୟ କରିବାକୁ ଚିନ୍ତା କରିବେ ଓ ଏଥିରେ ସଫଳ ମଧ୍ୟ ହେବେ । କୌଣସି ନୂଆ ଜିନିଷରେ ଆପଣ ନିବେଶ କରିବେ । ଏହି ରାଶିର ବ୍ୟକ୍ତି ମାନେ ନିଜ ସନ୍ତାନ ଙ୍କ ଠାରୁ କୌଣସି ଶୁଭ ସମ୍ବାଦ ପାଇବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ।

କିନ୍ତୁ ଆପଣ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବେ । ଆପଣ ସବୁ ଜିନିଷର ନିର୍ଣ୍ଣୟ ନେବା ଆଗରୁ ଭଲ ଭାବେ ଭାବି ତା ପରେ ନିର୍ଣ୍ଣୟ ନେବେ ନହେଲେ ଏହା ଆପଣଙ୍କ କ୍ଷତି କରିପାରେ । କୌଣସି ଗରିବ ଲୋକଙ୍କୁ ବା କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଆପଣଂକୁ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ପରିବାରରେ ଚାଲିଥିବା କଳହ ଦୂର ହେବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ସନ୍ତାନ ପ୍ରାପ୍ତ ଯୋଗ ଅଛି । ତେବେ ଯେଉଁ ରାଶି ମାନଙ୍କ କଥା ଆମେ କହିଲୁ ସେହି ରାଶି ଗୁଡିକ ହେଲେ ମେଷ ରାଶି, ବୃଷ ରାଶି , ବିଛା ରାଶି ,ସିଂହ ରାଶି ,କୁମ୍ଭ ରାଶି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *