12 ଟି ରାଶି ଚକ୍ରରୁ 3 ଟି ସବୁଠାରୁ ଧନୀ ରାଶି, ଦେଖନ୍ତୁ ସେହି 3ଟି ରାଶି ମଧ୍ୟରେ ଆପଣଙ୍କ ରାଶି ନାହିଁ ତ ! 

ଜ୍ଯୋତିଷ ଅନୁସାରେ କୁହାଯାଇଥାଏକି କୌଣସି ଜାତକଙ୍କ କୁଣ୍ଡଳୀରେ ଶନି ଦୁର୍ବଳ ରହିଥାନ୍ତି ତେବେ ଜାତକଙ୍କୁ ସବୁ କାର୍ଯ୍ୟରେ ବହୁତ ସମସ୍ଯା ଦେଖିବାକୁ ମିଳିଥାଏ । ଆଉ ଯଦି କୁଣ୍ଡଳୀରେ ଶନି ମଜଭୁତ ରହିଥାନ୍ତି ତେବେ ବ୍ୟକ୍ତି ଯେତେ ଗରିବ ହୋଇଥାନ୍ତୁ ନା କାହିଁକି ଏମାନକୁ ଧନୀ ହେବାରୁ କେହି ଅଟକାଇ ପାରିବେ ନହିଁ । ଏଠି ପାଇଁ ଲୋକ ମାନେ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପ୍ରକାର ଉପାୟ ମଧ୍ୟ କରିଥାନ୍ତି । ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିଚାର କରାଯାଏ । ଜିଏକି ଜାତକ ମାନଙ୍କୁ ନିଜ କର୍ମର ଫଳ ପ୍ରଦାନ କରିଥାନ୍ତି ।


ଆଜି ଆମେ ଏପରି କିଛି ରାସୀ ମାନଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କ ଉପରେ ଶନି ଦେବଙ୍କ କୃପା ସବୁବେଳେ ରହିଥାଏ । ଆଉ ଶନି ଦେବଙ୍କ ଆଶୀର୍ବାଦ କାରଣରୁ ଏମାନଙ୍କୁ ଜୀବନରେ ସବୁ କିଛି ପ୍ରାପ୍ତ ହୋଇଥାଏ । ସେହି ଭାଗ୍ୟଶାଳୀ ରାସୀ ମାନେ କିଏ କିଏ ଅଟନ୍ତି ଆସନ୍ତୁ ଜାଣିବା ।


ତୁଳା ରାଶି :- ତୁଳା ରାଶି ଶନି ଦେବଙ୍କର ସବୁଠୁ ପ୍ରିୟ ରାସୀ ହୋଇଥାଏ । ଏହି ରାଶିର ଜାତକ ବହୁତ ସଚୋଟ ଓ ପରିଶ୍ରମୀ ହୋଇଥାନ୍ତି । ଶନି ଦେବଙ୍କ ବିଶେଷ କୃପା ମିଳିବାରୁ ଏମାନେ ପରିଶ୍ରମ ବଳରେ ନିଯର ବଡ ଉଚ ଧରଣର ଲକ୍ଷ ପ୍ରାପ୍ତ କରିଥାନ୍ତି । ଏମାନେ କୌଣସି କାର୍ଯ୍ୟରେ ଅସଫଳ ହେବା ଦ୍ଵାରା ହାର ମାନନ୍ତି ନହିଁ । ଏମାନେ ନିଜ ପ୍ରୟାସ ଦ୍ଵାରା ସଫଳତା ଲାଭ କରିଥାନ୍ତି ।


କୁମ୍ଭ ରାଶି :- କୁମ୍ଭ ରାଶିର ସ୍ଵାମୀ ସ୍ଵୟଂ ଶନି ଦେବ ହୋଇଥାନ୍ତି । ଯେଉଁ କାରଣରୁ ଏହି ଜାତକ ମାନଙ୍କ ଉପରେ ଶନି ଦେବଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଛି । ଏହି ଜାତକର ବ୍ୟକ୍ତି ସ୍ବଭାବରେ ବହୁତ ସରଲ ଶାନ୍ତ ଓ ସଚୋଟ ହୋଇଥାନ୍ତି । ଅତ୍ୟଧିକ ପରିଶ୍ରମୀ ଓ ଦୃଢ ଆତ୍ମ ବିଶ୍ଵାସୀ ହୋଇଥାନ୍ତି । ଏମାନନକ ଠାରେ କ୍ରିଏଟିଭିଟି ଅଧିକ ଦେଖିବାକୁ ମିଳିଥାଏ । ଶନି ଦେବଙ୍କ କାରଣରୁ ଏମାନେ ସର୍ବଦା ସଫଳତା ଅର୍ଜନ କରିଥାନ୍ତି । ଆଉ ଭବିଷ୍ୟତରେ ଉଚ ସ୍ଥାନ ଲାଭ କରିଥାନ୍ତି ।


ମକର ରାଶି :- ଜ୍ଯୋତିଷ ଶସ୍ତ୍ର ଅନୁସାରେ ମକର ରାଶି ର ସ୍ଵାମୀ ଗ୍ରହ ମଧ୍ୟ ଶନି ଦେବ ଅଟନ୍ତି । ତାଙ୍କ ଉପରେ ଶନି ଦେବଙ୍କର ବିଶେଷ କୃପା ମଧ୍ୟ ରହିଥାଏ । ଯେଉଁ କାରଣରୁ ଏହି ଲୋକମାନେ କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ଵାରା ଜୀବନରେ ଉଚ ଲକ୍ଷ ପ୍ରାପ୍ତ କରିଥାନ୍ତି । ଶନି ଦେବଙ୍କ ଆଶୀର୍ବାଦ କାରଣରୁ ଏମାନଙ୍କ ଜୀବନରେ ପ୍ରତେକ ପ୍ରକାର ସୁଖ ସୁବିଧାର ପ୍ରାପ୍ତ ହୋଇଥାଏ । ଏମାନେ ଶନି ଦେବଙ୍କ ଆଶୀର୍ବାଦ କାରଣରୁ ସମଯରେ ନିଜେ ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ।

Leave a Reply

Your email address will not be published. Required fields are marked *