172 ବର୍ଷ ପରେ 6/7 ସେପ୍ଟେମ୍ବର 2023 କୃଷ୍ଣା ଜନ୍ମାଷ୍ଟମୀ, 6ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଦୀର୍ଘ ୧୭୨ ବର୍ଷ ପରେ ସେପ୍ଟେମ୍ବର ୬ ତାରିଖ ବୁଧବାର ଦିନ ପଡୁଅଛି ପବିତ୍ର ଜନ୍ମାଷ୍ଟମୀ ପର୍ବ । ଏହି ଦିନ ବନିବାକୁ ଯାଉଛି ମହାଲକ୍ଷ୍ମୀ ଯୋଗ, ଦିବ୍ୟ ଦୁର୍ଲଭ ମହା ସଂଯୋଗ । ଯାହା ଫଳରେ ୧୨ଟି ରାଶି ମଧ୍ୟରୁ ୬ଟି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଏହି ରାଶି ଧନରେ ମାଳାମାଲ ହେବାକୁ ଯାଉଛନ୍ତି । ଏହି ରାଶିଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ କୃଷ୍ଣଙ୍କ କୃପା ବର୍ଷା ହେବ । ଏମାନଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି । ଏମାନେ ହେବାକୁ ଯାଉଛି କୋଟିପତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

କନ୍ୟା ରାଶି : କୃଷ୍ଣ ଜନ୍ମାଷ୍ଟମୀ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଆପଣଙ୍କ ଉପରେ ଭଗବାନ କୃଷ୍ଣ ଓ ମା ଲକ୍ଷ୍ମୀଙ୍କ କୃପାରୁ ଅଚାନକ ଧନ ଲାଭ ହେବ । ଘର ପରିବାରରେ ସୁଖ ସମୃଦ୍ଧି ଆସିବ । ବିଜନେସ କରୁଥିଲେ ଦୁଇ ଗୁଣା ଲାଭ ମିଳିବ । ଚାକିରି ସନ୍ଧାନରେ ଥିଲେ ରୋଜଗାର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଏହି ଥରର ଜନ୍ମାଷ୍ଟମୀ ଆପଣଙ୍କ ପାଇଁ ବହୁତ ଶୁଭ ଫଳଦାୟକ ସାବ୍ୟସ୍ତ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ ହେବ । ଆର୍ଥିକ ଲାଭ ମିଳିବ । ଚାରିଆଡୁ ଧନର ପ୍ରାପ୍ତି ହେବ । ବାହନ ବା ଘର କ୍ରୟ କରିପାରନ୍ତି । ଧନ ଜନିତ ସମସ୍ଯା ଦୂର ହେବ । ପ୍ରେମ ଜୀବନରେ ସଫଳତା ମିଳିବ ।

ମେଷ ରାଶି : ଆପଣଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ଓ ଭଗବାନ କୃଷ୍ଣଙ୍କ କୃପା ରହିବ । ଆପଣଙ୍କୁ ଚାରି ଦିଗରୁ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ଅଛି । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଗାମୀ ସମୟ ଶୁଭ ରହିବ । ଖୁସି ଖବର ପ୍ରାପ୍ତ ହେବ ।

ତୁଳା ରାଶି : ଭଗବାନ କୃଷ୍ଣଙ୍କ ବିଶେଷ କୃପା ଆପଣଙ୍କ ଉପରେ ବର୍ଷା ହେବ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ବିଦେଶ ଯାତ୍ରାର ଯୋଗ ଅଛି । କୋର୍ଟ କଚେରୀ ମାମଲା ଚାଲିଥିଲେ ସେଥିରୁ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ହେବ । ଅଚାନକ ଧନ ଲାଭ ହେବ ।

ସିଂହ ରାଶି : ଆପଣଙ୍କୁ କହି ଦେଉଛି ଜନ୍ମାଷ୍ଟମୀ ପର୍ବ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଜୀବନର ଦୁଃଖ କସତ୍ଯ ଦୂର ହେବ । ସମ୍ପତିରୁ ଲାଭ ପାଇବେ । ସବୁ ସମସ୍ୟାରୁ ମୁକ୍ତି ପାଇବେ । ଅଚାନକ ଧନ ଲାଭ ହେବ ।

ବୃଷ ରାଶି : ମା ଲକ୍ଷ୍ମୀ ଓ ଭଗବାନ କୃଷ୍ଣ ଙ୍କ ସୀମା କୃପା ବର୍ଷା ହେବ । ବଡ ବଡ ଖୁସି ଆପଣଙ୍କ ଘର ପରିବାରରେ ପ୍ରାପ୍ତ ହେବ । ବ୍ୟାପାର କରୁଥିଲେ ଦୁଇ ଗୁଣା ଉନ୍ନତି ହେବ । ଚାରି ଦିଗରୁ ଧନ ଲାଭ ହେବ । ବିଦେଶରେ ବିଜେନେସ ଚାଲିଥିଲେ ଉନ୍ନତି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *