2 ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତବିନ୍ଧା ଭଲ ହେବ, ଦାନ୍ତରେ ପୋକ, ପାଇରିଆ ଦୂର ହେବ- Healthy Tips

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କର ଅସହନୀୟ ଦାନ୍ତ ବିନ୍ଧା ସମସ୍ଯା ଦେଖା ଯାଉଛି । ଆପଣଙ୍କର ଦାନ୍ତ ବିଦନାହ ଯେତେ ବି ପୁରୁଣା ହୋଇଥାଉ ଆପଣ ଥରେ ଏହି ରେମେଡି ର ନିଶ୍ଚୟ ପ୍ରୟୋଗ କରନ୍ତୁ । ତେବେ ଆସନ୍ତୁ ଜାଣିବା ଭୟଙ୍କର ରୁ ଭୟଙ୍କର ଦାନ୍ତ ବିନ୍ଧା ସମସ୍ଯା ଦୂର କରିବା ପାଇଁ କିପରି ଏହି ରେମେଡି ବନାଇବେ ଓ ଏହାର ପ୍ରୟୋଗ କିପରି କରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପିଜୁଳି ପତ୍ର ପିଜୁଳି ଆମ ଶରୀର ପାଇଁ କେତେ ଲାଭାଦାୟକ ତାହା ଆପଣ ନିଶ୍ଚୟ ଜାଣିଥିବେ ।

ଏହା ସହ ପିଜୁଳିପତ୍ରରୁ ଅନେକ ଭିଟାମିନ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକା ଲାଭଦାୟକ ହୋଇଥାଏ । ପିଜୁଳି ପତ୍ରର ଫାଇଦା ବିଷୟରେ ବହୁତ କମ ଲୋକ ଅଜାଣିଥିବେ । ୱେଟଲସ, ଜଏଣ୍ଟ ପେନ ସମସ୍ଯା ଦୂର କରିବା ପାଇଁ ଏହା ଲାଭଦାୟକ ହୋଇଥାଏ । ପିଜୁଳି ପତ୍ରର ପ୍ରୟୋଗ କରି ଦାନ୍ତ ବିନ୍ଧା, ପୋକ ଖାଇବା, ମାଢି ସମସ୍ୟାରୁ ମୁକ୍ତି ମିଳିବ । ପ୍ରଥମ ରେମେଡି ବନାଇବା ପାଇଁ 4ଟି ପିଜୁଳି ପତ୍ରର ଆବଶ୍ୟକତା ପଡିବ ।

ଏହି ପତ୍ରକୁ ଛୋଟ ଛୋଟ କରି ଛିଡାଇ ଏହାର ରସ ବାହାର କରନ୍ତୁ । ଏବେ ଆପଣ ତୁଳା ସାହାର୍ଯ୍ୟ ରେ ଏହି ରସ କୁ ବୁଡାଇ ସେଥିରେ ଚିମୁଟାଏ ହଳଦୀ ଗୁଣ୍ଡ ନିଅନ୍ତୁ । ହଳଦୀ ରେ କଷ୍ଟ ନିବାରକ ଗୁଣ ମିଳିଥାଏ । ଏବେ ଆପଣ ଦାନ୍ତ ବିନ୍ଧୁ ଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ମାତ୍ର 30 ମିନିଟ ଯାଏଁ ଆପଣ ଏହାକୁ ଦୁଇ ଦାନ୍ତ ମଧ୍ୟରେ ଚାପି ରଖନ୍ତୁ ।

ଯଦି ପାଇରିୟା ସମସ୍ଯା ଅଛି ତେବେ ଏଥିରେ ଅଳ୍ପ ସୋରିଷ ତେଲ ଓ ଲୁଣ ମିଶାଇ ଏହି ମିଶ୍ରଣକୁ ମଧ୍ୟ ରେ ମଶାଚ କରନ୍ତୁ । ଏହାକୁ କିଛି ଦିନ ପ୍ରୟୋଗ କରିବା ଦ୍ଵାରା ପାଇରିୟା ସମସ୍ଯା ଭଲ ହୋଇଯିବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ପାଣି ଗରମ ହେବା ପରେ 4ରୁ 5ଟି ପିଜୁଳି ପତ୍ର ପକାନ୍ତୁ ।

ଏହି ପ୍ରକାରରେ ଏହାର ପ୍ରୟୋଗ କରିଲେ ଦାନ୍ତ ବିନ୍ଧା, ପୋକ ଖାଇବା ଦୂର ହେବ । ଏବେ ଏଥିରେ 4ରୁ 5ଟି ଲବଙ୍ଗ ପକାନ୍ତୁ । ଏହି ପାଣି କୁ 5ରୁ 7 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଏହାକୁ ଛାଣି ନିଅନ୍ତୁ ଓ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଯଦି ଫିଟିକିରି ଗୁଣ୍ଡ ଅଛି ତେବେ ଏଥିରେ ଅଳ୍ପ ମିଶାନ୍ତୁ । ନଚେତ ଏଥିରେ ଲୁଣ ମିଶାନ୍ତୁ ।

ଏହି ପାଣି ଅଳ୍ପ ଥଣ୍ଡା ହେବା ପରେ କୁଳି କରନ୍ତୁ । ଏହା ପରେ ପୂର୍ବରୁ ବନାଇ ରଖିଥିବା ରେମେଡି କୁ ଦାନ୍ତରେ ଚାପି ଅଧ ଘଣ୍ଟା ଯାଏଁ ରଖନ୍ତୁ । ଏହି ସମୟରେ କିଛି ବି ଖାଇବେ ନାହିଁ କି ପିଇବେ ନାହିଁ । ଦିନକୁ 2 ଥର ଏହାର ପ୍ରୟୋଗ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *