କାହାର ପାଦ ଧୁଳି ଘରେ ପଡିଲେ ମଣିଷ ଧନୀ ଥିଲେ ଗରିବ ହୁଏ ଏବଂ ଗରିବ ଥିଲେ ଧନୀ ହୁଏ ? ଏହା ସହ ଜାଣନ୍ତୁ ଆହୁରି କିଛି ଅନୁଚିନ୍ତା ।

ବନ୍ଧୁଗଣ ମଣିଷ ଜୀବନରେ ବାସ୍ତୁ ଶସ୍ତ୍ର ରେ ଲେଖା ଥିବା ନିୟମ ମାନର ପାଳନ କରିବା ଉଚିତ । ଏହା ଦ୍ଵାରା ଜୀବନ ସହଜ, ସରସ ଓ ସୁନ୍ଦର ହୋଇଯାଏ । ଜୀବନକୁ ସୁଖମୟ ଓ ଶାନ୍ତିପୂର୍ଣ୍ଣ ଭାବେ ବ୍ଯତୀତ କରିବା ପାଇଁ ଶାସ୍ତ୍ର ଲିଖିତ ନିୟମ ମାନର ମାନିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ।

୧- କେବେ ବି କାହାକୁ ଧାରୁଆ ଜିନିଷ ଉପହାର ଦେବା ଉଚିତ ନୁହେଁ । ପୁରୁଷ ମାନେ ପୂଜା କରିବା ସମୟରେ ମ ଦୂର୍ଗାଙ୍କୁ ଫୋଟୋ ବା ମୂର୍ତ୍ତି ରେ ଓ ନାରୀ ମାନେ ହନୁମାନଙ୍କ ଫୋଟୋ ବା ମୂର୍ତ୍ତି ରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ।

୨- ଗାଧୋଇ ସାରିବା ପରେ ନାରୀ ମାନେ ସିନ୍ଦୁର ପିନ୍ଧିବା ପରେ ଖୋସା ବା ଗଭା ରେ ଗୋଟେ ଧଳା ରଙ୍ଗର ଫୁଲ ଖୋସିବା ଦ୍ଵାରା ଆତ୍ମା ପବିତ୍ର ଓ ମାନସିକ ଶାନ୍ତି ଫେରି ଆସିବ ।

୩- କୁଲା ଓ ଝାଡୁ ଏକ ସହ କେବେ ବି କିଣିବେ ବା ରଖିବେ ନାହିଁ । ଘରେ ଆଗରେ କେବେ ପଥର ଜମା କରି ରଖନ୍ତୁ ନାହିଁ । ଏହା ସହ କଣ୍ଟା ଓ କ୍ଷୀର ବାହାରୁଥିବା ଗଛ ଘରେ ଆଗରେ ରଖନ୍ତୁ ନାହିଁ ।

୪- ଛେଳି ଖୁରା ର ଧୁଳି ଯଦି ଘରେ ପଡିଯାଏ ତେବେ ବହୁତ କ୍ଷତିକାରକ ହୋଇଥାଏ । ଘୁଷୁରି ଗୋଡର ଧୁଳି ପଡିଲେ ଧନୀ ଥିଲେ ଗରିବ ହେବେ । ଝାଡୁର ଧୁଳି ବାହାରକୁ ନ ପଡି ଘରେ ପଡିଲେ ଧନୀ ଥିଲେ ଗରିବ ହେବେ । ରଜସ୍ଵଳା ନାରୀର ପାଦ ଧୁଳି ଠାକୁର ଘରେ ପଡିଲେ ଧନୀ ଥିଲେ ଗରିବ ହେବେ ।

୫- ଗାଈ ଖୁରାର ଧୁଳି ଯଦି ଘରେ ପଡେ, ଧଳାର ଧୁଳି ପଡିଲେ, ଭଣଜାର ପାଦ ଧୁଳି ପଡିଲେ, ବ୍ରାହ୍ମଣର ପାଦ ଧୁଳି ପଡିଲେ ଗରିବ ଥିଲେ ଧନୀ ହେବେ ।

୬- ନିମ ଗଛ କେବେ ହାଣିବା ବା ନିମ ଗଛର କାଠ ଜାଳିବା ଉଚିତ ନୁହେଁ । ମହୁ ଫେଣା କେବେ ଭାଙ୍ଗିବା ଉଚିତ ନୁହେଁ ।

୭- ଅମାବାସ୍ୟା ଦିନ ଯେଉଁ କାମ କରିବା କଥା କରନ୍ତୁ । କିନ୍ତୁ ଅମାବାସ୍ୟାରେ ଘର ନିଶ୍ଚୟ ସଫା ରଖନ୍ତୁ ଓ ସବୁ ଅଦରକାରି ଜିନିଷ ବାହାରକୁ ଫିଙ୍ଗି ଦିଅନ୍ତୁ । ଏହା ଦ୍ଵାରା ମଙ୍ଗଳ ହୋଇଥାଏ ।

୮- ରାତି ଦିନ ଅତି କାମରେ ୮ ଗ୍ଳାସ ପାଣି ପିଇବା ଆଉଚିତ । ପାଣି ପିଇବା ସମୟରେ କେବେ ବି ଠିଆ ହୋଇ କି ପାଣି ପିଇବା ଉଚିତ ନୁହେଁ । ସର୍ବଦା ବସି କି ପାଣି ପିଇବା ଉଚିତ । ପାଣିରେ କେବେ ବି ମଳମୁତ୍ର ତ୍ୟାଗ କରନ୍ତୁ ନାହିଁ ।

୯- ଯେତେ ପ୍ରକାରର ମାଛ ଅଛି ସବୁଠାରୁ ସ୍ୱାସ୍ଥ୍ୟ ପାଇଁ ଭଲ ହେଉଛି ମହୁରାଳି ମାଛ । ମାଛ ପୋଡା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *