ରବିବାର ରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଜୀବନରେ ଆସିଥାଏ ଘୋର ଗରିବୀ..

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନ ଅଲଗା ଅଲଗା ଗ୍ରହ ସହ ଜଡିତ ରହିଥାଏ । ପ୍ରତେକ ଦିନର ସ୍ଵାମୀ ଏକ ଗ୍ରହ ହୋଇଥାନ୍ତି । ଗ୍ରହ ଓ ନକ୍ଷତ୍ରର ଆଧାରରେ ପଞ୍ଚାଙ୍ଗ ର ନିର୍ମାଣ କରା ଯାଇଛି । ଶାସ୍ତ୍ରରେ ସୂର୍ଯ୍ୟଦେବ ଙ୍କୁ ଗ୍ରହର ଅଧିପତି କୁହା ଯାଇଛି । ସେଥିପାଇଁ ସବୁ ଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟ ଙ୍କୁ ଅଧିପତି ମାନା ଯାଇଛି । ସପ୍ତାହର ରବିବାର ଦିନ କୁ ସୂର୍ଯ୍ୟ ଙ୍କୁ ସମର୍ପିତ କରା ଯାଇଛି । ବେଦରେ ସୂର୍ଯ୍ୟ ଙ୍କୁ ଭଗବାନଙ୍କ ନେତ୍ର କୁହା ଯାଇଛି ।

ଆଜି ଆମେ ଜାଣିବା ରବିବାରେ କେଉଁ ଖାଦ୍ଯ ଖାଇବା ଉଚିତ ନୁହେଁ । ରବିବାର ଦିନ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଲେ ମନୁଷ୍ୟର ବଡ ବଡ କାର୍ଯ୍ୟ ସିଦ୍ଧ ହୋଇଥାଏ । ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ଥିଲେ ସେହି ବ୍ୟକ୍ତିକୁ ଜୀବନରେ ଅନେକ ସମସ୍ୟାର ସମାନ କରିବାକୁ ପଡିଥାଏ । ସେଥିପାଇଁ ରବିବାର ଦିନ ବ୍ୟକ୍ତିକୁ ଜ୍ଯୋତିଷ ଉପାୟ କରିବା ଉଚିତ । ଏହା ସହ ରବିବାର ଦିନେ ଏହି ଜିନିଷ ଖାଇବା ଦ୍ଵାରା ଜୀବନରେ ସମସ୍ଯା ବଢିଥାଏ । ଆସନ୍ତୁ ଜାଣିବା ସେହି ଉପାୟମାନ ବିଷୟରେ । 

 ରବିବାର ବ୍ରତ ରଖନ୍ତୁ କି ନାହିଁ କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳରେ ଅର୍ଘ୍ୟ ଦେଲେ ଦୁର୍ଘାୟୁ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତମ୍ବା ପାତ୍ରରେ ଅର୍ଘ୍ୟ ଦେବା ସର୍ବ ଶ୍ରେଷ୍ଠ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳରେ ଅର୍ଘ୍ୟ ଦେବା ସମୟରେ ନାଲି ଫୁଲ ଓ ଚାଉଳ ରଖିବା ଉଚିତ । ଯଦି ବାରବାର ଆପଣ କେଉଁଠି ଅପମାନ ହେଉଛନ୍ତି ତେବେ ବ୍ୟକ୍ତିକୁ ଜଳରେ କର୍ପୁର ପକାଇ ଅର୍ଘ୍ୟ ଦେବା ଉଚିତ ।

ଏହା ଦ୍ଵାରା ବ୍ଯକ୍ତିର ମାନ ସମ୍ମାନରେ ବୃଦ୍ଧି ହେବ । ତମ୍ବା ପାତ୍ରରେ ଗନ୍ଧ ନାଲି ଚନ୍ଦନର ଆକୃତି ବନାଇ ସେଥିରେ କନିଅର ଫୁଲ, ରକ୍ତ ଚନ୍ଦ, ଚାଉଳ ପକାଇ ଅର୍ଘ୍ୟ ଦେବା ଉଚିତ । ରବିବାର ରେ ଘରର ଲୋକଙ୍କୁ ମଥାରେ ଟୀକା ଲଗାଇ ଘରୁ ବାହାରିବା ଉଚିତ । ଏହି ଦିନ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ମାଛ କୁ ଅଟା ଗୁଳା ଖୁଆଉଥାଏ ତାକୁ ଧନ ପ୍ରାପ୍ତି ହୋଇଥାଏ ।

ଘର ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ରବିବାର ଦିନ ଓସ୍ତ ଗଛ ମୂଳରେ ଦୀପ ଜଳାଇବା ଉଚିତ । ଏହା ସହ ରବିବାର ଦିନ ଘରର ମୁଖ୍ୟଦ୍ଵାରରେ ଶୁଦ୍ଧ ଘିଅର ଦୀପ ଜଳାଇବା ଉଚିତ । ଏହା ଦ୍ଵାରା ଭଗବାନ ସୂର୍ଯ୍ୟଦେବ ଙ୍କ କୃପାରୁ ଦାରିଦ୍ର୍ୟତା ଦୂର ହୋଇଥାଏ । ଏହି ଦିନ ଝାଡୁ କିଣିବା ବଉତ ଶୁଭ ମାନା ଯାଇଛି ।

ଏହି ଦିନ ୩ଟି ଝାଡୁ ଆଣି ପୂଜା କରି ସୋମବାର ଦିନ ମନ୍ଦିରରେ ଦାନ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଲୁଣର ସେବନ କରିବା ଅନୁଚିତ । ଏହି ଦିନ ଚାଉଳରେ ଗୁଡ ଓ କ୍ଷୀର ମିଶାଇ ସେବନ କରିଲେ ସୂର୍ଯ୍ୟ ଙ୍କ କୃପା ମିଳିଥାଏ । ଏହି ଦିନ ମସୁର ଡାଲି, ଶାଗ, ମାଛ ଖାଇବା ବର୍ଜନୀୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *