ମା ଲକ୍ଷ୍ମୀଙ୍କର କୃପାରୁ ନୂଆ ବର୍ଷ ୨୦୨୨ ରେ ମାଲା ମାଲ ହେବାକୁ ଯାଉଥିବା ଏହି ଚାରିଗୋଟି ରାଶି ମାନଙ୍କ ବିଷୟରେ, ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଭାବେ କୃପା ବର୍ଷା ହେବ । ଯାହା ଚାହିଁବେ ଆପଣଙ୍କୁ ଏହି ବର୍ଷରେ ପ୍ରାପ୍ତ ହେବ । ଭାଗ୍ଯର ମଧ୍ୟ ପୂର୍ଣ ସହଯୋଗ ମିଳିବ । ତାହା ସହିତ ଧନ ଉପାର୍ଜନ କରିବାର ସୁଯୋଗ ଏମାନଙ୍କୁ ପ୍ରାପ୍ତ ହେବ । ଯେଉଁବି କାର୍ଯ୍ୟରେ ଏମାନେ ହାତ ଦେବେ ସେଇ ସବୁ କାର୍ଯ୍ୟ ବହୁତ ସହଜରେ ପୁରା ହୋଇଯିବ ।
ଭାଗ୍ଯର ସମ୍ପୂର୍ଣ ସାହାର୍ଯ୍ୟ ଓ ସହଯୋଗ ପ୍ରାପ୍ତ ହେବ । ୫୧ ବର୍ଷର ଅଦ୍ଭୁତ ମହାସଞ୍ଜୋଗ ପରେ ମା ଲକ୍ଷ୍ମୀଙ୍କର କୃପାରୁ ଏହି ନୂଆ ବର୍ଷ ୨୦୨୧ ଠାରୁ ଚମକିବାକୁ ଯାଉଛି ଏହି ଚାରି ଗୋଟି ରାଶିର ଭାଗ୍ୟ । ତେବେ ଆସନ୍ତୁ ଜାଣିବା ସେଇ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
ସିଂହ ରାଶି :- ସିଂହ ରାଶିର ପ୍ରତେକ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟତି ବହୁତ ଲାଭ ଦାୟକ ରହିବ । ତା ସହିତ ଏମାନଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ରହିବ । ଧନର ଆଗମନ ମଧ୍ୟ ହେବ । ବ୍ୟାପାରରେ ମଧ୍ୟ ଲାଭ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ । ଚାକିରି ଓବ୍ୟବସାୟ ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ଲାଭ ହେବ ।
ବୃଷ ରାଶି :- ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି । ଏବଂ ଧନର ଆସିବାର ମଧ୍ୟ ମାର୍ଗ ଖୋଲିଯିବ । ମା ଲକ୍ଷ୍ମୀଙ୍କ କୃପାରୁ ରାଜା ଭଳି ଜୀବନ ଜାପାନ କରିବ । ଏହି ସମୟରେ ଯାନବାହାନ ଓ ଭୂମି କ୍ରୟ କରିପାରିବେ । ଶରୀର ସୁସ୍ଥ ମଧ୍ୟ ରହିବ । ବ୍ୟବସାୟରେ ଲାଭ ହେବ । ହଠାତ ଗୁପ୍ତ ଧନ ପ୍ରାପ୍ତି ବାଟ ଖୋଲିଯିବ । ବୈବାହିକ ଜୀବନରେ ମଧ୍ୟ ମଧୁରତା ଆସିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ପରିଲିଖିତ ହେବ । ପାରିବାରିକ ସହଯୋଗ ମଧ୍ୟ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ମଧ୍ୟ ପାଠ ପଢାରେ ମନ ନିବେଶ କରିବେ ।
ତୁଳା ରାଶି :- ତୁଳା ରାଶିର ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଧନର ଆଗମନ ହେବା ସହିତ ବ୍ୟାପାର କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ବ୍ୟବସାୟରେ ମଧ୍ୟ ନୂତନ ଉପଲବ୍ଧି ପ୍ରାପ୍ତ ହେବ । ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନିବ । ଯେଉଁ କାରଣ ପାଇଁ ଆକସ୍ମିକ ଧନ ପ୍ରାପ୍ତ ପାଇଁ ଯୋଗ ବନୁଛି । ଏହା ଠାରୁ ଆସା ଠାରୁ ଅଧିକ ଲାଭବାନ ହେବେ ।
କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତି ବିଶେଷଙ୍କର ମଧ୍ୟ ବିଶେଷ କରି ଏହି ସମୟରେ ସମସ୍ତ ପ୍ରକାର ସ୍ଵପ୍ନ ପୂରଣ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନିବ । ହଠାତ ଧନ ମିଳିବାର ଯୋଗ ବନୁଛି । ବୈବାହିକ ଜୀବନରେ ମଧୁରତା ଆସିବ । ରାଜା ସମାନ ସୁଖ ଆପଣଙ୍କୁ ପ୍ରାପ୍ତ ହେବ । ଯାହା ଚାହିଁବେ ସେ ସବୁ ଆପଣଙ୍କୁ ମିଳିବ ।