ବାହାହେବା ପାଇଁ ହୋଇଯାନ୍ତୁ Ready, କାହିଁକି ବା 2022ରେ ଏହି 8 ରାଶିର ବନୁଛି ବିବାହ ଯୋଗ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ନୂଆବର୍ଷ ଆସିଲେ ଲୋକ ମାନେ କେତେ ଖୁସି ମନାଇଥାନ୍ତି । ଆସନ୍ତା ନୂଆବର୍ଷରେ କିଛି ରାଶି ମାନଙ୍କର ବିବାହ ଯୋଗ ରହିଛି ବୋଲି ଶାସ୍ତ୍ର ରେ କୁହା ଯାଇଛି । ଶାସ୍ତ୍ର ରେ ବ୍ୟକ୍ତି ଜୀବନରେ ଆଗକୁ କଣ ହେବ ଓ ବର୍ତ୍ତମାନରେ କଣ ହେଉଛି ତାହା ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ୨୦୨୨ ନୂଆବର୍ଷରେ କେଉଁ ରାଶି ମାନଙ୍କର ବିବାହ ହେବାକୁ ଯାଉଛି ତାହା କହିବାକୁ ଯାଉଛୁ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଦାଂପତ୍ଯ ସମ୍ଭଧ ପାଇଁ ଭାଗ୍ୟଶାଳୀ ରହିବ ୨୦୨୨ ବର୍ଷ । ଏହି ବର୍ଷ ଆପଣଙ୍କର ପ୍ରେମ ବିବାହ କରିବାର ଯୋଗ ରହିଛି । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କୁ ନିଶ୍ଚିନ୍ତ ଭାବେ ଜୀବନ ସାଥି ମିଳିବାର ସମ୍ଭାବନା ରହିଛି ।

ବିଛା ରାଶି : ନୂଆବର୍ଷ ୨୦୨୨ ଏହି ରାଶିର ଲୋକଙ୍କ ପାଇଁ ଦାଂପତ୍ଯ ଜୀବନ ସୁଖମୟ ରହିବ । ପ୍ରେମ ସମ୍ପର୍କରେ ଏହି ବର୍ଷ ଅତ୍ୟନ୍ତ ଶୁଭ ରହିବ । ଯେଉଁ ମାନଙ୍କର ବିବାହ ହୋଇନାହି ସେଅମଣଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ଆପଣଙ୍କୁ ମନ ପସନ୍ଦ ଜୀବନ ସାଥି ମିଳିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ବିବାହ କ୍ଷେତ୍ରରେ ସମୟ ଶୁଭ ରହିବ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତିଙ୍କ ଆଗମନ ହେବ ଯାହା ସହ ଆପଣ ନିଜର ସାରା ଜୀବନ ବିତାଇବେ ।

ସିଂହ ରାଶି : ଏହି ରହସିର ଲୋକ ମାନଙ୍କ ପାଇଁ ୨୦୨୨ ବର୍ଷଟି ଅନୁକୂଳ ରହିବ । ଆପଣଙ୍କର ପ୍ରେମ ବିବାହ ହେବାର ପ୍ରବଳ ଯୋଗ ରହିଛି । ଆପଣଙ୍କୁ ମନ ପସନ୍ଦର ଜୀବନ ସାଥି ମିଳିବାକୁ ଯାଉଛି । ଆପଣ ରୋମାଣ୍ଟିକ ଜୀବନରେ ଅଧିକ ଫୋକସ କରିବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ରହିବ । ନିଜର ପ୍ରେମ ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି । ବିବାହ କରିନ ଥିବା ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥି ମିଳିବାକୁ ଯାଉଛି । ଆପଣଙ୍କର ପ୍ରେମ ବିବାହ ହେବାର ପ୍ରବଳ ଯୋଗ ରହିଛି ।

ତୁଳା ରାଶି : ୨୦୨୨ ବର୍ଷଟି ଏହି ରାଶିର ଲୋକଙ୍କ ପାଇଁ ବୈବାହିକ ଜୀବନ ଭାଗ୍ୟଶାଳୀ ରହିବ । ଏହି ବର୍ଷ ଆପଣଙ୍କର ବିବାହ ଯୋଗର ସମ୍ଭାବନା ରହିଛି । ଆପଣଙ୍କର ପ୍ରେମ ବିବାହ ହେବା ସହ ଅବିବାହିତ ଥିବା ବ୍ୟକ୍ତିଙ୍କୁ ଜୀବନ ସାଥିଟି ମିଳିବାକୁ ଯାଉଛି ।

ମେଷ ରାଶି : ଆସୁଥିବା ସମୟ ଆପଣଙ୍କର ଶୁଭ ରହିବ । ବିବାହର ସମୟ ହୋଇଥିବା ବ୍ୟକ୍ତିଙ୍କର ନିଶ୍ଚିନ୍ତ ବିବାହ ଯୋଗ ରହିଛି । ଆପଣଙ୍କର ପ୍ରେମ ବିବାହ ହେବ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାଣଙ୍କୁ ତାଙ୍କର ରିୟଲ ସାଥି ମିଳିବାର ସମ୍ଭାବନା ରହିଛି ।

କୁମ୍ଭ ରାଶି : ଆପଣଙ୍କର ଆସୁଥିବା ସମୟ ପ୍ରେମ ମାମଲାରେ ବହୁତ ଭଲ ରହିବ । ବିବାହ ହେବାର ପ୍ରବଳ ଯୋଗ ରହିଛି । ଏହି ବର୍ଷ ବୈବାହିକ ଯୋଗ ପ୍ରାପ୍ତ ହେବ । ଆପଣ କାହାକୁ ପସନ୍ଦ କରୁଥିଲେ ନିଶ୍ଚିତ ଭାବେ ତାଙ୍କୁ ଜୀବନ ସାଥି ରୂପେ ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *