ନବବର୍ଷ 12ଟି ରାଶି ମେଷ ରୁ ମୀନ, କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ… ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି  ଏକ ନୂତନ ବର୍ଷ । ବର୍ଷ ର ଆରମ୍ଭ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବାକୁ ଯାଉଛି ତ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ରହିବାକୁ ଯାଉଛି । ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କେଉଁ ରାଶି ପାଇଁ ନୂତନ ବର୍ଷଟି ଶୁଭ ରହିବାକୁ ଯାଉଛି ଏବଂ କେଉଁ ରାଶି ପାଇଁ ଅଶୁଭ । ତେବେ ଆସନ୍ତୁ ଜାଣିବା ।

ମେଷ ରାଶି: ସ୍ୱାସ୍ଥ୍ୟ ଅବସ୍ତା ଭଲ ରହିବ । ନିଜର ଜୀବନରେ ପ୍ରଗତି ଆଡକୁ ଅଗ୍ରସର ହେବେ । ଆପଣ ଏହି ନୂତନ ବର୍ଷରେ ନିଜର ସ୍ୱାସ୍ଥ୍ୟ ପ୍ରତି ବେଶି ଧ୍ୟାନ ଦେବା ଜରୁରୀ । ବୃଷ ରାଶି: ଆପଣଙ୍କ ଜୀବନରେ ନୂତନ ବର୍ଷଟି କିଛି ପରିବର୍ତ୍ତନ ନେଇ ଆସୁଅଛି । ଆପଣଙ୍କ ପାଇଁ ଆସୁଥିବା ନୂତନ ବର୍ଷଟି ଉନ୍ନତି ମୂଳକ ହେବା ପାଇଁ ଯାଉଛି । ଆଶା ଠାରୁ ଅଧିକ ଲାଭବାନ ହେବେ ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂତନ ବର୍ଷଟି ବିଶେଷ ଲାଭଦାୟୀ ହେବ ନାହିଁ । ଆପଣ ମାନଙ୍କୁ ଆସୁଥିବା ସମୟରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେଣୁ କିଛି ଗୁରୁତ୍ଵପୂର୍ଣ ନିସ୍ପତି ନେବା ପୂର୍ବରୁ ବୁଝି ବିଚାରୀ ନିଅନ୍ତୁ । କର୍କଟ ରାଶି: ଆପଣ ନିଜ ହିସାବରେ ବର୍ଷଟିକୁ କଟାଇ ପାରିବେ । କାର୍ଯ୍ୟରେ ଉନ୍ନତି ହାସଲ କରିବା ଫଳରେ ଅନ୍ୟ ମାନଙ୍କ ଠାରୁ ପ୍ରଶଂସା ସାଉଁଟିବେ । ପରିଶ୍ରମ ଅନୁସାରେ ଫଳ ପାଇବେ ।

ସିଂହ ରାଶି: ବୈବାହିକ ଜୀବନ ଭଲରେ କଟିବ । ଆପଣ ମାନଙ୍କ ପାଇଁ ଘର ଗାଡି ଜମି ଇତ୍ୟାଦି ଦାମୀ ଜିନିଷ କିଣିବାର ଭଲ ଯୋଗ ରହିଛି । କନ୍ୟା ରାଶି: ଭାଗ୍ଯ ସାଥ ଆପଣଙ୍କ ସହ ରହିବ । ତେଣୁ ଆପଣ ନିଜର ଯୋଜନା ବଧ କାର୍ଯ୍ୟ କରିଚାଲନ୍ତୁ । ସଫଳତା ମିଳିବା ସୁନିଶ୍ଚିନ୍ତ । ବିବାହର ଶୁଭ ଯୋଗ ରହୁଅଛି ।

ତୁଳା ରାଶି: ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢିବ । ନୂଆ ଯାନ ବାହନ କିଣିବାର ଭଲ ଯୋଗ ରହିଛି । ଘର ତିଆରି କରିବାର ସ୍ଵପ୍ନ ପୁରା ହେବ । ବିଛା ରାଶି: ଚାକର ବାକର ସୁଖ ପ୍ରାପ୍ତ କରିବେ । ନୂଆ ଗାଡି ମଧ୍ୟ କିଣିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରି ଲାଭବାନ ହେବେ । ଧନୁ ରାଶି: ବୈବାହିକ ଜୀବନ ସୁଖରେ କଟିବ । ବିଦ୍ୟାର୍ଥୀ ମାନେ ଭଲ ରେଜଲ୍ଟ କରିବେ । ସମସ୍ତ କାର୍ଯ୍ୟରେ ସଫଳ ମଧ୍ୟ ହେବେ ।

ମକର ରାଶି: ଆପଣ ମାନଙ୍କ ପାଇଁ  ଏହି ବର୍ଷଟି ଏତେ ଖାସ ରହିବ ନାହିଁ । ଆପଣଙ୍କ ଅଯଥା ଖର୍ଚ ବଢିବାକୁ ଲାଗିବ । କୁମ୍ଭ ରାଶି: ବୈବାହିକ ଜୀବନ, ଆର୍ଥିକ ସ୍ଥିତି ସବୁ କିଛି ଆପଣଙ୍କର ଭଲ ରହିବାକୁ ଯାଉଛି । ମୀନ ରାଶି: ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ରାୟ ନେବାକୁ ଚାହିଁବେ ସମସ୍ତ ଲୋକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।       

Leave a Reply

Your email address will not be published. Required fields are marked *